ବାରମ୍ବାର ମୁଣ୍ଡ ବିନ୍ଧିଲେ କଣ କରିବେ ? ପଢନ୍ତୁ ଆଜିର ଅନୁଚିନ୍ତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ କୌଣସି ନା କୌଣସି ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ୟା ଦେଖା ଯାଇଥାଏ ଏବଂ ଏହାଦ୍ବାରା ଅନେକ କଷ୍ଟ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଶାରୀରିକ କଷ୍ଟ ରୁ ମୁକ୍ତି ପାଇବେ । ଏହା ସହିତ ଏହି ଘରୋଇ ଉପଚାର ରେ ଆପଣଙ୍କୁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କ ପାଟି ରୁ ବହୁତ ଦୁର୍ଗନ୍ଧ ବାହାରିଥାଏ । ଏଭଳି ବ୍ୟକ୍ତି ମାନଙ୍କ ସହିତ ଅନ୍ୟ ମାନେ କଥା ହେବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ । ତେବେ ଏଥିପାଇଁ ଆପଣଙ୍କୁ କିଛି ବିଶେଷ କରିବାକୁ ପଡ଼ିବ ।

ଦିନକୁ ୨ଥର ଗୋଲାପ ଜଳରେ ଲେମ୍ବୁରସ ମିଶାଇ କୁଳି କରିବା ଦ୍ୱାରା ଏହି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାଏ । ଏପରି ୧୫ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଏହି ସମସ୍ୟା ରୁ ମୁକ୍ତି ମିଳିଥାଏ ।

୨. କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ଗ୍ୟାଷ୍ଟିକ ସମସ୍ୟା ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସମୟରେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟା ଦେଖା ଯାଇଥାଏ ଏବଂ ନିୟମିତ ଭାବରେ ଖାଦ୍ୟପେୟ ନକରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ର ଶିକାର ହେବାକୁ ପଡ଼ିଥାଏ । ପ୍ରାୟତଃ ବ୍ୟକ୍ତି ଅଛନ୍ତି ଗ୍ୟାଷ୍ଟିକ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବହୁତ ମେଡ଼ିସିନ ଖାଇଥାନ୍ତି ଏବଂ ତାଙ୍କର ବହୁତ ଖର୍ଚ୍ଚ ମଧ୍ୟ ହୋଇଥାଏ ।

କିନ୍ତୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ । ତେବେ ଆମେ ଆପଣଙ୍କୁ ଯେଉଁ ଉପଚାର ସମ୍ବନ୍ଧରେ କହିବୁ ତାହା ଦ୍ଵାରା ଆପଣଙ୍କ ଗ୍ୟାଷ୍ଟିକ ସମସ୍ୟା ପ୍ରାକୃତିକ ଉପାୟରେ ଦୁର ହୋଇଯିବ । ବନ୍ଧୁଗଣ ସକାଳେ ଓ ସନ୍ଧ୍ୟାରେ ଖାଇବା ପୂର୍ବ ରୁ ଏକ ଖଣ୍ଡ ଅଦା ନିଅନ୍ତୁ ଏବଂ ସେଥିରେ ଅଳ୍ପ କଳା ଲୁଣ ମିଶାଇ ତା’ର ସେବନ କରନ୍ତୁ । ଏପରି ଏକ ମାସ ପର୍ଯ୍ୟନ୍ତ କରନ୍ତୁ । ଆପଣ ସ୍ୱୟଂ ଦେଖିବେ ଯେ ଆପଣଙ୍କ ଗ୍ୟାଷ୍ଟିକ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୁର ହୋଇଯିବ । ୩. ବନ୍ଧୁଗଣ ବହୁତ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ସବୁବେଳେ କ୍ଷୀର ପିଇବାର ଅଭ୍ୟାସ ରହିଛି । ତେବେ ଆପଣ ଧ୍ୟାନ ରଖନ୍ତୁ ଯେ, ଶନିବାର ଦିନ କ୍ଷୀର ପିଅନ୍ତୁ ନାହିଁ ।

ଏହା ସ୍ୱାସ୍ଥ୍ୟ ପ୍ରତି ଉଚିତ ହୋଇ ନଥାଏ । ଗୁରୁବାର ଦିନ କେବେବି ନିମ୍ବପତ୍ର ଖାଆନ୍ତୁ ନାହିଁ । ଏହା ସହିତ ରବିବାର ଦିନ ଗୁଡ଼ ଖାଆନ୍ତୁ ନାହିଁ । ମଙ୍ଗଳବାର ଦିନ ମୂଳା ଖାଇବା ଉଚିତ ନୁହେଁ ଏବଂ ବୁଧବାର ଦିନ ଆଖୁ ଖାଇବା ଉଚିତ ନୁହେଁ । ବନ୍ଧୁଗଣ ଯଦି ଆପଣ ଏହି ସବୁ ଉପାୟ ର ଅବଲମ୍ବନ କରିବେ ତେବେ ଆପଣଙ୍କ ଶରୀରରେ କୌଣସି ପ୍ରକାର ସମସ୍ୟା ଦେଖା ଯିବ ନାହିଁ ଏବଂ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *