ସଫଳତା ପାଇବା ପାଇଁ ସବୁବେଳେ ମିଛ କୁହନ୍ତୁ ! ଆପଣଙ୍କ ଜୀବନ ବଦଳେଇ ଦେବ ଏହି କାହାଣୀ (Best Motivational Story)

ବନ୍ଧୁଗଣ ଏ ସଂସାରର ସମସ୍ତ ବ୍ୟକ୍ତି ଏକ ସୁଖ ଆଉ ସମୃଦ୍ଧିମୟ ଜୀବନ ଅତିବାହିତ କରିବାକୁ ଇଛା କରିଥାନ୍ତି । ହେଲେ ବହୁତ କମ ଲୋକ ଏକ ସୁଖମୟ ଜୀବନ ଅତି ବାହିତ କରନ୍ତି । ଯଦି ଆପଣ ଏକ ସୁସ୍ଥ ଆଉ ସୁଖମୟ ଜୀବନ ଅତିବାହିତ କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଅନୁଚିନ୍ତା ନେଇ ଆସିଛୁ । ଏହି ସବୁ ଅନୁଚିନ୍ତାକୁ ଆପଣ ମାନେ ଭଲ ଭାବରେ ମନେ ରଖନ୍ତୁ ଆଉ ନିଜ ଜୀବନରେ ପ୍ରୟୋଗ କରନ୍ତୁ ।

ଦେଖିବେ ଆପଣ ନିଶ୍ଚୟ ସଫଳ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିଥ୍ୟାକୁ ପାପ ବୋଲି ଜାଣି ସବୁବେଳେ କୁହ ସତ୍ୟ ବାଣୀ । କିଛି ଲୋକ ଅଛନ୍ତି ଯେଉଁ ମାନେ ମିଛି ମିଛିକିଆ ଭକ୍ତ ହୁଅନ୍ତି ମାନେ ଲୋକ ଦେଖିଲା ଭଳି ସବୁଦିନ ମନ୍ଦିର ଯାନ୍ତି । ହାତ ଯୋଡି ଜପ କରନ୍ତି ହେଲେ ଏଇଟା ମନ ଭିତରେ ରହିବା ଦରକାର ।

କିନ୍ତୁ ଦେଖେଇ ହେବା ପାଇଁ କିଛି ଲୋକ ଏସବୁ କରନ୍ତି । ଲୋକଙ୍କ ପାଖରୁ ଭଲ ପଦ ଶୁଣିବା ପାଇଁ କିଛି ଲୋକ ମିଛରେ ଭକ୍ତ ହୋଇଯାନ୍ତି । ସେମିତି ନୁହେଁ ବାସ୍ତବ ଭକ୍ତି କରନ୍ତୁ । ବନ୍ଧୁଗଣ ଯୁଧିଷ୍ଟିର ନିଜ ଜୀବନରେ ଥରେ ମିଛ କହି ଥିଲେ । ସେ ମିଛ ନିଜ ଇଛାରେ କହି ନଥିଲେ । ଦ୍ରୋଣଙ୍କୁ ନ ମାରିଲେ ଯୁଦ୍ଧ ଜିତି ହେବ ନାହିଁ । ତେଣୁ ଦ୍ରୋଣଙ୍କ ଅତି ପ୍ରିୟ ଥିଲେ ତାଙ୍କ ପୁଅ ଅସ୍ଵସ୍ଥାମା ।

ପାଣ୍ଡବ ମାନେ ଏକ ଯୋଜନା କଲେ ଆଉ ଯୁଧିଷ୍ଟିରଙ୍କୁ କହିଲେ ମିଛ କହିବା ପାଇଁ ଯେ ଅସ୍ଵସ୍ଥାମା ମରି ଯାଇଛନ୍ତି । କିନ୍ତୁ ଅସ୍ଵସ୍ଥାମା ବଞ୍ଚି ଥିଲେ । ତେଣୁ ଯୁଧିଷ୍ଟିର ବି ମିଛ କହିଥିଲେ । ତେଣୁ ଏଥିରୁ ଜଣା ପଡୁଛି ମିଛ କହିଲେ ସଫଳତା ମିଳେ । କାରଣ ଯୁଧିଷ୍ଟିର ମିଛ କହିଲେ ତେଣୁ ସେ ଦ୍ରୋଣଙ୍କୁ ମାରି ଯୁଦ୍ଧ ଜିତି ପାରିଲେ । ଯେତେବେଳେ ନର୍କ କୁଣ୍ଡ ପାଖକୁ ଯୁଧିଷ୍ଟିରଙ୍କୁ ନିଆ ଗଲା ।

ସେତେବେଳେ ସେ କହିଲେ ମୁଁ ମୋ ଜୀବନରେ କେବେ ମିଛ କହିନି ମୁଁ କାହିଁକି ନର୍କ କୁଣ୍ଡ ଆସିଲି । ଧର୍ମରାଜଙ୍କୁ ଯମ କହିଲେ ତମେ ଜୀବନରେ ଥରେ ମିଛ କହିଥିଲ । ତା ହେଲେ ବନ୍ଧୁଗଣ ମିଛ କହିଲେ ବୋଧ ହୁଏ ଜୀବନରେ ସଫଳତା ମିଳିବ ହେଲେ ଆପଣ ନର୍କ କୁଣ୍ଡ ଭୋଗ କରିବେ ।

Leave a Reply

Your email address will not be published. Required fields are marked *