ହେଲା ଚମତ୍କାର ! ମା’ ଦୁର୍ଗା ପାକିସ୍ତାନ ଜଙ୍ଗଲରେ ନିଜ ଭକ୍ତକୁ କିପରି ବଞ୍ଚେଇଲେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି ।

ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଯେତେବେଳେ ପୃଥିବୀ ପୃଷ୍ଠ ରେ ପାପ ର ମାତ୍ରା ଅଧିକ ହୋଇଯାଇଥାଏ ସେତେବେଳେ ଭଗବାନ ବିଭନ୍ନ ରୂପ ରେ ପୃଥିବୀ ପୃଷ୍ଠ ରେ ଅବତରଣ କରିଥାନ୍ତି ।

ଯେତେବେଳେ ତାଙ୍କ ଭକ୍ତ ଉପରେ ଅନ୍ୟାୟ ହୋଇଥାଏ ସେତେବେଳେ ଭଗବାନ ଭକ୍ତ ଙ୍କୁ ରକ୍ଷା କରିବା ପାଇଁ ନିଜେ ପହଞ୍ଚି ଯାଇଥାନ୍ତି । ଠିକ ସେହିପରି ବର୍ତ୍ତମାନ ସମୟ ରେ ମଧ୍ୟ ମା ଦୁର୍ଗା ପାକିସ୍ତାନ ରେ ନିଜର ଜଣେ ଭକ୍ତ ଙ୍କୁ ରକ୍ଷା କରୁଥିବାର ଭିଡିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ପାକିସ୍ତାନର ଭାରତ ଦୂତାବାସ ରେ ରହୁଥିବା ଜଣେ ଭାରତୀୟ କର୍ମଚାରୀ ସୁରେଶ ଙ୍କ ଜୀବନ ରେ ଘଟିଥିବା ଘଟଣା ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ । ଯେତେବେଳେ ତାଙ୍କ ଉପରେ ଦୁଃଖ ର ପାହାଡ଼ ଛିଣ୍ଡି ପଡିଥିଲା ସେତେବେଳେ ମାଆ ଦୁର୍ଗା ତାଙ୍କୁ ବିପଦ ରୁ ରକ୍ଷା କରିଥିଲେ ।

ସୁରେଶ ଦୁର୍ଗା ଙ୍କ ର ବହୁତ ବଡ଼ ଭକ୍ତ ଅଟନ୍ତି । ସେ ଭାରତ ରେ ରହୁଥିବା ସମୟ ରେ ପ୍ରତିଦିନ ଦୁର୍ଗା ଙ୍କ ମନ୍ଦିର କୁ ଯାଇ ସେଠାରେ ପୂଜାର୍ଚ୍ଚନା କରନ୍ତି । କିନ୍ତୁ ଯେତେବେଳେ ତାଙ୍କର ପୋଷ୍ଟିଂ ପାକିସ୍ତାନ ରେ ହେଲା ସେ ବିଚଳିତ ହୋଇପଡିଥିଲେ ସେ ସେଠାରେ ଦୁର୍ଗା ଙ୍କ ପୂଜା କିପରି କରିବେ । କିନ୍ତୁ ବହୁତ ଅନୁସନ୍ଧାନ କରିବା ପରେ ତାଙ୍କୁ ଗୋଟିଏ ଦୁର୍ଗା ଙ୍କ ମନ୍ଦିର ମିଳି ଯାଇଥିଲା ।

ଏହା ପରେ ସେ ବହୁତ ଖୁସି ହୋଇଯାଇଥିଲେ । ଦୁଃଖ ର କଥା ଏହା କି ଏହି ମନ୍ଦିର ଟି ତାଙ୍କ କ୍ୱାଟର ପାଖରେ ପ୍ରାୟ ୮କିଲୋମିଟର ଦୂର ରେ ଅବସ୍ଥିତ ଓ ଏକ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡିଥାଏ । ତେଣୁ ସେ କେବଳ ଛୁଟି ଦିନ ମାନଙ୍କ ରେ ମନ୍ଦିର କି ଯାଇ ପୂଜାର୍ଚ୍ଚନା କରୁଥିଲେ ।

ଏହି କଥା ଟି ହେଉଛି ୨୦୧୮ ମସିହା ର କଥା । ପ୍ରତିବର୍ଷ ଭଳି ଏହି ବର୍ଷ ନବରାତ୍ରୀ ପୂଜା କରିବା ପାଇଁ ସେ ନିଜ ପତ୍ନୀ ଙ୍କ ସହିତ ବାଇକ ରେ ମନ୍ଦିର କୁ ଯାଉଥିଲେ । ସେ ସେହି ଘଞ୍ଚ ଜଙ୍ଗଲ ଦେଇ ଯିବାବେଳେ ଏକ ହିଂସ୍ରଜନ୍ତୁ ର ଗର୍ଜନ ଶୁଣିଥିଲେ । ସେହି ଗର୍ଜନ ଟି କୌଣସି ବାଘ କିମ୍ବା ସିଂହ ର ଗର୍ଜନ ଭଳି ଲାଗୁଥିଲା । କିଛି ସମୟ ପରେ ତାଙ୍କ ସମ୍ମୁଖରେ ଏକ ବାଘ ଆସି ଉପସ୍ଥିତ ହେଲା ।

ଦୁହେଁ ବହୁତ ଭୟଭୀତ ହୋଇ ମାତା ଦୁର୍ଗା ଙ୍କୁ ପାର୍ଥନା କଲେ । ବାଘ ଟି ତାଙ୍କ ଆଡ଼କୁ ଆଗେଇ ଆସୁଥିଲା । ଏହା ଦେଖି ତାଙ୍କୁ ଆଉ କିଛି ବୁଦ୍ଧି ବାଟ ଦେଖା ଗଲା ନାହିଁ । ସେ କେଵଳ ମାଆ ଦୁର୍ଗା ଙ୍କୁ ସ୍ମରଣ କରୁଥାନ୍ତି । ଏହି ସମୟରେ ଏକ ଚମତ୍କାର ଘଟଣା ଘଟିଥିଲା । ବାଘ ଟି ଯେତିକି ଜୋରରେ ଆଗକୁ ଆସୁଥିଲା ଠିକ ସେତିକି ବେଗ ରେ ପଛକୁ ଚାଲିଗଲା ସେ କିଛି ବୁଝିପାରିଲେ ନାହିଁ । ସେ ପଛକୁ ଚାହିଁ ଦେଖିଲେ କିଛି ସୈନିକ ଅସ୍ତ୍ର ଧରି ଆସୁଛନ୍ତି । ଏହା ଦ୍ଵାରା ସୁରେଶ ଜାଣିପାରିଥିଲେ କି ମାତା ଦୁର୍ଗା ତାଙ୍କୁ ରକ୍ଷା କରିବା ପାଇଁ ତାଙ୍କୁ ପଠାଇଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *