ସମ୍ବନ୍ଧ ବନେଇବା ସମୟରେ ଆପଣଙ୍କ ଏହି ଛୋଟିଆ ଭୁଲ ପାଇଁ ହୋଇପାରେ କ୍ୟାନ୍ସର ? ସାବଧାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ୟାନ୍ସର ଏକ ମାରାତ୍ମକ ରୋଗ ହୋଇଥାଏ । ଯେଉଁ ରୋଗ ଥରେ ହେବା ମାତ୍ରେ ଯଦି ଏହାର ଚିକିତ୍ସାରେ ବିଳମ୍ବ ହୋଇଥାଏ । ତେବେ ଏହା ପ୍ରାଣଘାତୀ ମଧ୍ୟ ହୋଇଥାଏ । ଶରୀରରେ ବିଭିନ୍ନ ସ୍ଥାନରେ କ୍ୟାନ୍ସର ହୋଇଥାଏ । ଆଜି ଆପଣ ମାନେ ପିନାଇଲ କ୍ୟାନ୍ସର ଅର୍ଥାତ ଲିଙ୍ଗ କ୍ୟାନ୍ସର ବିଷୟରେ ଜାଣିବାକୁ ପାଇବେ । ଏହି କ୍ୟାନ୍ସର ବିଷୟରେ ପ୍ରାୟତଃ ଲୋକଙ୍କୁ ଜଣା ମଧ୍ୟ ନଥାଏ ।

ଏହା ଛଡା ଏହି ସମସ୍ଯା ଯେଉଁ ବ୍ୟକ୍ତି ପାଖରେ ହୋଇଥାଏ । ସେ ବହୁତ ସମୟରେ ଏହାକୁ ଅନ୍ୟ ଆଗରେ ଖୋଲିକି କହିବାରେ ସଙ୍କୁଚିତ ମନଭାବ କରିଥାନ୍ତି । ଏହି ସମସ୍ଯା ପେନିସରେ ଯେଉଁ କ୍ୟାନ୍ସର ହୋଇଥାଏ । ତାହାକୁ ପିନାଇଲ କ୍ୟାନ୍ସର କୁହାଯାଇଥାଏ । ଏହା ପୁରୁଷର ଯୌନାଙ୍ଗର ଅଂସ ବିଶେଷ ହୋଇଥାଏ ।

ଯେଉଁ ସ୍ଥାନରେ କେତେକ ପୁରୁଷଙ୍କର ଗଣ୍ଠି ସଦୃଶ ସୃଷ୍ଟି ହୋଇ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ । ପିନାଇଲ କ୍ୟାନ୍ସରର କେତେକ ଲକ୍ଷଣ ରହିଥାଏ । ଯେପରି ପେନିସରେ ଗଣ୍ଠି ସଦୃଶ ହୋଇଯିବା । ସେଠାରୁ ବ୍ଲଡ୍ ବ୍ଲିଡିଙ୍ଗ ହେବା । ସେହି ଜାଗାରୁ ଦରଜ ଆରମ୍ଭ ହୋଇ ଧୀରେ ଧୀରେ କରି ଦରଜ ବଢିବାରେ ଲାଗିଥାଏ ।

ପେନିସରେ ସୃଷ୍ଟି ହେଉଥିବା କ୍ୟାନ୍ସର କେତେକ ସ୍ଥଳେ ଧୀରେ ଧୀରେ ଜଙ୍ଘରେ ମଧ୍ୟ ସଂକ୍ରମଣ ହୋଇ ସେଠାରେ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ । ଯେପରି ଜଙ୍ଘରେ ମଧ୍ୟ ଗଣ୍ଠି ଭଳି ହୋଇଯାଇଥାଏ । ଏହି ସମସ୍ଯାକୁ କେତେକ ପୁରୁଷ କହିବା ପାଇଁ କୁଣ୍ଠାବୋଧ କରିଥାନ୍ତି । ଯେଉଁ କାରଣରୁ ଏହା ଧୀରେ ଧୀରେ କରି ଆଡଭାନ୍ସ ସ୍ଟେଜକୁ ଚାଲିଯାଇଥାଏ ।

ପେନିସରେ କ୍ୟାନ୍ସର ହେବାର ମୁଖ୍ୟ କାରଣ ହେଉଛି HPV ବା ହ୍ୟୁମାନ ପେପିଲୋମା ଭାଇରସ ଇନଫେକସନ । ଏହା ଏପରି ଏକ ଭାଇରସ ହୋଇଥାଏ । ଯାହା ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ଵାରା ବ୍ୟାପିଥାଏ । ଏହା ଛଡା ପେନିସର ଉପର ଭାଗ ଯାହାକୁ ଫାଇମୋସିସ କୁହାଯାଇଥାଏ । ଯାହା ବହୁତ ଟାଇଟ ହୋଇ ଯାଇ କେତେକ ଅସୁବିଧା ସୃଷ୍ଟି କରିଥାଏ ।

ଯେଉଁ କାରଣରୁ ମଧ୍ୟ କେତେକଙ୍କ ଥରେ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ । ଯେଉଁ ପୁରୁଷଙ୍କ ଥରେ HIV ଇନଫେକସନ ହୋଇଯାଏ । ତେବେ ସେମାନଙ୍କ ଥରେ ମଧ୍ୟ ପିନାଇଲ କ୍ୟାନ୍ସର ହୋଇଯାଇଥାଏ । ତେବେ ଯେଉଁ ପୁରୁଷଙ୍କ ଥରେ ପିନାଇଲ କ୍ୟାନ୍ସର ହୋଇଥାଏ । ସେମାନଙ୍କୁ ଏହା ନଲୁଚାଇ ଯେତେ ଶୀଘ୍ର ଡାକ୍ତରଙ୍କର ପରାମର୍ଶ ନେଇ ନିଜର ଚିକିତ୍ସା କରାଇ ନେବା ଉଚିତ ।

ଯାହା ଦ୍ଵାରା ବ୍ୟକ୍ତିର ସ୍ଥିତି ଖରାପ ହେବା ଆଗରୁ ଏହାର ସମାଧାନ କରାଯାଇ ବ୍ୟକ୍ତିକୁ ଠିକ କରାଯାଇପାରିବ । ଏହା ସହିତ ସେକ-ସ କରିବା ସମୟରେ କୌଣସି ପ୍ରକାର ପ୍ରକାର ଭାଇରସ ସଂକ୍ରମଣ ହେବାର ସମ୍ଭାବନାକୁ ରୋକା ଯାଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *