ବିବାହ ସମୟରେ କନ୍ୟା ଋତୁମତୀ ହେଲେ କଣ ସୂଚନା ମିଳିଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ହୃଦବୋଧ ଆପଣ ମାନେ କରି ପାରିଲେ ନିଶ୍ଚୟ ଜୀବନରେ ଉନ୍ନତି ପରିଲକ୍ଷିତ ହେବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ବିବାହ ୮ ପ୍ରକାରର ଯଥା ବ୍ରହ୍ମ, ଦଇବ, ଆର୍ଷ, ପ୍ରଜାପତ୍ୟ, ଆସୁର, ଗାନ୍ଧର୍ବ୍ୟ, ରାକ୍ଷସ ଓ ପଇଶାଚ । ବ୍ରହ୍ମ, ଦଇବ, ଆର୍ଷ, ପ୍ରଜାପତ୍ୟ ଏହି ୪ ପ୍ରକାରର ବିବାହ ଶାସ୍ତ୍ର ସନ୍ତତ ହୋଇଥାଏ ।

୨- ବରଠାରୁ ଧନ ନେଇ ତାକୁ କନ୍ୟା ବିବାହ ଦେଲେ ଆସୁର ବିବାହ ହୋଇଥାଏ । ନିଜ ଇଚ୍ଛାରେ ବାର କନ୍ୟା ବିବାହକରେ ତାକୁ ଗାନ୍ଧର୍ବ ବିବାହ କୁହାଯାଏ । ୩- କପଟ କରି କନ୍ୟାକୁ ଭୁଲାଇ ବିବାହ କଲେ ତାକୁ ପଇଶାଚ ବିବାହ କୁହାଯାଏ । ବରକୁ ନିଜ ଘରକୁ ନିମନ୍ତ୍ରଣ କରି ଆଣି ଯଥା ଶକ୍ତି କନ୍ୟା ଅଳଙ୍କୃତ କରି ବିବାହ ଦେଲେ ତାଙ୍କ ଠାରୁ ଉତପନ ପୁତ୍ର ଉଭୟ କୂଳରେ ଏକୋଇଶ ଉଧାର କରେ ।

୪- ବରର କୁଳ, ସ୍ଵଭାବ, ବୟସ, ରୂପ, ବିଦ୍ୟା, ପିତ୍ରାଦିର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦାନ କରିବା ଉଚିତ । ଯେଉଁ ପୁରୁଷର ଗୃହ ଓ ଗ୍ରୀବା ସୁଦୃଢ ହୋଇଥାଏ, ଶୁକ୍ର ଗାଢ ହୋଇଥିବା, ମୃତ ଶବ୍ଦ ଓ ପେନାଯୁକ୍ତ ହୋଇଥିବ ତାକୁ ଉତ୍ତମ ଲକ୍ଷଣଯୁକ୍ତ ପୁରୁଷ କୁହାଯାଏ ।

୫- ବର ମାତାର ନାମ ସହିତ କନ୍ଯାର ନାମ ସମାନ ତେବେ ବିବାହ ଦେବା ଅନୁଚିତ ଏହା ଦୋଷାବହ ହୋଇଥାଏ । ଯେଉଁ କନ୍ୟା ଲଜ୍ୟାହୀନ, ସ୍ଵଭାବ ଉଗ୍ର, ଦାନ୍ତ ଅସୁନ୍ଦର, ସର୍ବାଙ୍ଗ ଲୋମଯୁକ୍ତ ଏପରି କନ୍ୟା ବିବାହ ଯୋଗ୍ୟ ନୁହେଁ । ୬- ଯେଉଁ କନ୍ୟା ଶ୍ୟାମା, ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମଯୁକ୍ତ, ଭୁଲତା ସୁନ୍ଦର, ଚରିତ୍ର ଉତ୍କୃଷ୍ଟ ସେ ବିବାହ ଯୋଗ ଅଟେ ।

୭- ସମାନ ପ୍ରକାର ଜାତ କନ୍ୟା, ଶିଷ୍ୟର ସନ୍ତତି, ଗୁରୁର ସନ୍ନତି ଏମାନଙ୍କ ସହ ବିବାହ ନିଷେଧ ଅଟେ । ବଡ ଭାଇ ବିବାହ ନ ହୋଇଥିଲେ ସାନ ଭାଇ ବିବାହ କଲେ ପତିତ ହୁଏ ।

୮- ବଡ ଭାଇ ଯଦି ବିଶେଷରେ ଥାନ୍ତି, ଅତି ରୋଗୀ, ଚୋର ହୋଇଥାଏ ସାନା ଭାଇ ବିବାହ କରିପାରିବେ ।

୯- ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶାସ୍ତ୍ର ନିଷିଦ୍ଧ ଅଟେ । ଏକା ବର୍ଷରେ ଦୁଇ ଭାଇ ବା ବଉଣୀ ବିବାହ କରିବା ଅନୁଚିତ । ୬ ମାସରେ ବିବାହ କଲେ କନ୍ୟା ୩ ବର୍ଷରେ ବିଧବା ହୁଏ ।

୧୦- ମାମୁଁର ଝିଅ, ମାତୃ କୂଳରେ ଜାତ ହୋଇଥିବା କନ୍ୟା ଓ ସମାନ ପ୍ରବାରରେ ଜନ୍ମିତ କନ୍ୟା ସହିତ ବିବାହ ନିଷେଧ ଅଟେ । ବିବାହ ଆରମ୍ଭ ପୂର୍ବରରେ ଅଶୌଚ ଘାତିଳେ କର୍ମ ବନ୍ଦ କରିବା ଅନୁଚିତ ।

୧୧- ବିବାହ ସମୟରେ ଯଦି ବର ବା କନ୍ଯାର ମାତା ରଜସ୍ଵଳା ହୁଏ ତେବେ ସେ ସମୟରେ ବିବାହ କର୍ମ ହୁଏ ନାହି ଶୁଦ୍ଧି ପରେ ହୋଇଥାଏ ।

୧୨- ବିବାହ ସମୟରେ କନ୍ୟା ଋତୁମତୀ ହେଲେ ତାକୁ ସ୍ନାନ କରି ସଂସ୍କାର କରାଇ ବିବାହ କରିବା ଉଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *