Vastu Tips- ବାସୀ ରୁଟି ଖୋଲିଦେବ ଭାଗ୍ଯର ତାଲା, ଯଦି ଆପଣ ବି ବାସୀ ରୁଟି ଖାଉଛନ୍ତି ତ ଏହାକୁ ନିଶ୍ଚୟ ଦ୍କେହନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆର ସମସ୍ତ ମନୁଷ୍ୟଙ୍କ ଜୀବନରେ ଟଙ୍କାର ମହତ୍ଵ ବହୁତ ହିଁ ଅଧିକ ହୋଇଥାଏ । କଥାରେ ଅଛି ଯେଉଁ ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ଥାଏ । ସେହି ବ୍ୟକ୍ତିର ଜୀବନରେ ଅର୍ଥର ଅଭାବ ଅନାଟନ କେବେ ମଧ୍ୟ ଆସିନଥାଏ । ସବୁ ବ୍ୟକ୍ତି ନିଜର ଚଳଣି ପାଇଁ ରୋଜଗାର କରି ଟଙ୍କା ଅର୍ଜନ କରିଥାନ୍ତି । ରୋଜଗାର କରିବା ସହିତ ବ୍ୟକ୍ତି ଯଦି ଏହିପରି କିଛି ଉପାୟମାନ କରିଥାଏ ।

ତେବେ ସେହି ବ୍ୟକ୍ତି ଉପରେ ସର୍ବଦା ମା’ ଅର୍ଣ୍ଣପୂର୍ଣ୍ଣାଙ୍କର କୃପାଦୃଷ୍ଟି ରହିଥାଏ । ଗରିବ ପରିବାରରେ କେବଳ ଅର୍ଥ ଅଭାବ ହୋଇଥାଏ ତାହା ନୁହେଁ ବଂର ଏପରି ମଧ୍ୟ କିଛି ଘର ଅଛି । ଯେଉଁ ଘର ଧନୀ ହୋଇଥିଲେ ସୁଦ୍ଧା ସେହି ଘରେ ଟଙ୍କା ଯେତେ ରୋଜଗାରରୁ ଆସୁଥିବ । ତାହା କୌଣସି ନା କୌଣସି ଅଯଥାରେ ଖର୍ଚ ହୋଇଯାଉଥିବ ।

ଘର ପରିବାରରେ ଯେତେ ମଧ୍ୟ ଆର୍ଥିକ ସମସ୍ଯା ରହିଥାଉ । ଏହି ଉପାୟକୁ ନିହାତି କରିବା ଉଚିତ । ଉପାୟଟି ହେଉଛି ଘରେ ବ୍ୟବହାର କରୁଥିବା ଅଟା ଶନିବାର ଦିନ ପେଷିବା ଉଚିତ । ଏହା ସହିତ ଅଟା ପେଷିବା ପୂର୍ବରୁ ସେଥିରେ କେତୋଟି ଜିନିଷର ମିଶ୍ରଣ କରିବା ଉଚିତ । ସେହି ସବୁ ଜିନିଷ ଗୁଡିକ ହେଉଛି ୧୦୦ ଗ୍ରାମର କଳା ଚଣା, ୫୦ ଟି ତୁଳସୀ ପତ୍ର, ୨ ଦାନା କେଶର ଗହମରେ ମିଶାଇ ଶନିବାର ଦିନ ପେଷିବା ଉଚିତ ।

ଏହି ଅଟାକୁ ଘରର ପ୍ରତ୍ଯେକ ଲୋକ ରୁଟି ପ୍ରସ୍ତୁତ କରି ଖାଇବା ଉଚିତ । ଏପରି କରିବା ଦ୍ଵାରା ଘରେ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଘରେ ଟଙ୍କା ଆସିବାର ନୂତନ ସ୍ରୋତ ଖୋଲିଥାଏ । ଘର ପରିବାରରେ ଦେଖାଯାଉଥିବା କଳହ ଦୂର ହୋଇ ଘରେ ଶାନ୍ତିର ବାତାବରଣ ଆସିଥାଏ । ଯଦି ଘର ପରିବାରରେ କୌଣସି ସଦସ୍ୟଙ୍କର ବିବାହ ବୟସ ହୋଇଯିବା ସତ୍ବେ ମଧ୍ୟ ବିବାହ ହୋଇପାରୁନାହିଁ ।

ଏହା ଛଡା ଚାକିରି ମିଳିବାରେ ବିଳମ୍ବ ହେଉଛି । ତେବେ ଅଟାରେ କିଛି ହଳଦୀ ମିଶାଇ ସେଥିରେ ରୁଟି ପ୍ରସ୍ତୁତ କରି ଗୁରୁବାର ଦିନ ଗାଈକୁ ଖାଇବାକୁ ଦେବା ଉଚିତ । ଏପରି କରିବା ଦ୍ଵାରା ଘରର ଗୁରୁ ଗ୍ରହ ଘର ଉପରେ ପ୍ରସନ୍ନ ରହିବେ । ଏପରି କରିବା ଦ୍ଵାରା ଘରେ ରହୁଥିବା ସମସ୍ଯାର ସମାଧାନ ହୋଇଥାଏ ।

ଘରେ ଯଦି ଶନିକୋପର ଶିକାର ହୋଇ ବିଭିନ୍ନ ପ୍ରକାର ସମସ୍ଯାର ସାମ୍ନା ହେବା ପାଇଁ ପଡୁଥାଏ । ତେବେ ଶନିବାର ଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେବା ଉଚିତ । ଏହା ସହିତ ଋଣ କରିଥିବା ଲୋକ ମଧ୍ୟ ଋଣ ମୁକ୍ତ ହୋଇଥାଏ । ରାତିରେ ପ୍ରସ୍ତୁତ କରିଥିବା ରୁଟି ସକାଳେ ଯଦି ସେହି ବାସି ରୁଟିକୁ ଖାଇଥାନ୍ତି ।

ତେବେ ବ୍ଲଡ୍ ପ୍ରେସର, ଡାଇବେଟିସ ଓ ଗ୍ଯାସ ଏହି ସବୁ ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜୁକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *