Chanakya Niti- ଜୀବନରେ ଧନବାନ ହେବାକୁ ଚାହୁଁଥିଲେ ଅଧ ରାତିରେ ନିଶ୍ଚୟ କରନ୍ତୁ ଏହି 1 କାମ 

ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ପବିତ୍ର ସମ୍ପର୍କ ଅଟେ । ସାରା ଜୀବନ ଗୋଟିଏ ଡଙ୍ଗାରେ ବସି କୂଳରେ ପହଞ୍ଚାଇବାର ଦାୟିତ୍ଵ ହୋଇଥାଏ ସ୍ଵାମୀ ସ୍ତ୍ରୀଙ୍କର । ଜୀବନକୁ ସୁଖମୟ କରିବା ପାଇଁ ଚାହୁଁଥିଲେ ସ୍ତ୍ରୀମାନେ ମାନେ ନିଜ ସ୍ଵାମୀଙ୍କର ଏକ ଅଙ୍ଗକୁ ଛୁଇଁବା ଦ୍ଵାରା ସବୁ ଦୁଃଖ ସୁଖରେ ପରିଣତ ହୋଇଥାଏ । ସ୍ଵାମୀ ମାନେ ସ୍ତ୍ରୀ ମାନଙ୍କ ପାଇଁ ଦେବତା ସଦୃଶ ଅଟନ୍ତି । ସ୍ଵାମୀ ସନ୍ତୁଷ୍ଟ ହେଲେ ଯାଇ ଗୋଟିଏ ନାରୀ ହସ ଖୁସିରେ ଜୀବନ କଟାଇ ଥାଏ ।

ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ସ୍ଵାମୀଙ୍କ କେଉଁ ଅଙ୍ଗକୁ ସ୍ତ୍ରୀ ଛୁଇଁବା ଦ୍ଵାରା ଭାଗ୍ୟ ପରିବର୍ତ୍ତିତ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ଆପଣମାନେ ଦେଖିଥିବେ, ସନ୍ଥ, ବ୍ରାହ୍ମଣ, ଗୁରୁଜନ ଆଦିଙ୍କ ପାଦ ଛୁଇଁ ଆମେ ମୁଣ୍ଡିଆ ମାରିଥାଉ ତାଙ୍କ ଆଶୀର୍ବାଦ ପାଇବା ପାଇଁ । ପାଦ ଛୁଇଁ ମୁଣ୍ଡିଆ ମାରିବାର ପରମ୍ପରା ବହୁତ ଦିନ ଧରି ଚାଲିଆସୁଛି । ତେବେ ଏଭଳି ଏକ ପରମ୍ପରା ପଛରେ ବହୁତ କାରଣ ରହିଛି । ଶାସ୍ତ୍ରରେ କୁହାଯାଏ ବଡ ଲୋକଙ୍କ ପାଦ ଛୁଇଁ ପ୍ରଣାମ କରିବା ଦ୍ଵାରା ଆମ ପୂଣ୍ୟ ବଢିଯାଇଥାଏ ।

ତାଙ୍କୁ ମୁଣ୍ଡିଆ ମାରିବା ପରେ ତାଙ୍କ ଠାରୁ ଯେଉଁ ଆଶୀର୍ବାଦ ମିଳିଥାଏ ଏହାଦ୍ୱାରା ଆମ ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟରେ ପରିଣତ ହୋଇଯାଏ । ଗୁରୁଜନଙ୍କୁ ମୁଣ୍ଡିଆ ମାରିବା ସହିତ ସ୍ଵାମୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବାର ବି ପରମ୍ପରା ରହିଛି । ଆଜିକାଲିର ଆଧୁନିକ ଯୁଗରେ କିଛି ଲୋକ ଏହାକୁ ବେକାର ଚିନ୍ତାଧାରା ବୋଲି ଭାବୁଛନ୍ତି ।

କିନ୍ତୁ ଶାସ୍ତ୍ର ଅନୁଯାୟୀ ମନାଯାଏ ସକାଳୁ ଉଠିବା ପରେ ସର୍ବପ୍ରଥମେ ସ୍ଵାମୀଙ୍କ ପାଦ ଛୁଇଁବା ଉଚିତ । ଏବଂ ସନ୍ଧ୍ୟା ସମୟରେ ଯେତେବେଳେ ସ୍ଵାମୀ କମ ସାରି ଘରକୁ ଫେରନ୍ତି ସେତେବେଳେ ମଧ୍ୟ ତାଙ୍କ ପାଦ ଛୁଇଁବା ଦରକାର । ଜଣେ ସ୍ତ୍ରୀ ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।

କୁହାଯାଏ ସ୍ଵାମୀଙ୍କ ପାଦ ଛୁଇଁବାର ଅର୍ଥ ହେଉଛି ତାଙ୍କ ପ୍ରତି ନିଜର ସମର୍ପଣ ଭାବନା ଜାଗ୍ରତ କରିବା ହୋଇଥାଏ । ଯେତେବେଳେ ମନରେ ସମର୍ପଣ ଭାବନା ଆସିଥାଏ ତେବେ ଆପଣଙ୍କ ମନରେ ଥିବା ଅହଂକାର ଆପେ ଆପେ ଶେଷ ହୋଇଯାଏ । ଏହି କାରଣ ପାଇଁ ସ୍ଵାମୀଙ୍କ ଚରଣ ସ୍ପର୍ଶ କରିବାର ନିୟମ ବନାଯାଇଛି । ଏହାଦ୍ୱାରା ସ୍ତ୍ରୀ ମନରେ ସବୁବେଳେ ସମ୍ମାନ ଭାବନା ରହିଥାଏ ।

ସ୍ତ୍ରୀ ଏପରି କରିବା ଦ୍ଵାରା ସ୍ଵାମୀଙ୍କ ମନରେ ନିଜ ସ୍ତ୍ରୀଙ୍କ ପାଇଁ ଦାୟିତ୍ଵର ଭାବନା ଆସିଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ଯାହାଫଳରେ ଧନର ଅଭାବ ସେହି ଘରେ କେବେ ଦେଖା ଦେଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *