କଣ କରିବା କି କାରୋନା ହିଁ ହେବ ନାହିଁ ଓ ଯଦି ବି ହେଇଯାଏ ତ କିଛି ବି କରି ପାରିବ ନାହିଁ, 100 % ଫଳପ୍ରଦ- Health Tips

ନମସ୍କାର ବନ୍ଧୁଗଣ ଏମିତି କଣ ଉପାୟ କରିବା ଯାହା ଦ୍ୱାରା କରୋନା ଆମକୁ ହେବ ନାହିଁ ଏବଂ ଯଦି ବି ହେବ ତେବେ କୌଣସି କ୍ଷତି କରି ପାରିବ ନାହିଁ । ସେଥିପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ର ମାତ୍ରା ବଢିବା ଉଚିତ ଏବଂ ଆମ ଫୁସଫୁସ ମଧ୍ୟ ଠିକ ରହିବା ଉଚିତ ।

ଏଥିପାଇଁ ଆମେ ଆଜି ଏକ ଉପାୟ କହିବୁ ଯାହା ଦ୍ୱାରା ଆପଣ କରୋନା ରୋଗ ସହିତ ଅନ୍ୟ ରୋଗ ମାନଙ୍କ ଠାରୁ ମଧ୍ୟ ରକ୍ଷା ପାଇଁ ପାରିବେ । ସେ ଉପାୟ ବିଷୟରେ ଆଲୋଚନା କରି ନେବା ।

ଚାଲନ୍ତୁ ଜାଣିନେବା ଗଳା ଏବଂ ଫୁସଫୁସ ରେ ଜମି ରହୁଥିବା ମୋଟା କଫ କୁ କିପରି ଭାବରେ ବାହାର କରି ପାରିବା । ଆଜି ଆମେ ଆପଣ ଙ୍କୁ ବହୁତ ସହଜ ଉପାୟ କହିବାକୁ ଯାଉଛୁ ।
ସର୍ବ ପ୍ରଥମେ ଏହି ଭାଇରସ୍ ଆମ ଗଳା କୁ ଯାଉଛି । ଏବଂ ସେଠାରେ ହିଁ ସେ ବଢୁଛି । ଭାଇରସ୍ ର ସଂଖ୍ୟା ବଢି ଆମ ଛାତି ରେ ଯାଇ ଜମା ହେଉଛି । ଏହା ଦ୍ୱାରା ନିଶ୍ୱାସ ନେବା ପାଇଁ ଯେତେ ବି ସବୁ ରାସ୍ତା ଥାଏ ତାହା ସବୁ ବନ୍ଦ ହୋଇ ଯାଏ । ଯାହା ଦ୍ୱାରା ଆମ ଭିତରେ ଅମ୍ଳଜାନ ପହଁଚି ପାରେ ନାହିଁ ।

ଏହି କଫ ଆମ ଗଳା ରେ ତିନି ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ପରେ ସେ ଆମ ଫୁସଫୁସ ରେ ପହଁଚି ଆମକୁ ଅନେକ ଅସୁବିଧା କରାଇ ଥାଏ । ଏହା ସହିତ ଆମ କିଡନୀ ଆଦି କୁ ମଧ୍ୟ ଖରାପ କରିଥାଏ । ତେବେ ଆସନ୍ତୁ ଜାଣିନେବା ସେହି ଖଫ କୁ କିପରି ଆମେ ବାହାର କରି ପାରିବା ତାହାର ସହଜ ଉପାୟ ଟି କଣ ।

ସର୍ବ ପ୍ରଥମେ ଆପଣ ଦିନରେ ଯେତେବେଳେ ବି ପାଣି ପିଇବେ ସେତେବେଳେ ସେହି ପାଣି ଫୁଟା ହୋଇ ଥିବା ଆବଶ୍ୟକ । ଏହି ଫୁଟା ପାଣି ପିଇବା ଦ୍ୱାରା ଏହି ଭାଇରସ ଗଳା ରେ ହିଁ ମରି ଯାଇଥାଏ ଏବଂ ଦୁର୍ବଳ ହୋଇ ଯାଇଥାଏ । ଏହା ସହିତ ଆପଣ ରାତିରେ ଶୋଇବା ବେଳେ ହଳଦୀ ପକାଇ କ୍ଷୀର ମଧ୍ୟ ପିଇ ପାରିବେ । ଯଦି ହଳଦୀ କ୍ଷୀର ନ ପିଇ ପାରନ୍ତି ତେବେ ଗରମ ପାଣି ରେ ହଳଦୀ ପକାଇ ମଧ୍ୟ ପିଇ ପାରିବେ । ହଳଦୀ ଆଣ୍ଟିବ୍ୟାଟେରୀୟଲ ହୋଇଥାଏ ତେଣୁ ପ୍ରତିଦିନ ରାତି ରେ ହଳଦୀ କ୍ଷୀର କିମ୍ବା ପାଣି ପିଇବେ ତେବେ ଏହି ଭାଇରସ ଆପଣଙ୍କ ଗଳା ରେ ବିଲକୁଲ ରହି ପାରିବ ନାହିଁ ।

ଏହା ଛଡା ଆପଣ ନିଜର ଗଳା କୁ ସଫା କରିବା ପାଇଁ । ଗାର୍ଗଲିଂ ମଧ୍ୟ କରି ପାରିବେ । ଆପଣ ଚାହିଁଲେ ଗରମ ପାଣି ରେ ଲୁଣ ପକାଇ କରି ପାରିବେ ନଚେତ ହଳଦୀ ପକାଇ ମଧ୍ୟ କରି ପାରିବେ । ଏହା ଦ୍ୱାରା ଆପଣଙ୍କ ଗଳା ସଫା ରହେ କଫ ଜମେ ନାହିଁ ଏବଂ ଭାଇରସ ମଧ୍ୟ ରହି ନଥାଏ । ଆଉ ଏକ ଅନ୍ୟ ଉପାୟ ହେଉଛି ରସୁଣ । ରସୁଣ ସଂକ୍ରମଣ ରୁ ଲଢ଼ିବା ପାଇଁ ଆମକୁ ସାହାର୍ଯ୍ୟ କରିଥାଏ । ଥଣ୍ଡା ଜ୍ଵର ଆଦି ରେ ରସୁଣ ବହୁତ ଉପକାରୀ ହୋଇ ଥାଏ ।

ଏହା ଆୟୁର୍ବେଦ ମଧ୍ୟ କହିଛି । ପ୍ରତିଦିନ ଗୋଟିଏ ରସୁଣ ସେବନ ଦ୍ୱାରା ଆମକୁ ଥଣ୍ଡା କଫ ଆଦି କିଛି ହୋଇ ନଥାଏ । ଏବଂ ଏହା ଦ୍ୱାରା ସେହି ଭାଇରସ ମଧ୍ୟ ଆମ ଶରୀରରେ ଆସି ନଥାଏ । ଏବଂ ଆମେ ସୁସ୍ଥ ରହିଥାଉ । ଏହା ଥିଲା କଫ ନ ଜମିବାର ଉପାୟ । ଆମେ ଆଶା କରୁଛୁ ଆପଣ ମାନଂକୁ ଏହି ଆଲୋଚନା ଟି ପସନ୍ଦ ଆସିଥିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *