କେବଳ ୧ ଦିନରେ ହିଁ ପୁରୁଣା ରୁ ପୁରୁଣା ଅର୍ଶ ମୂଳରୁ ଶେଷ କରିଦେବ ଏହି ଉପାୟ (Baba Ramdev Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ନିକଟରେ ଏକ ପୁରତନ ଘରୋଇ ଉପଚାର ନେଇ ଆସିଛୁ । ଏହି ଉପଚାର ଟି ଆପଣଙ୍କ ଅର୍ଶ ଭଳି ସମସ୍ୟା କୁ ସଂପୂର୍ଣ୍ଣ ରୂପେ ଦୂର କରିଦେବ । ଆପଣ ପ୍ରଥମେ ଜାଣିବା ଆବଶ୍ୟକ ଯେ, ଅର୍ଶ ଆପଣଙ୍କୁ କାହିଁକି ହୋଇଥାଏ ?

ଏହାର ବିଭିନ୍ନ ପ୍ରକାର କାରଣ ହୋଇପାରେ । ମାତ୍ର ମୁଖ୍ୟତ ଆପଣଙ୍କର ଯଦି ପେଟ ସଫା ନ ହେବ ତେବେ ଆପଣଙ୍କୁ ଏହି ସମସ୍ୟା ଟି ହୋଇଥାଏ । ଏହା ସହିତ ଯଦି ଆପଣ ତେଲ ମସଲା ଯୁକ୍ତ ଖାଦ୍ୟ ତଥା ଅଧିକ ମାଂସ ଖାଇବା ଦ୍ଵାରା ମଧ୍ୟ ଆପଣଙ୍କୁ ଅର୍ଶ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କୁ ଏହି ସମସ୍ୟା ଆରମ୍ଭ ହୋଇଯାଏ ତେବେ ଆପଣଙ୍କୁ ମେଡ଼ିସିନ ର ଆବଶ୍ୟକ ପଡିଥାଏ । ପ୍ରଥମେ ଆପଣ ଏକ ନଡିଆ କତା ନିଅନ୍ତୁ । ଏହାପରେ ଏହାକୁ ସଂପୂର୍ଣ୍ଣ ଭାବେ ଜଳାଇ ଏହି କତା ର ଭସ୍ମ ପ୍ରସ୍ତୁତ କରନ୍ତୁ ।

ଏହି ଭସ୍ମ କୁ ଆପଣ ଚାଲୁଣି ମାଧ୍ୟମରେ ଚଲାଇ ଫାଇନ ପାଉଡର ବାହାର କରି ଦିଅନ୍ତୁ । ଏହାପରେ ଆପଣ ଏକ ପାତ୍ର ରେ ଦହି ନିଅନ୍ତୁ । ଦହିରେ ପ୍ରସ୍ତୁତ ହୋଇଥିବା ନଡିଆ କତା ର ଭସ୍ମ କୁ ମିଶାଇ ଦିଅନ୍ତୁ । ଏହି ଭସ୍ମ କୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ଉପଚାର କୁ ପୁରାତନ କାଳରୁ ଆମ୍ଭ ପୂର୍ବ ପୁରୁଷ ମାନେ ଆପଣାଉ ଥିଲେ । ଏହା ଏକ ପୁରାତନ ଉପଚାର ଅଟେ ।

ଅର୍ଶ ଭଳି ସମସ୍ୟା କୁ ଶେଷ କରିବା ନିମନ୍ତେ ଏହା ଅତ୍ୟନ୍ତ ପରୀକ୍ଷିତ ଉପଚାର ଅଟେ । ବଇଜ୍ୟଷ୍ଠ ବ୍ୟକ୍ତି ଅର୍ଶ ଭଳି ସମସ୍ୟା କୁ ଦୂର କରିବାକୁ ଏହାକୁ ଆପଣାଇ ଆସୁଥିଲେ । ଆପଣଙ୍କୁ ମଧ୍ୟ ଯଦି ଏହି ସମସ୍ୟା ରହିଅଛି ଏହା କେବଳ ୨ ଦିନ ମଧ୍ୟରେ ଭଲ ହେବାକୁ ଲାଗିବ । ଅନେକ ବ୍ୟକ୍ତି ଙ୍କ ଅର୍ଶ ରୁ ରକ୍ତ ମଧ୍ୟ ପଡିଥାଏ ।

ଏହି ଉପଚାର ଦ୍ଵାରା ସେହି ସମସ୍ୟା ଟି ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ । ଏହା ସହିତ ଆପଣଙ୍କୁ ବହୁତ ଅଧିକ ଆରମ ମିଳିବ ତଥା ଆପଣଙ୍କର ଯେକୌଣସି ଅର୍ଶ ସମସ୍ୟା ରହିଥାଉ କେବଳ ୨ ଦିନ ମଧ୍ୟରେ ସଂପୂର୍ଣ୍ଣ ଠିକ ହୋଇଯିବ । ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ । ଦିନରେ ସମୁଦାୟ ୩ ଥର ଆପଣ ଏହାର ସେବନ କରି ପାରିବେ । ଗୋଟେ ଦିନରେ ଆପଣ ଏହାକୁ ୩ ଥର ବନାଇ ସେବନ କରି ପାରିବେ ।

ମାତ୍ର ଯଦି ଆପଣଙ୍କୁ କୌଣସି ଆରମ ନ ମିଳେ ତେବେ ଆପଣ ଆଉ ୨ ଦିନ ଛାଡି ଅର୍ଥାତ ଗ୍ୟାପ ଦେଇ ଆପଣ ପୁନର୍ବାର ଏହି ମିଶ୍ରଣ ପ୍ରସ୍ତୁତ କରି ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *