Jyotish Shastra- ଆସନ୍ତା 7, 8, 9, 10 ତାରିଖରେ ଏହି 4 ଟି ରାଶିର ଲୋକଙ୍କୁ ମିଳିବ ବଡ ଖୁସି ଖବର, ହେଇ ପାରନ୍ତି କୋଟିପତି

ଆମ ଜୀବନରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହମାନଙ୍କ ଗତି ଉପରେ ନିର୍ଭର କରେ । ଆମ ଜୀବନରେ ହେଉଥିବା ପରିବର୍ତ୍ତନ ଗୁଡ଼ିକ ଗ୍ରହମାନଙ୍କ ଗତି ପାଇଁ ହୋଇ ଥାଏ ।

ତେବେ ୪ ଟି ରାଶି ର ଗ୍ରହ ମାନଙ୍କ ର ଏପରି ମହାସଂଯୋଗ ହେବାକୁ ଯାଉଛି କି ଆସନ୍ତା ୭, ୮, ୯, ୧୦ ତାରିଖରେ ଏହି ୪ ଟି ରାଶୀଙ୍କ ର ଭାଗ୍ୟ ବଦଳାଇବାର ସମୟ ଅଟେ । ଏମାନେ ଯାହା ସ୍ୱପ୍ନରେ ଭାବି ନ ଥିବେ ତାହା ଘଟିବ । ଏହି ରାଶି ର ଲୋକମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ ଯାହାର କି କଳ୍ପନା ମଧ୍ୟ ଏମାନେ କରି ନଥିବେ । ଏମାନଙ୍କୁ ସ୍ତ୍ରୀ ଓ ସନ୍ତାନ ଙ୍କ ଠାରୁ ଭଲ ପାଇବା ମିଳିବ ।

କାର୍ଯ୍ୟ କ୍ଷେତ୍ର ରେ ଏମାନଙ୍କ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିବେ । ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଏହି ସମୟ ଠିକ ସମୟ ଅଟେ । ଯେଉଁ ମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ ।

ଆପଣଙ୍କ ଘରେ ଖୁସି ର ବାତାବରଣ ରହିବ । ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇ ପାରେ । ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ । ଓ ସେହି ବନ୍ଧୁମାନେ  ଆପଣଂକୁ ସବୁ ପ୍ରକାର ର ସହଯୋଗ କରିବେ । ଧନ ପ୍ରାପ୍ତି ର ଯୋଗ ମଧ୍ୟ ଅଛି । ନିଜର ପୁରୁଣା ପଇସା ଫେରସ୍ତ ହେବ । ଯଦି ଆପଣ କାହାକୁ ସୁଧ ବା ଧାର ଭାବେ ପଇସା ଦେଇଥିବେ ତାହା ଆଉ ଫେରସ୍ତ ପାଇପାରି ନାହାନ୍ତି ତେବେ ଏହି ସମୟ ରେ ପାଇଯିବେ ।

ଯେଉଁ ମାନଙ୍କ ବିବାହ ରେ  କୌଣସି କାରଣ ବଶତଃ ବିଳମ୍ବ ହେଉଛି, ତେବେ ସେମାନଙ୍କ ବିବାହ ଯୋଗ ମଧ୍ୟ ଖୋଲିଯିବ । ଏହି ୪ ଟି ରାଶି ର ଯେଉଁ ବିଦ୍ୟାର୍ଥୀ ମାନେ ଯଦି କୌଣସି ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେଉଥାନ୍ତି, ତ ସେମାନେ ସେଥିରେ ସଫଳ ହେବେ । ଆପଣ କୌଣସି ନୂଆ ଯାନ କିଣିବାକୁ ମନ ବଳେଇ ପାରନ୍ତି । ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦ ର ବାତାବରଣ ସୃଷ୍ଟି ହେବ । ଅର୍ଥ ସ୍ଥିତି ସୁଦୃଢ ହେବ । ବ୍ୟବସାୟ ରେ ଲାଭ ହେବ ।

ଚାକିରୀ ରେ ପଦୋନ୍ନତି ହେବ, ସହଯୋଗୀଙ୍କ ସହଯୋଗ ମିଳିବ । ବ୍ୟବସାୟ ବା ଚାକିରୀ ଆପଣ କିଛି ନୂଆ ଜିନିଷ କରିବାକୁ ଚେଷ୍ଟା କରିବେ ଓ ସଫଳ ମଧ୍ୟ ହେବେ । ଆପଣ ନଜ ସ୍ୱାସ୍ଥ୍ୟ ଓ ବ୍ୟବସାୟ ବା କାର୍ଯ୍ୟ କୁ ନେଇ ସାବଧାନ ରହିବେ ଟିକେ ଅସାବଧାନତା ଆପଣଙ୍କ ପାଇଁ ଖରାପ ହୋଇ ପାରେ । ପରିବାର ରେ କୌଣସି ଶୁଭ କାର୍ଯ୍ୟ ହୋଇ ପାରେ । ଆପଣ ଓ ଆପଣଙ୍କ ଜୀବନସାଥୀ କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି ।

ନିଜ ପରିବାର ସହ ସୁଖର ସମୟ ବିତାଇବେ । ଟିକେ ପରିଶ୍ରମ ଦ୍ୱାରା ଆପଣ ଵଡ଼ ସଫଳତା ପାଇ ପାରିବେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ତେବେ ଆମେ ଯେଉଁ ୪ ଟି ରାଶିଙ୍କ ବିଷୟରେ କଥା ହେଉଥିଲେ ସେହି ରାଶି ଗୁଡିକ ହେଲା ମେଷ,  ତୁଳା , କନ୍ୟା , କୁମ୍ଭ । ଏହି ୪ ଟି ରାଶୀଙ୍କ ପାଇଁ ଜୁନ ମାସର ଶେଷ ୪ ଦିନ ଅତ୍ୟନ୍ତ ଶୁଭମୟ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *