Jyotish Shastra- ଆଜି ସନ୍ଧ୍ୟା ସୂର୍ଯ୍ୟାସ୍ତ ପରେ ହେବ ବଡ ଚମତ୍କାର, ଅଚାନକ ବଦଳିଯିବ ଏହି ରାଶିର ଭାଗ୍ୟ

ଆଜି ସନ୍ଧ୍ୟା ସୂର୍ଯ୍ୟାସ୍ତ ପରେ ହେବ ବଡ ଚମତ୍କାର । ଅଚାନକ ବଦଳିଯିବ ଏହି ରାଶି ମାନଙ୍କର ଭାଗ୍ୟ । ଏହି ସମୟରେ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରୁଛନ୍ତି ।

ଚନ୍ଦ୍ର ରାଶି ଆଧାରରେ ଜ୍ୟୋତିଷ କୌଣସି ବି ଜାତକ ର ଭବିଷ୍ୟ ଫଳ କହିଥାନ୍ତି । ଗ୍ରହ ମାନେ ସମୟ ସମୟ ରେ ନିଜ ସ୍ଥାନ ପରିବର୍ତ୍ତନ କରିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ବର୍ତ୍ତମାନ ପର୍ଯ୍ୟନ୍ତ ମେଷ ରାଶିରେ ଥିଲେ କିନ୍ତୁ ଆଜି ସୂର୍ଯ୍ୟାସ୍ତ ପରେ ଚନ୍ଦ୍ରମା ନିଜ ରାସୀ ପରିବର୍ତ୍ତନ କରି ଉଚ୍ଚ ରାଶି ବୃଷ ରାଶି ରେ ବିରାଜମାନ ହେବାକୁ ଯାଉଛି । ଏହି କାରଣ ଯୋଗୁଁ ଆଜି ସନ୍ଧ୍ୟା ରେ ଚନ୍ଦ୍ରମା ଓ ମଙ୍ଗଳ ର ଲକ୍ଷ୍ମୀ ଯୋଗ ବନୁଛି । ଏହି ଯୋଗ କାରଣରୁ କିଛି ରାଶି ମାନଙ୍କୁ ବହୁତ ଲାଭ ମିଳିପାରେ ।

୧) ମେଷ ରାଶି:- ଚନ୍ଦ୍ରମା ବୃଷ ରାଶି ରେ ପ୍ରବେଶ କରିବା ଦ୍ଵାରା ମେଷ ରାଶିର ଲୋକଙ୍କୁ କୌଣସି ବଡ ଖୁସି ଖବର ମିଳିବ । ଏହି ମହାଯୋଗ ପାଇଁ ମେଶ ରାଶିର ଲୋକଙ୍କୁ ସବୁ ଆର୍ଥିକ ସମସ୍ଯା ଶେଷ ହୋଇଯିବ । କିନ୍ତୁ ଏହି ରାଶିର ଲୋକଙ୍କୁ ପରିଶ୍ରମ କରିବାକୁ ପଡିବ । ଏହି ରାଶିର ଲୋକଙ୍କୁ ନିଜ ପରୀକ୍ଷା ରେ ସଫଳତା ମଧ୍ୟ ପ୍ରାପ୍ତ ହେବ ।

୨) ବୃଷ ରାଶି:- ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବା ଦ୍ଵାରା ଏହି ରାଶିର ଲୋକଙ୍କୁ ବହୁତ ଧନଲାଭ ହୋଇପାରେ । କାରଣ ଚନ୍ଦ୍ରମା ଆପଣଙ୍କ ସ୍ଵୟଂ ରାଶିରେ ପ୍ରବେଶ କରିବା ଦ୍ଵାରା ଏହି ସମୟ ମଧ୍ୟରେ ଏହି ରାଶିର ଲୋକମାନେ କିଛି ବି ପ୍ରକାର ଅସୁବିଧା ରେ ପଡିଲେ ସେ ତୁରନ୍ତ ସେଥିରୁ ମୁକ୍ତି ପାଇଯିବେ ।

୩) ସିଂହ ରାଶି:- ଏହି ରାଶିର ଲୋକଙ୍କୁ ସେମାନଙ୍କ କ୍ୟାରିୟର ରେ ସଫଳତା ପ୍ରାପ୍ତ ହେବ । ଏହି ମହାସଂଯୋଗ ଯୋଗୁଁ ସିଂହ ରାଶିର ଲୋକଙ୍କର ସାଲାରୀ ବଢିବ । କିନ୍ତୁ ଏହା ମଧ୍ୟ ବହୁତ ଜରୁରୀ ଅଟେ, କି ଆପଣ ନିଜ କ୍ରୋଧ ଉପରେ ପୁରା ନିୟନ୍ତ୍ରଣ ରଖନ୍ତୁ ।

୪) କନ୍ୟା ରାଶି:- ଏହି ରାଶିର ବିଦ୍ୟାର୍ଥୀ ଙ୍କୁ ପରୀକ୍ଷା କ୍ଷେତ୍ର ରେ ସଫଳତା ମିଳିବ । କିଛି ପୈତୃକ ସମ୍ପତି ଯୋଗୁଁ ଆପଣଙ୍କ ଆୟ ର ସ୍ରୋତ ବିକଶିତ ହୋଇପାରେ । କିଛି ନୂଆ ଆରମ୍ଭ କରିବା ପାଇଁ ସମୟ ଆପଣଙ୍କ ପକ୍ଷରେ ରହିଛି । ପ୍ରେମୀ ସହ ସମୟ ବିତାଇବା ର ଯୋଗ ମଧ୍ୟ ବନୁଛି ।

୫) ତୁଳା ରାଶି:- ଏହି ସମୟରେ ଆପଣ ମାନଙ୍କୁ ବହୁତ ସଫଳତା ମିଳିବ । କିନ୍ତୁ ଏହା ସହ ନିଜ ଖାଇବା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ନଚେତ ସ୍ଵସ୍ଥ ସମ୍ବନ୍ଧିତ କିଛି ବଡ ସମସ୍ଯା ଦେଖା ଯାଇପାରେ । ଏହି ସମୟ ମଧ୍ୟରେ ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ବନି ରହିବା । ପରିବାର ର ସାଥ ମିଳିବ । ଧନ ମଧ୍ୟ ପ୍ରାପ୍ତ ହେବ ।

୬) ମକର ରାଶି:- ଏହି ସମୟ ମଧ୍ୟରେ ଏହି ରାଶିର ଲୋକଙ୍କୁ କିଛି ଖାସ ଖବର ପ୍ରାପ୍ତ ହେବ । ଭଲ ବ୍ୟକ୍ତିତ୍ଵ ଥିବା ଲୋକଙ୍କର ସାଥ ମିଳିବ । ଏହା ସହ ମଙ୍ଗଲ ଓ ଚନ୍ଦ୍ରମା ର ଅଦ୍ଭୁତ ମିଳନ ଯୋଗୁଁ ଏହି ରାଶିର ଲୋକଙ୍କ ଉପରେ ଭଲ ପ୍ରଭାବ ମଧ୍ୟ ପଡିବ ।

ଆପଣଙ୍କୁ ଏହି ଖବର କିପରି ଲାଗିଲା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ । ଏବଂ ଏହି ଲେଖା କୁ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ । ଅଧିକ ଖବର ପାଇଁ ଆମକୁ ଲାଇକ ଫଲୋ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *