ଅଧିକ ଦିନ ଧରି ଗଳାରେ ଜମି ରହୁଥିବା କଫରୁ କିପରି ପାଇବେ ମୁକ୍ତି ? (Dr Ashish Jaiswal)

ନମସ୍କାର ବନ୍ଧୁଗଣ , ସାଧାରଣ ଭାବରେ ଆମକୁ କାଶ ଏବଂ କଫ ଦେଖାଯାଇଥାଏ । ଲୋକମାନେ ଏହି ଦୁଇହି କୁ ସମ୍ମାନ ଭାବି ଥାନ୍ତି , କିନ୍ତୁ ଏହା ଦୁଇଟା ଭିନ୍ନ ଅଟେ  । ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ ଡାକ୍ତର ଆଶିଷ ଜାଇଶ୍ଵାଳଙ୍କ କଥାରେ । ଆମେ ଖାଉଥିବ ସମୟରେ ଯଦି ଖାଦ୍ୟ ଶ୍ଵାସନଳି ମଧ୍ୟକୁ ପ୍ରବେଶ କରିଥାଏ , ତେବେ ଆମ ଶ୍ଵାସ ନେବାରେ ଅସୁବିଧା ହୋଇଥାଏ ତାହାକୁ କାଶ କହିଥାଉ ।

ଯଦି ଆମ ଶରୀର ଭିତରେ କୋଣସି ଇନଫେକ୍ଶନ ହୋଇଥାଏ ତେବେ ଏହା ଚିହ୍ନ ଅନୁସାରେ କଫ ବାହାରକୁ ଆସିଥାଏ । ଏହାକୁ ଆମେ ବଲଗମ କହିଥାଉ । ବଲଗମ ଏକ ରୋଗ ପ୍ରତିରୋଗଙ୍କ ଶକ୍ତି ଅଟେ ।   ଶରୀରରେ ବଲଗମ ହେବା ଠିକ ହୋଇଥାଏ , କିନ୍ତୁ ଯଦି ଏହା ଅଧିକ ପରିମାଣ ରେ ହୋଇଥାଏ ତେବେ ଏହା ଅନୁଚିତ୍ ହୋଇଥାଏ । ଏହାର ଅର୍ଥ ହେଉଛି ଶରୀରରେ କୋଣସି ନୂଆ ରୋଗ ସୃଷ୍ଟି ହେଇଛି , ଯାହା ପ୍ରତି ଆମକୁ ସଚେତନ ରହିବା ଉଚିତ୍ ।

ଯଦି ବ୍ୟକ୍ତିର ବଲଗମ ବଢିବ ସହିତ ଦୁଇ ସପ୍ତାହ ରୁ ଅଧିକ କାଶ ହୋଇଥାଏ । ଏହା ସହିତ କଫର ରଙ୍ଗ ଧଳା ବା ହଳଦିଆ ହୋଇଥାଏ । ତୁରନ୍ତ ଚିକିତ୍ସା କରିବା ଉଚିତ୍ । ଯଦି ବ୍ୟକ୍ତିତ ଆସ୍ତାମା ରୋଗ ହୋଇଥାଏ ତେବେ ଏହି ଭଳି ପରିସ୍ଥିତିରେ ମଧ୍ୟ ବ୍ୟକ୍ତିକୁ କଷ ଏବଂ କାଶ ଦେଖାଯାଇଥାଏ । ଛୋଟ ପିଲାମାନେ ଭୁଲରେ କୋଣସି ଜିନିଷ ବା ଚୋକଲେଟ ଖାଇଦିଅନ୍ତି ତେବେ ମଧ୍ୟ ପିଲାକୁ କାଶ ହୋଇଥାଏ ।

ବୟାସ୍କ ବ୍ୟକ୍ତିମାନବକ ଗଳାରେ ଇନଫେକ୍ଶନ ହେବା ଯୋଗୁ ମଧ୍ୟ ବଲଗମ ଅଧିକ ବାହାରି ଥାଏ । ସାଧାରଣ ଭାବରେ ଆମେ ଦିନରେ ଅଳ୍ପ ମାତ୍ରରେ ବଲଗମ କୁ ବାହାର କରିଥାଉ , କିନ୍ତୁ ଯଦି ଏହାର ମାତ୍ରା ଅଧିକ ହୋଇଥାଏ ତେବେ ଏବା ପ୍ରତି ଜାଗ୍ରତ ରହିବା ଦରକାର । ଯଦି ବ୍ୟକ୍ତିକୁ ଗ୍ୟାଷ୍ଟିକ ଜନିତ ସମସ୍ୟା ରହିଥାଏ ତେବେ ଏହି ଗ୍ଯାସ ଆମ ଗଳାରେ ପହଞ୍ଚି ବଲଗମ କୁ ଅଧିକ ପରିମାଣରେ ବାହାରକୁ ନିର୍ଗତ କରିଥାଏ ।

ତେଣୁ ଯଦି ଆପଣଙ୍କ ଶରୀରରେ କଫ ଅଧିକ ବାହାରି ଥାଏ ତେବେ ଏହା ପାଇଁ ଡାକ୍ତରଙ୍କ ଚିକିତ୍ସା କରାଇବା ଉଚିତ୍ । ଏହା ସହିତ ଘରେ ଉଷୁମ ପାଣିର ସେବନ , ଅଦା କୁ ଖାଇବା ଏବଂ ହଳଦୀର ସେବନ କରିବା ଦ୍ଵାରା ବଲଗମ ବୃଦ୍ଧି ହୋଇନଥାଏ । ଯଦି ବଲ୍ଗାମ କୋଣସି ରୋଗ ଯୋଗୁ ହୋଇଥାଏ , ତେବେ ପ୍ରଥମେ ଏହାକୁ ପରୀକ୍ଷା କଋ ଜାଣି ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରିବା ଉଚିତ୍ ।

ଏହା ଯେପରି ଆପଣଙ୍କ ଶରୀରରେ ନ ହୁଏ ତେବେ ଏହା ପ୍ରତି ସାବଧାନ ରୁହନ୍ତୁ । ନିଜେ ଜୀବନ ଶୈଳୀ କୁ ପରିବର୍ତ୍ତନ କରନ୍ତୁ ସଠିକ ସମୟରେ ଖାଇବା , ନିୟମିତ ପାଣିର ସେବନ କରିବା ଏବଂ ଘରେ ହିଁ ଯୋଗ , ବ୍ୟାୟାମ ଆଦି କରି ନିଜ ଶରୀରକୁ ସୁସ୍ଥ ରଖିବା ଦ୍ଵାରା ଏହି ସମସ୍ୟା ଆସିବାର ସମ୍ଭାବନା କମ୍ ରହିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *