ବାଡିରୁ ଏହି ପତ୍ର ଆଣି ଲଗାନ୍ତୁ, ଗୋଟି ଗୋଟି ସବୁ ପାଚିଲା ଚୁଟି କଳା ହୋଇଯିବ… 

ନମସ୍କାର ବନ୍ଧୁଗଣ ,  ଆଜି କାଲି ବ୍ୟସ୍ତ ଦୁନିଆରେ ଚୁଟି ଜନିତ ସମସ୍ୟା ଦେଖାଯାଉଛି । ଚୁଟି ଧଳା ହୋଇଯିବା ସାମାନ୍ୟ ବିଷୟବସ୍ତୁ ଅଟେ , କିନ୍ତୁ ଯଦି ଅଳ୍ପ ବୟସ ବା ସମୟ ପୂର୍ବରୂ ଚୁଟି ପାଚି ଯାଇଥାଏ । ଏହା ଏକ ବଡ ସମସ୍ୟା ହୋଇଥାଏ ଏହି କାରଣରୁ ଆମ କୁ ବାହାର କୁ ଯିବା କଷ୍ଟକର ହୋଇଯାଇଥାଏ । ଆଜି ଏହି ଉପାୟ କୁ କରିବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ ।

ମୁଁ ଆପଣଙ୍କୁ ଚୁଟି ପାଚିଯିବାକୁ ରୋକିବାର ତିନୋଟି ଉପାୟ କହିବି । ଆପଣ ଯେକୋଣସି ଉପାୟ କୁ କରିପାରିବେ । ବିଶେଷ ଜିନିଷ ହେଉଛି ଡାଳିମ୍ବ ପତ୍ର ଏଥିରେ ଆଣ୍ଟି ଅକସାଇଟ ରହିଛି ଯାହା ଚୁଟି କୁ କଳା କରିବାରେ ସାହାଯ୍ୟ କରିଥାଏ  । ପ୍ରଥମ ଉପାୟ ପାଇଁ ଆମ କୁ ଆବଶ୍ୟକ ହୋଇଥାଏ କିଛି ଡାଳିମ୍ବ ପତ୍ର ଏହାକୁ ଆଣି ଭଲଭାବରେ ଧୋଇନେବେ ଏବେ ଏହକୁ ଗ୍ରାଇଣ୍ଡର ସାହାଯ୍ୟ ରେ ଏହାକୁ ଗ୍ରାଇଣ୍ଡିଗ କରି କପଡାରେ ଛାଣି ଏହାର ରସ କୁ ବାହାର କରିନେବେ ।

ଏବେ ଏଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଦୁଇ ଚାମୁଚ ନଡିଆ ତେଲ ପକେଇ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ । ଏବେ ଏହାକୁ ତୁଳା କିମ୍ବା ହାତ ସାହାଯ୍ୟ ରେ ଚୁଟିର ମୂଳରେ ଲଗାନ୍ତୁ । ଏହା ଯେପରି ସମସ୍ତ ଭାଗକୁ ଯିବା ଉଚିତ୍ । ଏହାକୁ ଲଗେଇ ସାରିବା ପରେ ଚୁଟି କୁ ମାସଜ କରିନେବେ ଏବଂ ଏହାକୁ ଘଣ୍ଟାଏ ପାଇଁ ରଖିବେ । ପରେ ଏହାକୁ ପାଣିରେ ଧୋଇ ସାମ୍ଫୁ କରିନେବେ ।

ଦ୍ଵିତୀୟ   – ଏହି ଉପାୟ କୁ କରିବା ପାଇଁ ଆପଣଙ୍କୁ ଏକ ଲୁହା କଡେଇ ନେବେ ଏଥିରେ ଡାଳିମ୍ବ ପତ୍ର , ଆମ୍ଳା ଏବଂ କଫି ପକେଇ ଦୁଇ ଘଣ୍ଟା ପାଇଁ ଲୁହ କଡେଇ ରେ ଛାଡି ଦେବେ ତା ପରେ ଏହାକୁ ଗ୍ୟାସ ଉପରେ ରଖି ସାତ ରୁ ଆଠ ମିନିଟ୍ ପାଇଁ ଫୁଟାଇବେ । ଦେଖିବେ ଏହାର ରଙ୍ଗ ପରିବର୍ତ୍ତନ ହୋଇଯାଇଥାଏ ଯେ ଯାଏ ଦୁଇ ଗ୍ଳାସ ପାଣି ଏକ ଗ୍ଳାସ ନ ହୁଏ ସେ ପଯ୍ୟନ୍ତ ଫୁଟାଇବେ ।

ପରେ ଏହାକୁ କନା ସାହାଯ୍ୟ ରେ ଛାଣି ଦେଖିବେ ଏହା କଳା ରଙ୍ଗ ହୋଇଯାଇଥାଏ । ଏହା ଚୁଟି କୁ କଳା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ଆପଣମାନେ ସଂଗ୍ରହ କରି ରଖି ସବୁ ଦିନ ଚୁଟି ରେ ସ୍ପ୍ରେ କରିପାରିବେ । ଏହାକୁ ଭଲ ସରେ ସବୁ ଆଡେ ଲଗେଇବା ପରେ ସେହି ଦିନ ଖାଲି ପାଣିରେ ଧୋଇନେବେ ଏବଂ ତା ପର ଦିନ ଚୁଟି ସଫା କରିନେବେ ଏହା ଆପଣଙ୍କ ଚୁଟି କୁ କଳା କରିଥାଏ ।

ତୃତୀୟ –  ପ୍ରଥମେ ଲୁହା କଡେଇ ନେଇ ଆମେ ଯେଉଁ ଦ୍ଵିତୀୟରେ ଯେଉଁ କଳା ରଙ୍ଗ ପାଣି କରିଥିଲୁ ତାହାକୁ ଏଥିରେ ପକେଇ ଏବେ ଏଥିରେ ମେହେନ୍ଦି ପାଉଡର ପକେଇ ଗୋଟେ ରାତି ଛାଡି ଦେବେ ସକାଳେ ଏହାକୁ ଲଗାଇବେ । ଏହି ତିନୋଟି ମଧ୍ୟ ଆପଣଙ୍କୁ ଯେଉଁଠା ସହଜ ଲାଗିଥାଏ ତାହାକୁ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *