ବାଛନ୍ତୁ ନିଜ ଜନ୍ମ ମାସ ବାଲା ଗୋଟିଏ ହୃଦୟ ଓ ଜାଣନ୍ତୁ ନିଜ ବିଷୟରେ 1 ରାଜ ର କଥା- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜନ୍ମ ମାସ ସେହି ବ୍ୟକ୍ତି କୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ମାସ ଅନୁସାରେ ଆପଣଙ୍କ ବିଷୟରେ ଥିବା ଗଭୀର ରାଜ୍ ସମ୍ବନ୍ଧରେ କହିବୁ ।

ତେବେ ଜାନୁଆରୀ ରୁ ନେଇ ଡିସେମ୍ବର ମାସ ମଧ୍ୟରେ ଆପଣଙ୍କ ଜନ୍ମ ମାସ ଅନୁସାରେ ଆପଣ ଏକ ହାର୍ଟ କୁ ବାଛନ୍ତୁ । ଯାହାଦ୍ୱାରା ଆପଣ ନିଜ ମଧ୍ୟରେ ଥିବା ରାଜ୍ କୁ ଜାଣି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଜାନୁଆରୀ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି । ଏମାନେ ପାଠ ପଢ଼ିବାକୁ ପସନ୍ଦ କରନ୍ତି । ଏମାନେ କେବେବି ନିଜର କମଜୋରି ସମ୍ବନ୍ଧରେ ଅନ୍ୟକୁ କୁହନ୍ତି ନାହିଁ । ଏମାନେ ବହୁତ ଇମାନ୍ଦାର ଅଟନ୍ତି । ପଇସା ମାମଲାରେ ସାବଧାନ ରୁହନ୍ତି । ସୋସିଆଲି ଆକ୍ଟିଭ ରୁହନ୍ତି ।

୨. ଫେବୃଆରୀ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି,ସମସ୍ତ ସମ୍ପର୍କ କୁ ଗୁରୁତ୍ୱପୂର୍ଣ୍ଣ ଭାବିଥାନ୍ତି ଏବଂ ସବୁ ସମ୍ପର୍କ କୁ ଭଲ ଭାବରେ ତୁଲାଇ ଥାଆନ୍ତି । ଏମାନଙ୍କୁ ନିଜ ଜୀବନସାଥୀ ର ପୂର୍ଣ୍ଣ ସହଯୋଗ ମିଳିଥାଏ ।

୩. ମାର୍ଚ୍ଚ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଜୀବନ ରେ ବହୁତ ଆଗକୁ ବଢ଼ିଥାନ୍ତି ଏବଂ ପ୍ରସିଦ୍ଧି ଲାଭ କରିଥାନ୍ତି । ପଇସା କମାଇବା ର ଉତ୍କଣ୍ଠା ଏମାନଙ୍କ ମଧ୍ୟରେ ରହିଥାଏ ।

୪. ଏପ୍ରିଲ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ସେଂସିଟିଭ ହୋଇଥାନ୍ତି ଏବଂ ଅନ୍ୟର ସାହାଯ୍ୟ କରନ୍ତି । ଭଲ ମେଣ୍ଟର ସାବ୍ୟସ୍ତ ହୋଇଥାନ୍ତି ।

୫. ମେ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି ଏବଂ ସମାଜ ରେ ନିଜର ପ୍ରତିଷ୍ଠା ଲାଭ କରନ୍ତି ।

୬. ଜୁନ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଅନ୍ୟଙ୍କୁ ଇର୍ଷା କରିଥାନ୍ତି । କିନ୍ତୁ ଏମାନଙ୍କ ହୃଦୟ ଉଦାର ହୋଇଥାଏ । ଏମାନେ ବହୁତ ମଜାକିଆ ସ୍ୱଭାବ ର ମଧ୍ୟ ହୋଇଥାନ୍ତି ।

୭. ଜୁଲାଇ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି,ଅତ୍ୟନ୍ତ ଗମ୍ଭୀର ସ୍ୱଭାବ ର ହୋଇଥାନ୍ତି । ଏମାନେ ବହୁତ ନିରୀହ ଏବଂ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ପ୍ରାୟ ସମୟ ଚୁପ ରହିବାକୁ ପସନ୍ଦ କରନ୍ତି । ଏମାନେ ଜୀବନ ରେ କଠିନ ପରିଶ୍ରମ କରନ୍ତି ।

୮. ଅଗଷ୍ଟ- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ସର୍ବଦା ଅନ୍ୟର ଭଲ ଗୁଣ କୁ ଦେଖିଥାନ୍ତି ଏବଂ ପ୍ରଶଂସା କରିଥାନ୍ତି । ଏମାନେ ପରିଶ୍ରମ କରି ପଇସା ରୋଜଗାର କରିବାରେ ବିଶ୍ୱାସ ରଖନ୍ତି ।

୯. ସେପ୍ଟେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ବହୁତ ବୁଦ୍ଧିମାନ ଏବଂ ବ୍ୟବସ୍ଥିତ ହୋଇଥାନ୍ତି । କିନ୍ତୁ ଏମାନେ କୌଣସି କାରଣରୁ ବହୁତ ଶୀଘ୍ର ଡିପ୍ରେସନ କୁ ଚାଲି ଯାଆନ୍ତି । ଯାହା ଏମାନଙ୍କୁ କମଜୋର କରି ଦେଇଥାଏ ।

୧୦. ଅକ୍ଟୋବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ନିଜର ଲକ୍ଷ ହାସଲ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରୟାସ କରିଥାନ୍ତି । ଏମାନେ ନିଜର ଶତ୍ରୁ ଠାରୁ ପ୍ରତିଶୋଧ ନେବା ନିମନ୍ତେ ଅନୁଚିତ କାର୍ଯ୍ୟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି ।

୧୧. ନଭେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଧନବାନ ମଧ୍ୟ ଅଟନ୍ତି । ଏମାନେ ସର୍ବଦା ଖୁସି ମିଜାଜ୍ ରେ ରୁହନ୍ତି ଏବଂ ଏମାନଙ୍କ ଦେଖିବାର ନଜର ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ ।

୧୨. ଡିସେମ୍ବର- ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏମାନଙ୍କ ମଧ୍ୟରେ ଜନ୍ମ ରୁ ହିଁ ଲିଡ଼ରସିପ୍ ଗୁଣ ରହିଥାଏ । ଏମାନେ ବେଇମାନ ଏବଂ ମିଛୁଆ ବ୍ୟକ୍ତି ଙ୍କୁ ଆଦୋୖ ପସନ୍ଦ କରନ୍ତି ନାହିଁ । ଭିଡ଼ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଏମାନଙ୍କୁ ଖୁବ ଭଲ ଭାବରେ ଜଣା ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *