ବଢିଥିବା କୋଲେଷ୍ଟ୍ରୋଲକୁ କମାଇବା ପାଇଁ ଖାଆନ୍ତୁ ଏହି ଜିନିଷ, 100 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ Blockage, ସୁସ୍ଥ ରହିବ Heart

ନମସ୍କାର ବନ୍ଧୁଗଣ, କୋଲେଷ୍ଟ୍ରର ମାତ୍ର ଆମ ଶରୀରରେ ଅଧିକ ହେବା ଦ୍ଵାରା ଏହା ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଯାହାଫକରେ ହାର୍ଟ ରୋଗ ଦେଖିବା ପାଇଁ ମିଳିଥାଏ । ତେଣୁ ହାର୍ଟ ରୋଗରୁ ମୁକ୍ତି ପାଇବା ପାଇଁ ସର୍ବ ପ୍ରଥମେ କୋଲେଷ୍ଟ୍ରଲକୁ କିଭଳି ନିୟନ୍ତ୍ରଣ କରଯାଇପାରିବା ତାହା ସମ୍ପର୍କରେ ଜାଣିବା ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କୋଲେଷ୍ଟ୍ରଲ କମାଇବା ପାଇଁ ଆପଣଙ୍କୁ କେଉଁ ଜିନିଷ ଖାଇବା ଉଚିତ ଯାହାଫଳରେ ଆପଣଙ୍କ ଠାରେ ଏହି ସମସ୍ୟା ଦେଖା ଦେବ ନାହିଁ ।

କୋଲେଷ୍ଟ୍ରଲ ଦୁଇ ପ୍ରକାରର ହୋଇଥାଏ ଗୋଟିଏ ହେଉଛି LDL ଆଉ ଅନ୍ୟଟି ହେଉଛି HDL । ଖରାପ କୋଲେଷ୍ଟ୍ରଲ ହୋଇଥାଏ  LDL ଆଉ ଭଲ କୋଲେଷ୍ଟ୍ରଲ ହୋଇଥାଏ HDL । ତେବେ ଆପଣ ମାନେ ନିଜ କୋଲେଷ୍ଟ୍ରକୁ କମାଇବା ପାଇଁ ଖାଉଥିବା ମେଡ଼ିସିନ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲକୁ କମାଇ ଦେଇଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିଲକୁଲ ମଧ୍ୟ ଭଲ ହୋଇନଥାଏ ।

ଆପଣ କେବଳ ଆପଣଙ୍କ LDLର ମାତ୍ରା କମାଇବା ପାଇଁ ରସୁଣର ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଖରାପ କୋଲେଷ୍ଟ୍ରଲକୁ ଘଟାଇଥାଏ ଏବଂ ଭଲ କୋଲେଷ୍ଟ୍ରଲ ଉପରେ କୌଣସି ଖରାପ ପ୍ରଭାବ ପକାଇନଥାଏ ନା ବଢାଇ ଥାଏ ନା କମାଇଥାଏ । ରସୁଣ ଆପଣଙ୍କ ବ୍ଲଡକୁ ପତଳା କରିଥାଏ ଏବଂ ଆପଣଙ୍କ ବ୍ଲଡ ପ୍ରେସରକୁ କମ ରଖିଥାଏ । ଏହାଦ୍ବାରା ଆପଣଙ୍କ ହାର୍ଟ ଆଟାକ ହେବାର ଯେଉଁ ଆଶଙ୍କା ଥାଏ ତାହା କମ ହୋଇଯାଇଥାଏ ।

ଆପଣଙ୍କୁ ରସୁଣର ଦୁଇଟି ପାଖୁଡା ପ୍ରତିଦିନ ସକାଳୁ ଖାଲି ପେଟରେ ଖାଇବା ଆବଶ୍ୟକ । ଆପଣ ରସୁଣର ପାଖୁଡାକୁ ଛୋଟ ଛୋଟ ଏବଂ ପତଳା ପତଳା କରି କାଟି ଏହାକି କିଛି ସମୟ ପାଇଁ ରଖିଦେବେ ତାପରେ ପରେ ଯାଇ ଆପଣ ଏହାକୁ ଖାଇବା ଆବଶ୍ୟକ । ଆପଣ ଏହାକୁ କାଟିକି କିଛି ସମୟ ରଖିବା ପରେ ଏଥିରେ ଥିବା ସଲଫର କମ୍ପାଉଣ୍ଡ ଆକ୍ଟିଭେଟ ହୋଇଥାଏ । ଏହାଫଳରେ ଆପଣଙ୍କୁ ବହୁତ ଅଧିକ ଫାଇଦା ମିଳିଥାଏ ।

ଗ୍ରୀନ ଟି: ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ କୋଲେଷ୍ଟ୍ରକୁ କମ କରିବା ସହ ଶରୀରରେ ଥିବା ଫ୍ରି ରେଡିକାଲ ଡ୍ୟାମେଜକୁ ମଧ୍ୟ କମାଇଥାନ୍ତି । ଏବଂ ଗ୍ରୀନ ଟିର ସେବନ ଆପଣଙ୍କ ଭଲ କୋଲେଷ୍ଟ୍ରଲ ତଥା HDL କୁ ବଢାଇ ଥାଏ । ଗ୍ରୀନ ଟି ଆପଣଙ୍କୁ ଦିନକୁ 2 ରୁ 3 କପ ନିହାତି ପିଇବା ଜରୁରୀ ହୋଇଥାଏ । ଆପଣ ପିଉଥିବା ଗ୍ରୀନ ଟି ମଧ୍ୟରେ ଚିନି ନ ପକେଇ ପିଇବା ଆବଶ୍ୟକ ହୋଇଥାଏ ।

ଭୁଶି: ଏହା ଆପଣଙ୍କ ଖାଇବାରେ ଥିବା କୋଲେଷ୍ଟ୍ରଲର ଅବଜର୍ଭସନ ଅଟକାଇ ଦେଇଥାଏ ଏବଂ ଶରୀର ମଧ୍ୟକୁ ଯିବାକୁ ଦେଇନଥାଏ । ଏହି କାରଣ ଆପଣଙ୍କ କୋଲେଷ୍ଟ୍ରଲ ମାତ୍ରା କମ ହୋଇଥାଏ । ଆପଣଙ୍କୁ ପ୍ରତିଦିନ 1 ରୁ 2 ଚାମଚ ବ୍ୟବହାର କରିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *