ଭାତୁଡି ସମସ୍ଯାରୁ କିପରି ପାଇବେ ମୁକ୍ତି ? (Dr Diptiranjani Bisoyi)

ବନ୍ଧୁଗଣ ବର୍ତ୍ତମାନ ର ସମୟ ରେ ପ୍ରାୟତଃ ସମସ୍ତେ କିଛି ନା କିଛି ରୋଗ ସମସ୍ଯା ରେ ଘେରି ହୋଇ ରହିଛନ୍ତି । ସେହି ସମସ୍ଯା ମାନଙ୍କ ମଧ୍ୟ ଭାତୁଡି ହେଉଛି ଅନ୍ଯତମ । ଅଧିକାଂଶ ଲୋକ ନିଜ ଚରମ ଉପରେ ଥିବା ଏହି ଭାତୁଡି କୁ ନେଇ ଚିନ୍ତିତ । ସଧାରଣତଃ ଆମ ଚର୍ମ ଉପରେ ଯାହା କିଛି ବାହରେ ତାହାକୁ ଆମେ ଭାତୁଡି ବୋଲି କହିଥାଉ । କିନ୍ତୁ ଏହାକୁ ଡାକ୍ତରୀ ଭାଷାରେ ସ୍କିନ ଟ୍ୟାଗ ବୋଲି କୁହାଯାଏ ।

ସମସ୍ତଙ୍କ ଶରୀରରେ ଭାତୁଡି ଏକ ପ୍ରକାରର ହୋଇ ନଥାଏ । ଏହା ଭିନ୍ନଭିନ୍ନ ସ୍ଥାନରେ ଓ ଭିନ୍ନଭିନ୍ନ ଆକାରର ହୋଇଥାଏ । ଅଧିକତର ଏହା ବେକ, କାନ୍ଧ, ଜଙ୍ଘ ସନ୍ଧିରେ ଅଧିକ ଭାବରେ ହୋଇଥାଏ । ଏହା ସାଧାରଣତଃ ବଢୁଥିବା ବୟସ ସହ ଅଧିକ ଭାବରେ ଦେଖା ଦେଇଥାଏ । ତାହାଛଡା ଯେଉଁ ମାନଙ୍କ ଠାରେ ମୋଟାପା ଅଧିକ ମାତ୍ରାରେ ରହିଥାଏ, ସେମାନଙ୍କ ଠାରେ ହିଁ କିଛି ଅଧିକ ମାତ୍ରାରେ ଭାତୁଡି ହେବାର ଦେଖା ଯାଇଛି ।

ଯଦି ଭାତୁଡି ଦିନ କୁ ଦିନ ବଢିବଢି ଚାଲୁଛି, ତେବେ ଏହା କୌଣସି ସମସ୍ୟାର କାରଣ ହୋଇ ପାରେ । ତେଣୁ ଏପରି ପରିସ୍ଥିତି ରେ ବିଳମ୍ବ ନ କରି ଶୀଘ୍ର ହିଁ ଡାକରଙ୍କ ସହ ପରାମର୍ଶ କରାଇବା ଉଚିତ । ଆଏଙ୍କ ଥର ଦେଖା ଯାଇଥାଏ କି ଲୋକ ମାନେ ଭାତୁଡି ର ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ର ଘରୋଇ ଉପଚାର ମାନ ର ସାହାର୍ଯ୍ୟ ନେଇଥା’ନ୍ତି ।

କିଛି ଲୋକ ଭାତୁଡି ରେ କିଛି ସୂତା ମଧ୍ୟ ବାନ୍ଧି ଦେଇଥାନ୍ତି । ଏହା କିଛି କ୍ଷେତ୍ରରେ କାମ କରିଥାଏ ଓ କିଛି କ୍ଷେତ୍ର ରେ କାମ କରି ମଧ୍ୟ ନଥାଏ । କିନ୍ତୁ ଆଜିର ସମୟ ରେ ବିଜ୍ଞାନ ଏତେ ମାତ୍ରାରେ ଉନ୍ନତି କରି ସାରିଲାଣି କି ମାତ୍ର ଅଳ୍ପ କିଛି ସେକେଣ୍ଡ ରେ ହିଁ ଭାତୁଡିର ସର୍ଜରୀ ହୋଇ ଯାଇ ପାରୁଛି । ଓ କଷ୍ଟ ତ ବହୁ ଦୂରର କଥା ଜଣା ମଧ୍ୟ ପଡୁ ନାହିଁ । ତାହାଛଡା ଏହା ଚର୍ମରୁ ଭିତରୁ ବାହାରି ଥାଏ ।

ଯଦି ଆପଣ ନିଜର ଯତ୍ନ ଠିକ ଭାବରେ ରଖନ୍ତି ନାହିଁ, ତେବେ ହୁଏତ ଏହା ପୁନର୍ବାର ନ ହୁଏ । କିନ୍ତୁ ଯଦି ଆପଣ ନିଜର ବିଶେଷ ଯତ୍ନ ନ ନିଅନ୍ତି ତେବେ ଏହା ସର୍ଜରୀ ପରେ ମଧ୍ୟ ପୁଣି ବାହାରି ଥାଏ । ତେଣୁ ନିଜର ଯତ୍ନ ନେବା ମଧ୍ୟ ନିହାତି ଆବଶ୍ୟକ । ଯେପରି କି ଆପଣ ଅଧିକ ଜଙ୍କ ଫୁଡ ବା ଫାଷ୍ଟ ଫୁଡ ର ସେବନ ବନ୍ଦ କରି ଦିଅନ୍ତୁ ।

ତାହାସହ ବ୍ୟାୟାମ ଆଦି ମଧ୍ୟ ନିଶ୍ଚୟ କରନ୍ତୁ । ଯଦି ଆପଣ ଙ୍କ ଶରୀରରେ ମୋଟାପା ଅଧିକ ରହୁଛି, ତେବେ ଆପଣଙ୍କ ଶରୀରରେ ଭାତୁଡି ଦେଖା ଦେବାର ସମ୍ଭବାନା ମଧ୍ୟ ବଢି ଯାଇଥାଏ । ତେଣୁ ଖାଦ୍ୟ ରେ ପ୍ରଚୁର ମାତ୍ରା ରେ ଭିଟାମିନ C ଓ E ର ବ୍ୟବହାର କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟାବାଦ

Leave a Reply

Your email address will not be published. Required fields are marked *