Vastu Tips- ଶନିବାର ରାତିରେ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ସୋରିଷ ତେଲ, ସାତ ଜନ୍ମ ପାଇଁ ଦୂର ହୋଇଯିବ ଦରିଦ୍ରତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସପ୍ତାହକୁ ୭ ବାରରୁ ପ୍ରତ୍ଯେକ ବାରରେ କୌଣସି ନା କୌଣସି ଦେବାଦେବୀଙ୍କର ମହତ୍ଵ ରହିଥାଏ । ଯେପରି ଶନିବାର ଦିନ ଭଗବାନ ଶନିଦେବଙ୍କର ସେହି ବାର ଉପରେ ପ୍ରଭାବ ରହିଥାଏ । ଯେଉଁ ବ୍ୟକ୍ତି ମାନେ ଶନିଦେବଙ୍କର ଅତି ନିଷ୍ଟାର ସହ ପୂଜା କରିଥାନ୍ତି। ସେମାନଙ୍କ ସବୁ ଦୁଃଖକୁ ପ୍ରଭୁ ନାସ କରିଥାନ୍ତି । ଏହା ବ୍ଯତୀତ ଯେଉଁ ମାନେ ଶନିଦେବ ପସନ୍ଦ କରୁନଥିବା କାର୍ଯ୍ୟ ଗୁଡିକ କରିଥାନ୍ତି ।

ସେମାନଙ୍କ ଉପରେ ଶନିଙ୍କର କୋପ ଦୃଷ୍ଟି ରହିଥାଏ । ପ୍ରତିଦିନ ଘରର ମୁଖ୍ୟ ଦ୍ଵାରରେ ଗଙ୍ଗା ପାଣି ଛିଞ୍ଚି ଘରକୁ ଶୁଦ୍ଧ କରିବା ଉଚିତ । ଯଦି ଗଙ୍ଗା ଜଳ ନଥାଏ । ତେବେ ତମ୍ବାର କୌଣସି ପାତ୍ରରେ ରାତିରେ ପାଣି ଭର୍ତ୍ତି କରି ପାଣି ରଖି ସକାଳେ ସେହି ପାଣି ଛିଞ୍ଚି ଘରକୁ ପରିଷ୍କାର କରିବା ଉଚିତ । ବିଶେଷ କରି ଶନିବାର ଦିନ ଘରର ମୁଖ୍ୟ ଦ୍ଵାର ପାଖରେ ଓଳାଉଥିବେ ।

ସେହି ସମୟରେ ଆଗେ ଝାଡୁ ଦ୍ଵାରା ସଫା ନକରି ପ୍ରଥମେ ପାଣି ଛିଞ୍ଚିବା ଉଚିତ । ତାପରେ ଝାଡୁ ଦ୍ଵାରା ଓଳାଇବା ଉଚିତ । ଏପରି କରିବା ଦ୍ଵାରା ଘର ଉପରେ କୌଣସି ଖରାପ ଶକ୍ତିର ବାସ ରହିଥାଏ । ତାହା ଦୂରୀଭୂତ ହୋଇଥାଏ । ଘରକୁ ଯେତେବେଳେ ପାଣି ଦ୍ଵାରା ପୋଛାପୋଛି କରୁଛନ୍ତି । ସେତେବେଳେ ପାଣିରେ କିଛି ଲୁଣ ପକାଇ ପୋଛାପୋଛି କରିବା ଉଚିତ ।

ଏପରି କରିବା ଦ୍ଵାରା ଘର ଉପରେ କାହାର ଜାଦୁବିଦ୍ୟା କାର୍ଯ୍ୟକାରୀ ହୋଇପାରିନଥାଏ । ଘରୁ ନକରାତ୍ମକ ଊର୍ଜା ଚାଲିଯାଇଥାଏ । ଯଦି କୌଣସି ବ୍ୟକ୍ତି ଋଣ କରଜରେ ବୁଡି ରହିଥାନ୍ତି । ତେବେ ସେହି ବ୍ୟକ୍ତିଙ୍କୁ ଶନିବାର ଦିନ ହନୁମାନଙ୍କୁ ପାନ ଅର୍ପଣ କରି ପୂଜା କରିବା ଉଚିତ । ଗୋଟା ପାନ ପତ୍ର ଆଣି ସେଥିରେ ଲବଙ୍ଗ, ଅଳେଇଚ ଓ କିଛି ମିଠା ବସ୍ତୁ ରଖି ପାନକୁ ଭାଙ୍ଗି ଭଗବାନ ହନୁମାନଙ୍କୁ ଦେବା ଉଚିତ ।

ଶନିବାର ଦିନ ଏକ ଷ୍ଟିଲ ପାତ୍ରରେ କିଛି ସୋରିଷ ତେଲ ନେଇ ତାପରେ ସେହି ତେଲରେ ନିଜ ଛାଇକୁ ଦେଖିବା ଉଚିତ । ତାପରେ ସେହି ତେଲରେ ବିରି ଡାଲିରେ ବରା ପ୍ରସ୍ତୁତ କରି ଶନିବାର ଦିନ କୁକୁରକୁ କିମ୍ବା କୌଣସି ପ୍ରାଣୀକୁ ଖାଇବାକୁ ଦେଇଦିଅନ୍ତୁ । ଏପରି କରିବା ଦ୍ଵାରା ଭଗବାନ ଶନିଙ୍କର କୋପର ଶିକାର ହୋଇଥିବା ଲୋକମାନେ ବଞ୍ଚିତ ହୋଇଥାନ୍ତି ।

ଏହା ସହିତ ତାଙ୍କ ଜୀବନର ସମସ୍ତ ଦୁଃଖ ଅସୁବିଧା ଦୂର ହୋଇଥାଏ । ଶନିବାର ଦିନ କେଶରେ ସୋରିଷ ତେଲ କିମ୍ବା କୌଣସି ତେଲ ମଧ୍ୟ ଲଗାଇ ପାରିବେ । ଏହା ବ୍ୟକ୍ତି ପାଇଁ ବହୁତ ଶୁଭ ହୋଇଥାଏ । ଶନିବାର ଦିନ ଏକ ରୁଟି ପ୍ରସ୍ତୁତ କରି ସେଥିରେ ଟିକେ ସୋରିଷ ତେଲ ଲଗାଇ ଘରେ ଯଦି କାହା ଉପରେ ନଜର ଲାଗିବା ବା କୌଣସି ପ୍ରକାର ଅସୁବିଧା ହେଉଥାଏ ।

ତେବେ ତା’ ଚାରିପଟେ ୩ ଥର ବୁଲାଇ କୌଣସି କୁକୁରକୁ ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ଶନିଦେବ ଅତି ପ୍ରସନ୍ନ ହୋଇ ଘରର ସମସ୍ଯାକୁ ଦୂର କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *