ଈଶ୍ବରଙ୍କ ନାମ ନେଇ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଦେଖିବାକୁ ଖୁବ ଶୀଘ୍ର ଆପଣଙ୍କୁ ମିଳିବାକୁ ଯାଉଛି କେଉଁ ଖୁସି ଖବର

ନମସ୍କାର ବନ୍ଧୁଗଣ , ଆପଣମାନଙ୍କ ସମମ୍ନାରେ ଦେଖାଯାଉଥିବା ତିନୋଟି ନମ୍ବର ଏହି ତିନିଟା ହିଁ ଆଞ୍ଜେଲ ନମ୍ବର ଅଟେ । ଏହି ତିନୋଟି ନମ୍ବର ହି ବହୁତ ଶକ୍ତିଶାଳୀ ନମ୍ବର ଅଟେ । ଯେ କୋଣସି ନମ୍ବର କୁ ଆପଣ ବାରମ୍ବାର ଦେଖୁଛନ୍ତି ସେହି ନମ୍ବର କୁ ବାଛି ନିଅନ୍ତୁ । ଏହାକୁ ଆମେ କ , ଖ , ଗ  ନାମରେ ନାମକିତ କରିବା । ଏବେ ଆପଣ ଏଥି ମଧ୍ୟରୁ ଯଦି କ, ଟା ପସନ୍ଦ ଆସୁଛି ତେବେ ତାହାକୁ ନେଇପାରିବେ ।

ଯଦି ଖ ଟା ପସନ୍ଦ ହୁଏ ତେବେ ତାହାକୁ ନେଇପାରିବେ ବା ଗ ,ଟା ପସନ୍ଦ ଆସିଥାଏ ତେବେ ତାହାକୁ ନେଇପାରିବେ ।  ଦେଖିବେ ଏଥିରେ ଆପଣଙ୍କୁ ଆଜି କଣ ଶୁଭବାର୍ତ୍ତା ମିଳିବ । ଆଜି ଆପଣଙ୍କ ଜୀବନରେ ଭଲ ବିଷୟ ଘଟିବାକୁ ଯାଉଛି । ଭଲ ବିଷୟ ସହିତ ଉପଦେଶ ମଧ୍ୟ ପାଇଥାଉ । ଏହା ଏକ ପ୍ରକାର ସାଧାରଣ ପାଠ୍ୟକର୍ମ ମଧ୍ୟ ହୋଇଥାଏ । କେତେକ ବ୍ୟକ୍ତି ଏହାକୁ ବିଶ୍ଵାସ କରନ୍ତି ନାହିଁ ବ୍ୟକ୍ତି ଏହାକୁ ଏକ ମନୋରଞ୍ଜନ ଭଳି ମଧ୍ୟ ନେଇପାରିବେ ।

ଆସନ୍ତୁ ଜାଣିବା ଏବେ ଆପଣମାନେ ବାଛି ଥିବା ଆଞ୍ଜେଲ ନମ୍ବର ରେ ଆପଣଙ୍କ ପାଇଁ କେଉଁ ପ୍ରକାର ଶୁଭବାର୍ତ୍ତା ରହିଛି । ଯଦି ଆପଣ ନମ୍ବର କ ବାଛିଛନ୍ତି , ତେବେ ଆସନ୍ତୁ ଜାଣିବ ଏଥିରେ କ’ଣ ଅଛି । ଆପଣ ବାଛି ଥିବା 444 ନମ୍ବର ର ବହୁତ ଭଲ ବାର୍ତ୍ତା ତ ନୁହେଁ । କିନ୍ତୁ ଆପଣଙ୍କ ପାଖକୁ ଏମିତି କିଛି ବାର୍ତ୍ତା ଆସିବ ଯାହାକୁ ଶୁଣିକି ଆପଣ ଟିକେ ଭୟଭୀତ ହେବେ ଆପଣ ଏମିତି କିଛି କାମ ରହିଛି ଯାହାକୁ ଆପଣ ବହୁତ ସିଦ୍ଧତାରେ କରୁଥିଲ  ।

ଆପଣ ଇଛା କରୁଥିଲ କି ଏଥିରେ ସଫଳତା ଆସୁ ତେବେ ଏହି ବିଷୟକୁ ନେଇ ଆଗରୁ ଅଧିକ ସର୍ତକ ହେଇଯିବେ । ଏମିତି କିଛି ବ୍ୟକ୍ତି ଥିବେ ଯେଉଁ ମାନେ ଚାହୁନଥିବେ କି ଆପଣଙ୍କ କାମ ସଫଳତା ସହକାରେବ ସଂପୂର୍ଣ୍ଣ ହେଉ ବୋଲି । ତେଣୁ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । ଆପଣଙ୍କୁ ଲାଗୁଥିବ କାମ ଠିକ୍ ଭାବରେ ହେଉଛି କିନ୍ତୁ ସେହି କାମ କୁ ନେଇ ଏମିତି କିଛି ବାର୍ତ୍ତା ଆସିପାରେ ଯାହା ଆପଣଙ୍କୁ ଚିନ୍ତାରେ ପକେଇ ପାରେ ।

ଏହା ପ୍ରତି ଧ୍ୟାନ ଦେବେ । ଯଦି ଆପଣ  777 ଖ ନମ୍ବର ବାଛି ଥିବେ ସେମାନଙ୍କ ପାଇଁ ଏକ ଶୁଭବାର୍ତ୍ତା । ଯେଉଁମାନେ ପିଲାଙ୍କ ଅପେକ୍ଷା କରୁଛନ୍ତି ସେମାନଙ୍କ ଘରେ ଏକ ଛୁଆର ଆଗମନ ବହୁତ ଜଳଦି ହେବାକୁ ଯାଉଛି । ଜାନୁୟାରୀ , ଅଗଷ୍ଟ ମାସ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ , ନଅ ତାରିଖ ଓ ଏକ ତାରିଖ ଆଉ ଦଶ ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ଆପଣ ଛୁଆ କୁ ଗୋଦ ନେବାକୁ ଚାହୁଛନ୍ତି , ତେବେ ଏହି କାମ ମଧ୍ୟ ବହୁତ ଶୀଗ୍ର ହୋଇଯିବ ।

ଯଦି ଆପଣ 999 ଗ ନମ୍ବର ବାଛି ଛନ୍ତି , ତେବେ ଆପଣଙ୍କୁ ଆପଣଙ୍କ ଚିନ୍ତାରୁ ଅଧିକ ଆୟ ଚାକିରୀ ମିଳିବ । ଏହା ତ ଆପଣଙ୍କ ପାଇଁ ବହୁତ ଶୁଭବାର୍ତ୍ତା ଅଟେ । ଆମ ପୋଷ୍ଟ ଭଲ ଲାଗିଲେ ଲାଇକ କରନ୍ତୁ ଓ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ । ଆପଣଙ୍କ ମତକୁ ଆମମାନଙ୍କୁ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *