Health Tips- ଆଣ୍ଠୁ ଗଣ୍ଠିର Grease ତୁରନ୍ତ ବଢେଇବାର ସହଜ ଉପାୟ ! Joint Pain ହେବ ଗାୟବ, ବୁଢାପାରେ ବି ଘୋଡା ପରି ଦୌଡିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାଡ ସହିତ ହାଡ ସଂଯୁକ୍ତ ହୋଇଥିବା ସ୍ତଳ ଯାହାକୁ ଗଣ୍ଠି କୁହାଯାଇଥାଏ । ସେଥିମଧ୍ୟରେ ଲିକ୍ୱିଡ୍  ଭଳି ଏକ ଅର୍ଦ୍ଧ ତରଳ ପଦାର୍ଥ ରହିଥାଏ । ଯାହାକୁ ମେଡିକାଲ ଭାଷାରେ ଗ୍ରୀସ ବୋଲି କୁହାଯାଇଥାଏ । ଯେତେବେଳେ ଆଣ୍ଠୁ ଗଣ୍ଠିରୁ ଗ୍ରୀସ କମିବାକୁ ଆରମ୍ଭ ହୋଇଥାଏ ବା ସରିଗଲେ । ତାକୁ ଅଷ୍ଟିଓଆର୍ଥରାଇଟ୍ସ କୁହାଯାଇଥାଏ । ଆଣ୍ଠୁ ଗଣ୍ଠିରେ ବସିବା ଉଠିବା ଓ ଚାଲିବା ସମୟରେ ଅସହ୍ୟ କଷ୍ଟ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।

ସେଥିପାଇଁ ଆଣ୍ଠୁରେ ଗ୍ରୀସ ବଢାଇବା ପାଇଁ ଚାହୁଁଥିଲେ । ଏହି ଉପାୟକୁ ନିହାତି ପାଳନ କରିବା ଉଚିତ । ବୟସ ବଢିବା ସହିତ ଆହୁରି ମଧ୍ୟ ଆଣ୍ଠୁରେ ଗ୍ରୀସ କମିଯିବାର ଅନେକ ଗୁଡିଏ କାରଣ ରହିଛି । ଯେପରି ପ୍ରଥମ କାରଣ ହେଉଛି ।  ଯେଉଁ ମାନେ ବହୁତ ସମୟ ବସିକି ଗୋଟିଏ ସ୍ଥାନରେ କାର୍ଯ୍ୟ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ଆଣ୍ଠୁ ପେନ୍ ଦେଖାଯାଇଥାଏ ।

ଯେଉଁ ମାନେ ଆଣ୍ଠୁ ଉପରେ ଅଧିକ ପ୍ରେସର ପକାଇ କୌଣସି କାର୍ଯ୍ୟ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ମଧ୍ୟ ଆଣ୍ଠୁ ପେନ୍ ଦେଖାଯାଇଥାଏ । ଯେଉଁ ମାନେ ଅଧିକ ଖଟା ଜାତୀୟ ଖାଦ୍ୟର ସେବନ କରିଥାନ୍ତି । ସେମାନଙ୍କ କ୍ଷେତ୍ରରେ ମଧ୍ୟ ଆଣ୍ଠୁ ଯନ୍ତ୍ରଣା ବହୁତ ଶୀଘ୍ର ଦେଖାଯାଇଥାଏ । ଶେଷରେ ଯେଉଁ ମାନେ ବହୁତ ସମୟରେ ଛିଡା ହୋଇ ପାଣି ପିଇଥାନ୍ତି ।

ସେମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରାୟତଃ ଆଣ୍ଠୁ ଗଣ୍ଠି ବିନ୍ଧା ବହୁତ ଶୀଘ୍ର ଆରମ୍ଭ ହୋଇଥାଏ । ଆଣ୍ଠୁରେ ଗ୍ରୀସ କମିଯିବା କାରଣରୁ ଆଣ୍ଠୁରୁ କଟ୍ କଟ୍ ଆବାଜ ଆରମ୍ଭ ହୋଇଯାଇଥାଏ । ଆଣ୍ଠୁରେ ଗ୍ରୀସ କମିଯାଇଥିଲେ । ନିହାତି ଭାବରେ ଗ୍ରୀସର ମାତ୍ରାରେ ଆଣ୍ଠୁ କେତେକ ଉପାୟ ଦ୍ଵାରା ବଢାଯାଇ ଆଣ୍ଠୁ ଯନ୍ତ୍ରଣା ଲାଘବ କରାଯାଇପାରିବ ।

ଅଖରୋଟ ଖାଇବା ଦ୍ଵାରା ଆଣ୍ଠୁରେ ଗ୍ରୀସ ଧୀରେ ଧୀରେ ବଢିଥାଏ । ଅଖରୋଟରେ କ୍ୟାଲସିୟମ, ଓମେଗା 3 ଫ୍ୟାଟି ଏସିଡ,ଭିଟାମିନ D ଓ ଏହିଭଳି ଅନେକ ମିନେରାଲ୍ ମିଳିଥାଏ । ୧  ମାସ ପର୍ଯ୍ୟନ୍ତ ପ୍ରତିଦିନ ୩  ରୁ ୪  ଟି ଅଖରୋଟ ଛଡାଇ ରାତିରେ ପାଣି ଭିଯାଇ ସକାଳେ ଏହାର ସେବନ କରିବା ଦ୍ଵାରା ବ୍ୟକ୍ତିର ଆଣ୍ଠୁ ପେନ୍ ଭଲ ହୋଇଥାଏ ।

ଦିତୀୟ ଉପାୟରେ ପାରିଜାତ ଫୁଲର ୮ ରୁ ୧୦ ଟି ପତ୍ରକୁ ଆଣି ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ଏକ ଗ୍ଳାସ ପାଣିକୁ ଗରମ କରି ଫୁଟୁଥିବା ପାଣିରେ ପାରିଜାତ ଫୁଲକୁ ପକାଇ ତାହାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାଇ ତାପରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାଇବାକୁ ଛାଡି ଦିଅନ୍ତୁ । ସେହି ପାଣିରେ ଅଳ୍ପ ମାତ୍ରାରେ ସୁଣ୍ଠି ମିଶାଇ ଯଦି ବ୍ୟକ୍ତି ଏହାର ସେବନ କରେ । ତେବେ ବହୁତ ଶୀଘ୍ର ଆଣ୍ଠୁ ଗଣ୍ଠି ଭଲ ଅସହ୍ୟ ଯନ୍ତ୍ରଣା ମୁକ୍ତି ପାଇଥାଏ ।

ଏହା ସହିତ ପଇଡ, କ୍ଷୀର ଓ ଅଣ୍ଡାର ସେବନ ଦ୍ଵାରା ମଧ୍ୟ ଶରୀରରେ ଭିଟାମିନ D3ର ପରିମାଣ ବଢିଥାଏ । ଯାହା ଆଣ୍ଠୁ ଯନ୍ତ୍ରଣାରୁ ରିଲିଫ ଦେଇଥାଏ  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *