ବିବାହିତ ମହିଳା ମାନେ ଭୁଲରେ ବି ଏହି ଦିନ ଧୁଅନ୍ତୁ ନାହିଁ ବାଳ, ଜାଣନ୍ତୁ ଏହି ଭୟଙ୍କର କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତବର୍ଷରେ ଏପରି ଅନେକ ସଂସ୍କୃତି ଓ ପରମ୍ପରା ରହିଛି । ଯେଉଁ ଧାରାରେ ଚାଲିବା ଦ୍ଵାରା ବ୍ୟକ୍ତିର ତଥା ସଂପୂର୍ଣ୍ଣ ପରିବାରର ଅନେକ ମଙ୍ଗଳ ହୋଇଥାଏ । ଏହା ସହିତ ବିଭିନ୍ନ ପ୍ରକାର ଶାସ୍ତ୍ର ଓ ପୁରାଣରେ କେତେକ ତଥ୍ୟ ବର୍ଣ୍ଣିତ ହୋଇ ରହିଛି । ଯାହାକୁ ବ୍ୟକ୍ତି ପାଳନ କରିବା ନିହାତି ଉଚିତ । କାରଣ ଯେଉଁ ବ୍ୟକ୍ତି ଶାସ୍ତ୍ର ଲିଖିତ କଥାକୁ ଉଲଂଘନ କରି କାର୍ଯ୍ୟ କରିଥାଏ ।

ସେହି ବ୍ୟକ୍ତିକୁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ବୁଧବାର ଦିନ କୁଆଁରୀ ଝିଅ ମାନେ ନିଜ କେଶକୁ ଧୋଇବା ଅନୁଚିତ । କାରଣ ଏହି ବାରରେ କୁଆଁରୀ ଝିଅଙ୍କୁ କେଶ ଧୋଇବାକୁ ବାରଣ ରହିଥାଏ । ମାନ୍ୟତା ଅଛି ଏହି ବାରରେ ଯେଉଁ ଝିଅ ମାନେ ନିଜ କେଶକୁ ସଫା କରନ୍ତି ବା ଧୋଇଥାନ୍ତି । ତେବେ ସେମାନଙ୍କ ଭାଇ ଉପରେ ବିପଦ ଆସିଥାଏ ।

ଗୁରୁବାର ଦିନ କୌଣସି ବିବାହିତ ମହିଳାଙ୍କୁ ନିଜ କେଶ ଧୋଇବା ଉଚିତ ନୁହେଁ । ଏପରି କରିବା ପାଇଁ ବିବାହିତ ନାରୀଙ୍କୁ ବର୍ଜିତ କରାଯାଇଥାଏ । ଯଦି ଏପରି ଭୁଲ କୌଣସି ବିବାହିତ ମହିଳା କରିଥାଏ । ତେବେ ସେହି ମହିଳାର ସ୍ଵାମୀ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହା ସହିତ ସ୍ଵାମୀର ଆୟୁ ମଧ୍ୟ କମି ଯାଇଥାଏ ।

ଗୁରୁବାର ଦିନ କୌଣସି ବ୍ୟକ୍ତି ଭୁଲରେ ମଧ୍ୟ ନିଜ ନଖ,ଚୁଟି କାଟିବା ଅନୁଚିତ । ଏହା ଛଡା ଗୁରୁବାର ଦିନ ଘର ସଫାସଫି କରିବା, ସିଲେଇ କରିବା, ମୁଣ୍ଡରେ ତେଲ ଲଗାଇବା, ଘରେ ଆମିଷ ରାନ୍ଧି କରି ଖାଇବା ଏହିପରି କେତେକ କାର୍ଯ୍ୟ କରିବା ପାଇଁ ବାରଣ ଥାଏ । ଏହି କାର୍ଯ୍ୟ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ସେହି ଘରେ ଉପରେ କ୍ରୋଧ ଆସିଥାଏ ।

ଯାହା ଫଳରେ ମା’ ଲକ୍ଷ୍ମୀ ସେହି ଘର ତ୍ୟାଗ କରିଥାନ୍ତି । ଯାହା ଦ୍ଵାରା ଘରେ ଦରିଦ୍ରତା ଆସିଯାଇଥାଏ । ବିବାହିତ ମହିଳାଙ୍କୁ ସୋମବାର ଦିନ ମଧ୍ୟ ଭୁଲ୍ ରେ ନିଜ କେଶ ଧୋଇବା ଉଚିତ ନୁହେଁ । ଯେଉଁ ମହିଳା ଏହି କଥାର ପାଳନ କରିଥାଏ । ସେହି ଘରକୁ କୋଣସି ପ୍ରକାର ଅସୁବିଧା ଆସିନଥାଏ ।

ଯେଉଁ ମହିଳା ଏହି କଥାକୁ ଅବହେଳା କରିଥାଏ । ତେବେ ସେହି ଘରେ ସନ୍ତାନ ମାନଙ୍କର ସ୍ଵାସ୍ଥ ଅବସ୍ତା ପ୍ରାୟ ସମୟରେ ଖରାପ ରହିଥାଏ । ଏହା ସହିତ ସେହି ଘରର ଆର୍ଥିକ ସ୍ଥିତି ଧୀରେ ଧୀରେ କରି ଖରାପ ହେବାକୁ ଲାଗିଥାଏ । ଏହି ସବୁ ନିୟମ ମାନି ଚଳିବା ଦ୍ଵାରା ଘରକୁ କୌଣସି ପ୍ରକାର ଅନିଷ୍ଟ ଆସିନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *