ବାରମ୍ବାର ହେଉଥିବା କାଶ ଆପଣଙ୍କୁ କରୁଛି କି ଚିନ୍ତିତ ! ମାତ୍ର 1 ମିନିଟରେ କାଶ ହେବାରୁ ପାଆନ୍ତୁ ସଂପୂର୍ଣ୍ଣ ମୁକ୍ତି ! Dr Salim Zaidi

ନମସ୍କାର ବନ୍ଧୁଗଣ, କିଛି ଲୋକଙ୍କୁ କାଶ ହେବାର ସମସ୍ୟା ରହିଥାଏ । କିଛି ଲୋକଙ୍କର ଶୁଖିଲା କାଶ ହୋଇଥାଏ ତ ଆଉ କିଛି ଲୋକଙ୍କର କଫ କାଶ ହୋଇଥାଏ । କାଶ ହେବା ସାଧାରଣ କଥା ନୁହେଁ କାରଣ ବହୁତ ଦିନ ଧରି ଲଗାତାର କାଶ ହେବା ମଧ୍ୟ ହୋଇପାରେ ବଡ ରୋଗର କାରଣ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ଲଗାତାର ହେଉଥିବା କାଶକୁ ଏକ ମିନିଟରେ ବନ୍ଦ କରିପାରିବେ ସେହି ଉପାୟ ସମ୍ପର୍କରେ । ତେବେ ଡେରି ନକରି ଆସନ୍ତୁ ଜାଣିବା ।

ଆପଣଙ୍କୁ ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମ ଆବଶ୍ୟକ ଗୋଲମରୀଚ । ଏହାର କାମ ହୋଇଥାଏ ଆପଣଙ୍କ ଶ୍ଵାସ ନଳୀରେ ଯେଉଁ କଫ ଜମିଥାଏ ତାହାକୁ ପତଳା କରି ଏହା ବାହାରକୁ ବାହାର କରିବାର କାମ କରିଥାଏ । ଦିତୀୟରେ ଏଥିରେ କଳାଲୁଣ ଆବଶ୍ୟକ । ତୃତୀୟରେ ଆପଣଙ୍କୁ ଆବଶ୍ୟକ ଜୀରା । ଚତୁର୍ଥରେ ଆପଣଙ୍କୁ ଦରକାର ସବୁଜ ଗୁଜୁରାତି । ଏବଂ ପଞ୍ଚମରେ ଆପଣଙ୍କୁ ଅଦା ଦରକାର ॥

ଆପଣଙ୍କୁ ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ଦରକାର ଅଧ ଚାମଚର ଅଧା ଗୋଲମରୀଚ ଗୁଣ୍ଡ । ଗୋଲମରୀଚ ଗୁଣ୍ଡ ଯେତିକି ନେଇଛନ୍ତି ସେତିକି ନିଅନ୍ତୁ କଳାଲୁଣ । ଏକ ଚାମଚ ନିଅନ୍ତୁ ଜୀରା । ଚାରି ଚାମଚ ଘଷା ହୋଇଥିବା ଅଦା ନିଅନ୍ତୁ । ଏବଂ ଆପଣ 4 ରୁ 5 ଟି ନିଅନ୍ତୁ ଛୋଟ ଗୁଜୁରାତି । ଗୁଜୁରାତିର ମଞ୍ଜି ଦରକାର ଏହାର ଚୋପା ଏଥିରେ ବ୍ୟବହାର କରାଯିବନି ।

ଏହି ସମସ୍ତ ପାଞ୍ଚୋଟି ଜିନିଷକୁ ଆପଣ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ପାଞ୍ଚ ଚାମଚ ଗୁଡକୁ ନେଇ ଏକ ନନଷ୍ଟିକ କଡାଇରେ ଅଳ୍ପ ପାଣି ଦେଇ ଧୀର ଆଞ୍ଚରେ ଗୁଡକୁ ତରଳି ବାକୁ ଦିଅନ୍ତୁ । ଏହି ତରଳି ଯାଇଥିବା ଗୁଡରେ ଆପଣ ପାଞ୍ଚୋଟି ଯାକ ସାମଗ୍ରୀକୁ ମିଶାଇ ରଖିଥିବା ମିଶ୍ରଣକୁ ପକାନ୍ତୁ ।

ଏହିସବୁକୁ ପକାଇ ସାରିବା ପରେ ଆପଣ ଧୀର ଅଞ୍ଚରେ ଗୁଡ ସହ ଏହିସବୁ ଜିନିଷକୁ ଫୁଟିବା ପାଇଁ ଦିଅନ୍ତୁ । ଏବଂ ଜେଭଳି ନ ଜଳି ଯାଏ ଏହାର ଧ୍ୟାନ ରଖିବା ଜରୁରୀ । ଏହାପରେ ଆପଣ ଏହାକୁ ବାହାର କରି ଏକ କାଚ ଜାର ଭିତରେ ଭର୍ତ୍ତି କରି ରଖିଦିଅନ୍ତୁ । ଆପଣଙ୍କୁ ଏହି ମିଶ୍ରଣକୁ ଅଧା ଚାମଚ ସକାଳେ ଏବଂ ଅଧା ଚାମଚ ଶୋଇବା ସମୟରେ ଖାଇବା ଉଚିତ । ଆପଣ ଏହାକୁ ଗରମ ପାଣିର ମିଶାଇ ପିଅନ୍ତୁ ।

ଏହାକୁ ପିଇସାରିବା ପାରେ କୌଣୟ ଥଣ୍ଡା କିମ୍ବା ଖଟା ଜିନିଷ ଖାଇବା ଅନୁଚିତ । ଏହା ସହିତ ଧୂମ୍ରପାନ ଇତ୍ୟାଦି ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଆପଣ ଏହାର ସେବନ କରିବା ଫଳରେ ଆପଣଙ୍କ କାଶ ୧୦ ମିନିଟରେ ଭଲ ହୋଇଯିବ । ଯଦି ଆପଣଙ୍କୁ ପ୍ରାୟ କାଶ ହେଉଛି ତେବେ ଆପଣ ଏହାକୁ ୩ ରୁ ୭ ଦିନ ଧରି ବ୍ୟବହାର କରନ୍ତୁ । ତାହା ଭଲ ହୋଇଯିବ ସମ୍ପୂର୍ଣ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *