ଆଁଠୁ ଗଣ୍ଠି ବିନ୍ଧା, Diabetes, ମୋଟାପା ମାତ୍ର 15 ଦିନରେ ଭଲ ହେଇଯିବ, ନିଶ୍ଚୟ କରି ଦେଖନ୍ତୁ ଏହି ଘରୋଇ ଉପାୟ (Health Tips)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ସହ ଏମିତି ଏକ ପାତ୍ର ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯାହାର ଔଷଧୀୟ ଗୁଣ ଅନେକ ରହିଛି । ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ଦୂର କରିବାରେ ସହାୟକ ହୋଇଥାଏ । ଆଜିକାଲି ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ପ୍ରାୟତ ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ଏଥିପାଇଁ ସେମାନେ ଅନେକ ପ୍ରକାରର ଔଷଧ ସେବନ କରିଲେ ମଧ୍ୟ କିଛି ସୁଫଳ ମିଳେ ନାହି ।

ଏହା ସହ ଡାଇବେଟିସ ମଧ୍ୟ କିଛି ଲୋକଙ୍କ ଠାରେ ଅନେକ ସମସ୍ଯା ସୃଷ୍ଟି କରୁଛି । ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଆମେ ଆପଣ ମାନଙ୍କ ପାଇଁ ହୋମ ରେମେଡି ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ତେଜପତ୍ର ଯାହା ଶରୀର ପାଇଁ ବହୁତ ଚମତ୍କାରୀ ଅଟେ । ଏହା ଦାନ୍ତରେ କଷ୍ଟ ହେଉ ବା ଭଳିଯିବା ଭଳି ରୋଗ ହେଉ ବା ଡାଇବେଟିସ ଭଳି ସମସ୍ଯା ଦୂର କରିବା ପାଇଁ ସହାୟକ ହୋଇଥାଏ । ଆୟୁର୍ବେଦିକ ରେ ଅନେକ ଗମ୍ଭୀର ରୋଗ ଦୂର କରିବା ପାଇଁ ତେଜପତ୍ରର ବ୍ୟବହାର କରାଯାଏ ।

୧- ଯେଉଁ ମାନଙ୍କର ଓଜନ ଅଧିକ ରହିଛି ସେମାନେ ପ୍ରତି ଦିନ ତେଜପତ୍ରର ପାଣି ସକାଳୁ ସେବନ କରନ୍ତୁ । ଏଥିପାଇଁ ୩ରୁ ୪ଟି ତେଜପତ୍ର ନେଇ ଏହାକୁ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ । ନଚେତ ତେଜପତ୍ରକୁ ପାଣିରେ ରାତିରେ ଭିଯାଇ ରଖି ସକାଳୁ ଫୁଟାଇ ପାରିବେ । ଏହାର ସେବନ ସକାଳୁ ଖାଲି ପେଟରେ ସେବନ କରିବା ଦ୍ଵାରା ଆଁଠୁ ଗଣ୍ଠି ବିନ୍ଧା ବା ମୋଟାପା କମ ହୋଇଥାଏ । ଏହାକୁ ମାତ୍ର ୧୫ ଦିନ ସେବନ କରିଲେ ଏହାର ଚମତ୍କାରୀ ଆପଣ ଦେଖିବାକୁ ପାଇବେ ।

୨- ଦିତୀୟ ଉପାୟଟି ହେଉଛି ଯେଉଁ ମାନଙ୍କର ଭୁଲିବା ରୋଗ ଅଛି ବା ସ୍ମରଣ ଶକ୍ତି କମ ରହିଛି ବା ମେମୋରୀ ପାୱାର କଣ ରହିଥାଏ ସେମାନେ ଏକ ଚାମଚ ତେଜପତ୍ର ପାଉଡର ସହ ଦହି ମିଶାଇ ସେବନ କରନ୍ତୁ । ଏହା ଦ୍ଵାରା ମେମୋରୀ ପାୱାର ବୃଦ୍ଧି ହୋଇଥାଏ । ଥଣ୍ଡା କାଶ ହେଲେ ମଧ୍ୟ ତେଜପତ୍ରର ସେବନ ବହୁତ ଉପକାରିତା ହୋଇଥାଏ ।

୩- ଯେଉଁ ମାନଙ୍କର ଦାନ୍ତ ଜନିତ ସମସ୍ଯା ବା ଦାନ୍ତ ସଫା କରିବାର ଅଛି ତେବେ ତେଜପତ୍ରର ପାଉଡର ବ୍ୟବହାର କରିବା ଉଚିତ । ଏହାର ପାଉଡର ପାଣିରେ ମିଶାଇ ସେବନ କରିଲେ ମୋଟାପଣ ଦୂର ହେବ । ଏହା ସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏକ ତାଟିଆ ଦହିରେ ଅଧ ଚାମଚ ତେଜପତ୍ରର ପାଉଡର ସେବନ କରିବା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣ ରେ ରହିବ । ଏହା ସହ ଆଁଠୁ ଗଣ୍ଠି ବିନ୍ଧା ମଧ୍ୟ କମ ହେବ ।

୪- ଏକ ଚାମଚ ତେଜପତ୍ର ପାଉଡର ସହ ଦହି ମିଶାଇ ସେବନ କରିଲେ ଅଧିକ ରକ୍ତସ୍ରାବ ବନ୍ଦ କରିବାରେ ସହାୟକ ହେବ । ଏହା ସହ ତେଜପତ୍ରକୁ ପାଣିରେ ଫୁଟାଇ କେଶ ଧୋଇଲେ କେଶ ଜନିତ ସମସ୍ଯା ଦୂର ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *