ଆପଣ କାହାକୁ ଲଭ କରିଛନ୍ତି କି ! ଆମେ କହିବୁ ଆପଣଙ୍କ ଲଭରଙ୍କ ନାମ, ଥରେ ଖେଳି ଦେଖନ୍ତୁ ଏହି କ୍ରେଜି ମାଇଣ୍ଡ ଗେମ୍ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ କ୍ରେଜି ମାଇଣ୍ଡ ଗେମ୍ । ଏହି ଗେମ୍ ଦ୍ୱାରା ଆମେ ଆପଣ ମାନଙ୍କୁ ଆପଣଙ୍କ ଲଭର୍ ଙ୍କ ନେମ କହିଦେଇ ପାରିବୁ । ଏଥିପାଇଁ ଆପଣଙ୍କୁ ୫ଟି ସୋପାନ କୁ ଫଲୋ କରିବାକୁ ପଡ଼ିବ । ଯଦି ଆପଣ ଏହି ସୋପାନ ଗୁଡିକ ଅନୁସାରେ ଆମକୁ ସଠିକ ଉତ୍ତର ଦେବେ ତେବେ ଆମେ ଆପଣଙ୍କୁ ଆପଣଙ୍କ ଲଭର୍ ଙ୍କ ନାମ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରଥମତଃ ଆପଣ ମାନେ ଦେଖି ପାରୁଥିବେ ଯେ ଇଂରାଜୀ ଅକ୍ଷର ର A ଠାରୁ Z ପର୍ଯ୍ୟନ୍ତ ଲେଖା ହୋଇଛି ଏବଂ ପ୍ରତ୍ୟେକ ଅକ୍ଷର ରେ ଏକ ନମ୍ବର ଦିଆଯାଇଛି । ଆପଣଙ୍କୁ ନିଜ ଲଭର୍ ଙ୍କ ନାମ ର ପ୍ରଥମ ଅକ୍ଷର ଅନୁସାରେ ସେହି ଅକ୍ଷର ରେ ଥିବା ନମ୍ବର କୁ ମନେ ମନେ ଭାବିବାର ଅଛି । ଏହାପରେ ଆପଣ ଯେଉଁ ନମ୍ବର ଟି ଭାବିଛନ୍ତି ସେଥିରେ ୨୦ ନମ୍ବର ମିଶାନ୍ତୁ । ଉଦାହରଣ ସ୍ୱରୂପ ଯଦି ଆପଣ N ଅକ୍ଷର ରେ ଥିବା ନମ୍ବର କୁ ଭାବିଛନ୍ତି ତେବେ ତା’ର ନମ୍ବର ରହିଛି ୨ ।

ସେହି ନମ୍ବର ଅନୁସାରେ ୨+୨୦=୨୨ । N ଅକ୍ଷର ଅନୁସାରେ ଉତ୍ତର ଆସିଲା ୨୨ । ଏହାପରେ ଆପଣ ଭାବିଥିବା ନମ୍ବର ଅନୁସାରେ ଯେଉଁ ଉତ୍ତର ବାହାରିଲା ସେଥିରେ ୧ ଫେଡ଼ନ୍ତୁ । ଯେପରି ୨୨-୧=୨୧ । ଏହାପରେ ଯେତିକି ଉତ୍ତର ଆସିଲା ସେଥିରେ ୩ ଗୁଣନ କରି ଦିଅନ୍ତୁ । ଯେପରି ୨୧×୩=୬୩ ।

ଏହା ପରେ ଆପଣଙ୍କ ଯାହା ଉତ୍ତର ଆସିଲା ସେଥିରେ ୨ ଗୁଣନ କରନ୍ତୁ । ଯେପରି ୬୩×୨=୧୨୬ । ବର୍ତ୍ତମାନ ଅନ୍ତିମ ଫଳ ବାହାରି ଗଲା । ଆପଣ ମାନେ ଭାବିଥିବା ନମ୍ବର ଅନୁସାରେ ସମସ୍ତ ସୋପାନ ଗୁଡ଼ିକ ଅତିକ୍ରମ କରିବା ପରେ ଶେଷରେ ଯେଉଁ ଉତ୍ତର ଆସିଲା ତାହା ଦ୍ଵାରା ହିଁ ଆପଣଙ୍କ ଲଭର୍ ଙ୍କ ନାମ ର ପ୍ରଥମ ଅକ୍ଷର ଆମକୁ ଜଣା ପଡ଼ିଯିବ ।

ତେବେ ଆପଣ ମାନେ ନିଜର ଉତ୍ତର ଆମକୁ ନିଶ୍ଚିତ ଭାବରେ କୁହନ୍ତୁ । ଆମେ ଆପଣଙ୍କ ଲଭର ଙ୍କ  ନାମର ପ୍ରଥମ ଅକ୍ଷର ଆପଣଙ୍କୁ କହିଦେଇ ପାରିବୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *