ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ନିଜ ବିଷୟରେ ଏକ ରହସ୍ୟମୟୀ କଥା- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ । ବିଚାର, ସ୍ୱଭାବ, ଚାଲିଚଳଣ, ବ୍ୟବହାର ଆଦି ଦୃଷ୍ଟି ରୁ ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯେଉଁ ବାର ରେ ଜନ୍ମ ହୋଇଥାଏ ତାହା ଦ୍ଵାରା ହିଁ ବ୍ୟକ୍ତି ର ସ୍ଵଭାବ, ବ୍ୟକ୍ତିତ୍ବ ଆଦି କିପରି ହୋଇଥାଏ ତାହା ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କୌଣସି ବ୍ୟକ୍ତି ର ଜନ୍ମ ବାର ଅନୁସାରେ ତା’ର ସ୍ଵଭାଵ କିପରି ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି, ଅଭିମାନୀ, କ୍ରୋ-ଧି, କ୍ରୀ-ଡ଼ା ପ୍ରେମୀ ଏବଂ କୃତୀ କ୍ରୀ-ଡ଼ା ରେ ପାରଙ୍ଗମ ହୋଇଥାଏ । ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ କରିଥାଏ ଏବଂ ନିଜ ମିଷ୍ଠ ଭାଷା ରେ ସମସ୍ତଙ୍କୁ ମୁଗ୍ଧ କରିବା ସହ ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତିପ୍ରିୟ ହୋଇଥାଏ ।

୨. ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଳସୁଆ ହୋଇଥାନ୍ତି । ସେମାନେ ନିଜ ସ୍ତ୍ରୀ କୁ ଖୁସି ପ୍ରଦାନ କରିଥାନ୍ତି ଏବଂ ସମସ୍ତ କ୍ଷେତ୍ରରେ ଉତ୍ସାହିତ କରିଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଶାନ୍ତ ସ୍ଵଭାବ ର ହୋଇଥାନ୍ତି ଏବଂ ଏମାନେ ନ୍ୟାୟ ପରାୟଣ ହୋଇଥାନ୍ତି ।

୩. ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାହସୀ ଏବଂ ଚଞ୍ଚଳ ସ୍ଵଭାବ ର ହୋଇଥାନ୍ତି । ଏମାନେ ଅତ୍ୟନ୍ତ ବୁଦ୍ଧିମାନ ବା ବୁଦ୍ଧିମତୀ ହୋଇଥାନ୍ତି ଏବଂ ଏମାନେ ବିଦ୍ୟା ପରାୟଣ ଅଟନ୍ତି । ଏହା ସହିତ ଏହି ବ୍ୟକ୍ତି ମାନେ ସର୍ବଦା ଚିନ୍ତାଶୀଳ ରହିଥାନ୍ତି । ଏମାନେ ନିଜ କର୍ତ୍ତବ୍ୟ କୁ ସର୍ବଦା ପୂରଣ କରିଥାନ୍ତି ।

୪. ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ଅତ୍ୟନ୍ତ ଗୁଣୀ ଏବଂ ଚତୁର ହୋଇଥାନ୍ତି । ଏମାନେ ଧର୍ମ କାର୍ଯ୍ୟ ରେ ବିଶ୍ୱାସ ରଖନ୍ତି ଏକ ଏହି ବ୍ୟକ୍ତି ମାନେ ଅନେକ ସ୍ତ୍ରୀ ଙ୍କ ସହ ସ-ମ୍ପ-ର୍କ ରଖିଥାନ୍ତି ଓ ଏହି ବ୍ୟକ୍ତି ଅତ୍ୟନ୍ତ ଗର୍ବୀ ସ୍ଵଭାବ ର ହୋଇଥାନ୍ତି ।

୫. ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁ ଗୁଣ ର ଅଧିକାରୀ ହୋଇଥାନ୍ତି ଏବଂ ବୁଦ୍ଧି ବିଦ୍ୟା ରେ ବିଚକ୍ଷଣ ହୋଇଥାନ୍ତି । ଏହି ବ୍ୟକ୍ତି ମାନଙ୍କ ସ୍ଵଭାବ ପଶୁ ପରି ହୋଇଥାଏ । ଏହି ବ୍ୟକ୍ତି ମାନେ ନ୍ୟାୟବନ୍ତ ଅଟନ୍ତି ।

୬. ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥାଏ ସେହି ବ୍ୟକ୍ତି ସର୍ବଦା ନୀତି ନିୟମ କୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରିଥାନ୍ତି ଏବଂ ଏହି ବ୍ୟକ୍ତି ପରୋପକାରୀ, ଭ୍ରମଣ ପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ ସୁଖ ପ୍ରଦାନ କରିବା ନିମନ୍ତେ କେବେବି ଅବହେଳା କରନ୍ତି ନାହିଁ ।

୭. ଶନିବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଚଞ୍ଚଳ ସ୍ୱଭାବ ର ହୋଇଥାନ୍ତି ଏବଂ ଏହି ବ୍ୟକ୍ତି ବହୁତ ଅ-ହ-ଙ୍କା-ରୀ ମଧ୍ୟ ହୋଇଥାନ୍ତି । ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସର୍ବଦା ପର ଧନ ରେ ଲୋ-ଭ ରଖିଥାନ୍ତି । ଏହା ସହିତ ଏହି ବ୍ୟକ୍ତି ମାନେ ଯଶସ୍ୱୀ ମଧ୍ୟ ଅଟନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *