Astrology- ଆଙ୍ଗୁଠିରେ ଥିବା ଏହି ଅର୍ଦ୍ଧଚନ୍ଦ୍ର ଦେଇଥାଏ ଆଶ୍ଚର୍ଯ୍ୟଜନକ ସଂକେତ, ଜାଣନ୍ତୁ ଏହାର ରହସ୍ୟ !

ନମସ୍କାର ବନ୍ଧୁଗଣ ,  ଜ୍ୟୋତିଷ ଶାସ୍ତ୍ର ଅନୁସାରେ  ହାତରେ ଅର୍ଦ୍ଧ ଚନ୍ଦ୍ର ଅର୍ଥ କଣ ହୋଇଥାଏ । ଏହି ଅର୍ଦ୍ଧ ଚନ୍ଦ୍ର ବହୁତ କମ୍ ଲୋକମାନଙ୍କ  ହାତରେ ଦେଖାଯାଇଥାଏ ।  ଯେଉଁ ମାନଙ୍କ ହାତରେ ଏହି ଅର୍ଦ୍ଧ ଚିହ୍ନ ରହିଥାଏ ତାହା କେଉଁ ସଂକେତ ଦେଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ଶାସ୍ତ୍ର ଅନୁଯାୟୀ ଆଲୋଚନା କରିବା । ଏହି ଅର୍ଦ୍ଧ ଚନ୍ଦ୍ର ଆମ ଉପରେ କେଉ ପ୍ରକାରର ପ୍ରଭାବ ଦେଖାଇଥାଏ ।

ଅର୍ଦ୍ଧ ଚନ୍ଦ୍ର ଆମ  ଉପରେ ଦେବାଦେବୀମାନଙ୍କ ପ୍ରଭାବ ପକେଇଥାଏ । ଏହି ବ୍ୟକ୍ତିମାନେ ବିଶେଷ ସ୍ଵଭାବ ବିଶିଷ୍ଟ ହୋଇଥାନ୍ତି । ଏମାନେ ନିଜର ପରିଚୟ ନୂତନ ଧାରଣ ରେ ସୃଷ୍ଟି କରିବାକୁ ଇଛା କରିଥାନ୍ତି  । ଏହି ଅର୍ଦ୍ଧ ଚନ୍ଦ୍ର ଥିବା ବ୍ୟକ୍ତିମାନେ ଭିନ୍ନ ହୋଇଥାନ୍ତି , ଏମାନଙ୍କ ଚାଲିଚଳଣି ରୁ ଆମେ ଜାଣିପାରିଥାଉ । ଏହି ଚିହ୍ନ ଥିବା ବ୍ୟକ୍ତିଙ୍କ ସ୍ଵର ଅତି ମଧୁର ହୋଇଥାଏ ।

ଏମାନେ ଜଳଦି ରେ କୋଣସି ନିର୍ଣ୍ଣୟ ନିଅନ୍ତି , ବିଷୟଙ୍କୁ  ଭଲ ଭାବରେ ଅନୁସନ୍ଧାନ କରି ଭାବି ଚିନ୍ତି ଅନ୍ତିମ ନିର୍ଣ୍ଣୟ ନେଇଥାନ୍ତି । ଏହି ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ସମସ୍ତକ ଠାରୁ ଭିନ୍ନ ଧାରଣ ର ଚିନ୍ତା ବ୍ୟକ୍ତି ବିଶେଷ ଅଟନ୍ତି । ଏହି ଲୋକମାନେ ଯାହା ବି କୁହନ୍ତି ତାହା ସତ୍ୟ ଲାଗେ ଏବଂ ଏହା ସତ୍ୟ  ମଧ୍ୟ ହୋଇଥାଏ ।

ଏମାନେ କର୍ତ୍ତବ୍ୟ ଠାରୁ ବହୁତ ଦୂର ରେ ରହିଥାନ୍ତି । ସ୍ଵଭାବ ରୁ ଏମାନେ ବହୁତ ଭଲ ହୋଇଥାନ୍ତି ଏବଂ ଏମାନେ ନିଜର ଲକ୍ଷ୍ୟ ସ୍ଥଳ କୁ ଶୀଘ୍ର ପହଞ୍ଚିଥାନ୍ତି । ଏମାନେ ଯେକୋଣସି ଚାକିରୀ କରୁଥିଲେ ମଧ୍ୟ ଉଚ୍ଚ ସ୍ଥାନରେ ରହିଥାନ୍ତି । ଶୁକ୍ରବାର ଦିନ ହାତରେ ହଳଦୀ ଜରୁର ଲଗାନ୍ତୁ ଦେଖିବେ ଏହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ , ଏମାନଙ୍କ ଜୀବନରେ  ଆର୍ଥିକ ସମସ୍ୟା କମ୍ ଆସିବାର ସମ୍ଭାବନା ରହିଥାଏ ।

ଯେକୋଣସି କ୍ଷେତ୍ରରେ ଗଲେ ମଧ୍ୟ ଭଲ ରୋଜଗାର ଅର୍ଥ ଉପାର୍ଜନ କରିଥାନ୍ତି । ଏମାନେ ପରିଶ୍ରମୀ , କର୍ମଠି ହେବା କାରଣରୁ ନିୟମିତ ଲକ୍ଷ୍ୟ ସ୍ଥଳ ସହଜ ରେ ହାସଲ କରିପାରନ୍ତି , ଏମାନଙ୍କ ଏହି ଗୁଣ ବହୁତ ଭଲ ହୋଇଥାଏ । ହାତରେ ଅର୍ଦ୍ଧ ଚନ୍ଦ୍ର ଯେତେ ଭଲ ରେ ଦେଖାଯାଏ ସେତେ ରୋଗ ଏମାନଙ୍କ ଠାରୁ ଦୂର ରେ ରହିଥାଏ , ଏହା ଏମାନଙ୍କ ପାଇଁ ଶୁଭ ସଂକେତ ଅଟେ ।

ଏହି ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଉଭୟ ପୁରୁଷ ଏବଂ ସ୍ତ୍ରୀ ର ହାତରେ ଭଲ ପ୍ରଭାବ ପକେଇଥାଏ । ଯଦି ଏହି ପୁରୁଷଙ୍କ ହାତରେ ରହେ ତେବେ ତାଙ୍କ ସ୍ତ୍ରୀ ଗୁଣବତୀ ଘର ରୁ ହୋଇଥାଏ । ଏହି ପୁରୁଷମାନେ ଗୁଣବାନ , କର୍ମଠ , ଧୋର୍ଜ୍ୟଶୀଳ ହୋଇଥାନ୍ତି ।  ଯଦି ଆପଣଙ୍କ ହାତରେ ଥିବା ଅର୍ଦ୍ଧ ଚିହ୍ନ ଅଧିକ ଗାଢା ବା ଅଧିକ ଫିକା ହୁଏ , ତେବେ ଏହା ଅଧିକ ସଫଳତା ଦେଇନଥାଏ ।

ସଫଳତା ମିଳିଥାଏ ଯଥା ବହୁତ ବର୍ଷ ପରେ ଓ ଶାରୀରିକ ଅସୁସ୍ଥ ମଧ୍ୟ ଦେଖାଯାଇଥାଏ । ଆପଣଙ୍କୁ ଯଦି ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *