ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ସହ ଏମିତି ଏକ ପାତ୍ର ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯାହାର ଔଷଧୀୟ ଗୁଣ ଅନେକ ରହିଛି । ଏହା ଆପଣଙ୍କ ଶରୀରରୁ ଅନେକ ପ୍ରକାରର ଦୂର କରିବାରେ ସହାୟକ ହୋଇଥାଏ । ଆଜିକାଲି ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ପ୍ରାୟତ ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ଏଥିପାଇଁ ସେମାନେ ଅନେକ ପ୍ରକାରର ଔଷଧ ସେବନ କରିଲେ ମଧ୍ୟ କିଛି ସୁଫଳ ମିଳେ ନାହି ।
ଏହା ସହ ଡାଇବେଟିସ ମଧ୍ୟ କିଛି ଲୋକଙ୍କ ଠାରେ ଅନେକ ସମସ୍ଯା ସୃଷ୍ଟି କରୁଛି । ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଆମେ ଆପଣ ମାନଙ୍କ ପାଇଁ ହୋମ ରେମେଡି ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ତେଜପତ୍ର ଯାହା ଶରୀର ପାଇଁ ବହୁତ ଚମତ୍କାରୀ ଅଟେ । ଏହା ଦାନ୍ତରେ କଷ୍ଟ ହେଉ ବା ଭଳିଯିବା ଭଳି ରୋଗ ହେଉ ବା ଡାଇବେଟିସ ଭଳି ସମସ୍ଯା ଦୂର କରିବା ପାଇଁ ସହାୟକ ହୋଇଥାଏ । ଆୟୁର୍ବେଦିକ ରେ ଅନେକ ଗମ୍ଭୀର ରୋଗ ଦୂର କରିବା ପାଇଁ ତେଜପତ୍ରର ବ୍ୟବହାର କରାଯାଏ ।
୧- ଯେଉଁ ମାନଙ୍କର ଓଜନ ଅଧିକ ରହିଛି ସେମାନେ ପ୍ରତି ଦିନ ତେଜପତ୍ରର ପାଣି ସକାଳୁ ସେବନ କରନ୍ତୁ । ଏଥିପାଇଁ ୩ରୁ ୪ଟି ତେଜପତ୍ର ନେଇ ଏହାକୁ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ । ନଚେତ ତେଜପତ୍ରକୁ ପାଣିରେ ରାତିରେ ଭିଯାଇ ରଖି ସକାଳୁ ଫୁଟାଇ ପାରିବେ । ଏହାର ସେବନ ସକାଳୁ ଖାଲି ପେଟରେ ସେବନ କରିବା ଦ୍ଵାରା ଆଁଠୁ ଗଣ୍ଠି ବିନ୍ଧା ବା ମୋଟାପା କମ ହୋଇଥାଏ । ଏହାକୁ ମାତ୍ର ୧୫ ଦିନ ସେବନ କରିଲେ ଏହାର ଚମତ୍କାରୀ ଆପଣ ଦେଖିବାକୁ ପାଇବେ ।
୨- ଦିତୀୟ ଉପାୟଟି ହେଉଛି ଯେଉଁ ମାନଙ୍କର ଭୁଲିବା ରୋଗ ଅଛି ବା ସ୍ମରଣ ଶକ୍ତି କମ ରହିଛି ବା ମେମୋରୀ ପାୱାର କଣ ରହିଥାଏ ସେମାନେ ଏକ ଚାମଚ ତେଜପତ୍ର ପାଉଡର ସହ ଦହି ମିଶାଇ ସେବନ କରନ୍ତୁ । ଏହା ଦ୍ଵାରା ମେମୋରୀ ପାୱାର ବୃଦ୍ଧି ହୋଇଥାଏ । ଥଣ୍ଡା କାଶ ହେଲେ ମଧ୍ୟ ତେଜପତ୍ରର ସେବନ ବହୁତ ଉପକାରିତା ହୋଇଥାଏ ।
୩- ଯେଉଁ ମାନଙ୍କର ଦାନ୍ତ ଜନିତ ସମସ୍ଯା ବା ଦାନ୍ତ ସଫା କରିବାର ଅଛି ତେବେ ତେଜପତ୍ରର ପାଉଡର ବ୍ୟବହାର କରିବା ଉଚିତ । ଏହାର ପାଉଡର ପାଣିରେ ମିଶାଇ ସେବନ କରିଲେ ମୋଟାପଣ ଦୂର ହେବ । ଏହା ସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏକ ତାଟିଆ ଦହିରେ ଅଧ ଚାମଚ ତେଜପତ୍ରର ପାଉଡର ସେବନ କରିବା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣ ରେ ରହିବ । ଏହା ସହ ଆଁଠୁ ଗଣ୍ଠି ବିନ୍ଧା ମଧ୍ୟ କମ ହେବ ।
୪- ଏକ ଚାମଚ ତେଜପତ୍ର ପାଉଡର ସହ ଦହି ମିଶାଇ ସେବନ କରିଲେ ଅଧିକ ରକ୍ତସ୍ରାବ ବନ୍ଦ କରିବାରେ ସହାୟକ ହେବ । ଏହା ସହ ତେଜପତ୍ରକୁ ପାଣିରେ ଫୁଟାଇ କେଶ ଧୋଇଲେ କେଶ ଜନିତ ସମସ୍ଯା ଦୂର ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ