Jyotish Shastra- ବହୁତ ହିଁ ଖତରନାକ ହେଇଥାନ୍ତି ଏହି 4 ଟି ନାମର ଝିଅ

ଝିଅମାନଙ୍କ ସ୍ଵଭାବ ଦୁନିଆର କେଉଁ ରହସ୍ୟ ଠାରୁ କିଛି କମ୍ ନୁହେଁ। ଝିଅମାନେ ବାହାରୁ ଯେତିକି ସରଳ, ସୁନ୍ଦର ଓ କୋମଳ ଦେଖା ଯାଆନ୍ତି ଭିତରୁ ସେତିକି ଭୟଙ୍କର ମଧ୍ୟ ହୋଇଥାନ୍ତି। ଅନେକ ଝିଅଙ୍କ ରାଗ ସେମାନଙ୍କ ନାକ ଅଗରେ ଥାଏ ଓ କ୍ରୋଧରେ ସେମାନେ ଚଣ୍ଡି ରୂପ ଧାରଣ କରିଥାନ୍ତି।

ଆଜି ଆମେ ଏହିପରି ୪ଟି ନାମର ଝିଅମାନଙ୍କ ବିଷୟରେ ଜାଣିବା ଯେଉଁ ମାନଙ୍କ କ୍ରୋଧ ଖୁବ୍ ଭୟଙ୍କର ହୋଇଥାଏ ଓ ଏପରି ଝିଅଙ୍କ ଠାରୁ ବଞ୍ଚି ରହିବା ହିଁ ଆପଣଙ୍କ ପାଇଁ ଭଲ ଅଟେ । ୧- L ନାମର ଝିଅମାନେ- ଏହି ନାମର ଝିଅମାନେ ପ୍ରାୟତଃ ସୁନ୍ଦର ହୋଇଥାନ୍ତି ଓ ସେମାନଙ୍କ ବୁଦ୍ଧି ଖୁବ୍ ଅଧିକ ହୋଇଥାଏ। ଏମାନେ କୌଣସି କାର୍ଯ୍ୟକୁ ଆଧରୁ ଅସମ୍ପୂର୍ଣ୍ଣ ଭାବେ ଛାଡ଼ି ଦିଅନ୍ତି ନାହିଁ।କାର୍ଯ୍ୟ ଶେଷ କରିବା ପାରେ ଯାଇ ଏମାନେ ଶାନ୍ତ ହୋଇ ବସନ୍ତି। ଏହି ନାମର ଝିଅମାନଙ୍କ ପ୍ରତି ଲୋକ ବହୁତ ଶୀଘ୍ର ଆକର୍ଷିତ ହୁଅନ୍ତି।

କାରଣ ଏମାନଙ୍କ ସ୍ଵଭାବ ଦୟାଶୀଳ ଓ ସମାଜର ଉତ୍ତମ ପାଇଁ ହୋଇଥାଏ। ମାତ୍ର ଏମାନଙ୍କ କ୍ରୋଧ ଖୁବ୍ ଭୟଙ୍କର ହୋଇଥାଏ। ଏମାନଙ୍କ କ୍ରୋଧକୁ କେହି ମଧ୍ୟ ସାମନା କରିପାରନ୍ତି ନାହିଁ। ସେଥିପାଇଁ ଏହି ନାମର ଝିଅଙ୍କ କ୍ରୋଧିତ ନ କରିବା ଆପଣଙ୍କ ପାଇଁ ଉତ୍ତମ ହେବ।

୨- K ନାମର ଝିଅମାନେ

ଏହି ନାମର ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦରୀ ହୋଇଥାନ୍ତି। ଏମାନଙ୍କୁ ଦେଖିବା ଲୋକ ଚାହିଁ କରି ରହିଯାଏ। ଏହି ଝିଅ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ। ମାତ୍ର ଏମାନଙ୍କ ମଧ୍ୟରେ କେବଳ ଗୋଟିଏ ଦୁର୍ବଳତା ରହିଥାଏ, ତାହା ହେଉଛି କ୍ରୋଧ।ଏମାନଙ୍କ କ୍ରୋଧ ଏତେ ଭୟଙ୍କର ହୋଇଥାଏ ଯେ, ଏମାନେ କ୍ରୋଧରେ କିଛି ମଧ୍ୟ କରି ପକାନ୍ତି। କ୍ରୋଧ ମାମଲାରେ ଏହି ନାମର ଝିଅମାନେ ପ୍ରଥମ ହୋଇଥାନ୍ତି।

୩- P ନାମର ଝିଅମାନେ

ଏହି ନାମର ଝିଅମାନେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି ଓ ନିଜ ପରିବାରକୁ ଖୁବ୍ ଅଧିକ ପ୍ରେମ କରନ୍ତି। ଯେକୌଣସି ପୁଅ ଏମାନଙ୍କୁ ଥରେ ଦେଖିଲେ ତାଙ୍କର ଦିୱାନା ହୋଇଯାଆନ୍ତି। ଏମାନେ ନିଜ ପରିବାରକୁ ସବୁଠୁ ପ୍ରଥମ ସ୍ଥାନ ଦେଇଥାନ୍ତି। ଏମାନଙ୍କର କେବଳ ଗୋଟିଏ ମାତ୍ର ଖରାପ ଗୁଣ ରହିଛି, ତାହା ହେଉଛି ଏମାନେ ନିଜ କ୍ରୋଧକୁ କାବୁରେ ରଖି ପାରନ୍ତି ନାହିଁ। ଏହି କାରଣରୁ ସେ ପରିବାର ଲୋକଙ୍କୁ ଦୁଃଖିତ କରି ଦେଇଥାନ୍ତି।

୪- S ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ପରିଶ୍ରମୀ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଦିନ ରାତି ପରିଶ୍ରମ କରନ୍ତି ଓ ନିଜ ଲକ୍ଷ୍ୟକୁ ହାସଲ କରି ହିଁ ଦମ୍ ନିଅନ୍ତି। ଏମାନଙ୍କୁ ସମସ୍ୟାର ସାମନା କରି ତାକୁ ସମାଧାନ କରିବାକୁ ବହୁତ ଭଲ ଲାଗି ଥାଏ। ମାତ୍ର ଏମାନଙ୍କ ମଧ୍ୟରେ ଏକ ଦୁର୍ବଳତା ହେଉଛି ଏମାନେ ଖୁବ୍ ଅଧିକ କ୍ରୋଧ କରନ୍ତି ଓ ତାକୁ କାବୁ ରେ ରଖି ପାରନ୍ତି ନାହିଁ। ସେଥିପାଇଁ ଏହି ଝିଅଙ୍କ କ୍ରୋଧରୁ ବଞ୍ଚି ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ହେବ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *