Health Tips- କେବଳ ଗୋଟିଏ ରାତିରେ ଆଣ୍ଠୁ ଗଣ୍ଠି ବିନ୍ଧା ସଂପୂର୍ଣ୍ଣ ଭଲ ହୋଇଯିବ, କରନ୍ତୁ ଚମତ୍କାରୀ ପତ୍ରରେ ଏହି ଦେଶୀ ଉପଚାର !

ବନ୍ଧୁଗଣ ଆଁଠୁ ଗଣ୍ଠି ସମସ୍ଯା ଆଜିକାଲି ଅନେକଙ୍କ ମଧ୍ୟରେ ଦେଖିବାକୁ ମିଲିଛୁ । ଆଁଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଥରେ ଆରମ୍ଭ ହୋଇଗଲେ ବହୁତ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଅଧିକାଂଶ ବୟସ୍କ ଲୋକଙ୍କୁ ଏହି ସମସ୍ଯା ଭୋଗିବାକୁ ପଡିଥାଏ । କିନ୍ତୁ ଆଜିକାଲି ଭୁଲ ଜୀବନ ଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ଯୁବ ପିଢୀ ଙ୍କୁ ବି ଆଁଠୁ ଗଣ୍ଠି ସମସ୍ଯା ଦେଖା ଯାଉଛି । କାରଣ ଶାରୀରିକ ପରିଶ୍ରମ ଖୁବ କମ ହେଉଛି ।

ସେଥିପାଇଁ ଜଏଣ୍ଟ ପେନ ଭଳି ସମସ୍ଯା ହେଉଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କୁ ଗୋଟେ ରାତିରେ ହିଁ ଆରାମ ମିଳିବ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ପିଜୁଳି ଗଛ । ଭାରତରେ ପ୍ରତେକ ସ୍ଥାନରେ ପିଜୁଳି ଗଛ ମିଳିଥାଏ ।

ଏଥିରେ ଏମିତି ପୋଷାକ ତତ୍ତ୍ଵ ରହିଛି ଯାହା ଜଏଣ୍ଟ ପେନ ସମସ୍ଯା ଦୂର କରତିବା ପାଇଁ ବହୁତ ଲାଭଦାୟକ ଅଟେ । କିଛି ପିଜୁଳି ପତ୍ର ସଂଗ୍ରହ କରନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଅପରେ ଗୋଟି ଗୋଟି କରି ଛିଡାଇ ଦିଅନ୍ତୁ । ଏହା ଅପରେ ପିଜୁଳି ପତ୍ରର ଭଲ ଭାବେ ପେଷ୍ଟ ରେଡି କରନ୍ତୁ ।

ଏହାକୁ ବନାଇବା ପାଇଁ ଏକ ପାତ୍ରରେ ଗ୍ଯାସରେ ବସାଇ ଏହି ପେଷ୍ଟକୁ ହାଲକା ଗରମ କରନ୍ତୁ । ଏହାକୁ ୨ରୁ ୩ ମିନିଟ ଯାଏଁ ହଲକା ଗ୍ରାମ କରନ୍ତୁ । ଏବେ ଆପଣଙ୍କର ଉପଚାର ରେଡି ହୋଇଗଲା । ଏବେ ଆସନ୍ତୁ ଜାଣିବା ଏହି ରେମେଡି ର ପ୍ରୟୋଗ କେମିତି କରିବା । ଏହାକୁ ଲଗାଇବା ପୂର୍ବ ରୁ ଧ୍ୟାନ ରଖିବେ ହାଲକା ଗରମ କରି ହିଁ ଏହାର ପ୍ରୟୋଗ କରନ୍ତୁ ।

ଆପଣଙ୍କର ଆଁଠୁ ଗଣ୍ଠି ଯନ୍ତ୍ରଣା ଯେଉଁ ଜାଗାରେ ହେଉଛି ସେଠାରେ ଏହି ପେଷ୍ଟ ଲଗାନ୍ତୁ । ଏବେ ଆପଣଙ୍କୁ ରାତି ସାରା ସେମିତି ଲଗାଇ ରଖିବାକୁ ହେବ । ସେଥିପାଇଁ ଆପଣଙ୍କୁ ଏକ କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ । ଯେପରି ଏହା ରାତି ସାରା ରହିବ ଓ ଆପଣଙ୍କୁ ଆରାମ ପ୍ରଦାନ କରିବ । ଏହାକୁ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।

ଏହା ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି । ଏଥିରୁ ଆପଣଙ୍କୁ କୌଣସି କ୍ଷତି ହେବ ନାହି । ପ୍ରଥମ ଦିନରୁ ଆପଣଙ୍କୁ ରେଜଲ୍ଟ ମିଳିବା ଆରମ୍ଭ ହୋଇଯିବ । ବାସ କିଛି ଦିନ ଆପଣ ଏହାର ଲଗାତାର ପ୍ରୟୋଗ କରିବେ ତେବେ ଦେଖିବେ ସବୁ ଦିନ ପାଇଁ ଆପଣଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ଭଲ ହୋଇଯିବ ।

ଏହି ଉପଚାର କୁ ନିଶ୍ଚୟ ଆପଣାନ୍ତୁ । ଆପଣଙ୍କୁ ନିଶ୍ଚୟ ଭଲ ରେଜଲ୍ଟ ମିଳିବ । ଆପଣ ଏହାକୁ ପ୍ରତି ଦିନ ଲଗାଇ ପାରିବେ । ଦେଖିବେ ଆଁଠୁ ଗଣ୍ଠି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *