ବନ୍ଧୁଗଣ କିଡନୀ ଖରାପ ହୋଇଯିବା, ପଥର ହୋଇଯିବା, କାମ ନ କରିବା ହେଲେ ଏହାକୁ ଆମେ କିଡନୀ ରୋଗ କହିଥାଉ । ଆଗରୁ କିଡନୀ ରୋଗ କିଛି ନ ଥିଲା । କିନ୍ତୁ ଏବେ ଏତେ ଅଧିକ ଦେଖାଯାଉଛି କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକେ ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତର ଆପଣଙ୍କୁ କହିବେ କି କିଡନୀ ଖରାପ ହୋଇଯାଇଛି । କେବେ ପେଟରେ କଷ୍ଟ ହେଲା ଆଉ ଜଣାପଡିଲା କିଡନୀରେ ଷ୍ଟୋନ ହୋଇଯାଉଛି ଆଉ କେବେ କିଡନୀ ଫେଲୟୁର ଭଳି ସମସ୍ଯା ଦେଖାଯାଏ ।
କିଡନୀ ଖରାପ ହେବାର ମୁଖ୍ୟ କାରଣ ଆଜିକାଲିର ବିଷାକ୍ତ ଖାଦ୍ଯ । ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ କିଡନୀ ସବୁବେଳେ ସୁସ୍ଥ ରହିବ । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଦୁଇ ଗ୍ଳାସ ପାଣି ନିଅନ୍ତୁ । ତା ପରେ ୧୦୦ ଗ୍ରାମ ଧନିଆ ପତ୍ର ନିଅନ୍ତୁ । ଏବେ ଫାଳେ ଲେମ୍ବୁ କାଟିକି ପକାନ୍ତୁ । ଲେମ୍ବୁ କୁ ଚୋପା ସହ ପକାଇ ଦିଅନ୍ତୁ । ଏହା ପରେ ଏକ ଚାମଚ ଜୀରା ପକାନ୍ତୁ । ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଦୁଇ ଗ୍ଳାସ ପାଣି ଫୁଟି ଫୁଟି ଏକ ଗ୍ଳାସ ନ ହୋଇଛି ।
ଯେବେ ଆପଣଙ୍କୁ ଲାଗିବ ଏହା ଫୁଟି ଫୁଟି ଅଧା ପାଣି ହୋଇଗଲା ସେତେବେଳେ ଗ୍ଯାସ ବନ୍ଦ କରି ଦିଅନ୍ତୁ । ଯେବେ ଏହା ଉଷୁମ ରହିଯିବ ତେବେ ଏହାକୁ ଗ୍ଲାସରେ ଛାଣି ନିଅନ୍ତୁ । ସପ୍ତାହକୁ ଥରେ ଏହାର ସେବନ କରନ୍ତୁ । ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ ।
ଏହି ଡ୍ରିଂକ୍ସ କିଡନୀର ଏଫିସେଂସୀ ବଢାଇବା, ପରିସ୍ରା ଠିକ ଭାବେ ହେବାକୁ ଲାଗିବ, କିଡନୀ ର ଶକ୍ତି ବଢିବ, କିଡନୀ ରେ ଗଚ୍ଛିତ ଟକସିନ କୁ ଏହା ବାହାରକୁ ଟାଣିବ । ଏହା ଫଳରେ କିଡନୀ ଫିଲ୍ଟରଶେନ ବହୁତ ଭଲ ହେବ । ଫଳରେ ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥ ଗଚ୍ଛିତ ହେବ ନାହି । କିଡନୀ ସଂପୂର୍ଣ୍ଣ ଭାବେ ସୁସ୍ଥ ରହିବ ।
ଦ୍ଵିତୀୟ ରେମେଡି ପାଇଁ ଆବଶ୍ୟକ ମକାରୁ ବାହାରୁଥିବା ଚୁଟି । ଏହି ଚୁଟି ବହୁତ ଲାଭଦାୟକ ଅଟେ କିଡନୀ ର ଫିଡ୍ରେସନ କୁ ବଢାଇବା ପାଇଁ । ଦୁଇ ଗ୍ଳାସ ପାଣି ଏକ ପାତ୍ରକୁ ନିଅନ୍ତୁ । ଏବେ ସେଥିରେ ଏକ ତାଟିଆ ମକା ଚୁଟି ନିଅନ୍ତୁ । ତା ପରେ ଅଧ ଲେମ୍ବୁ ଚୋପା ସହ ପକାନ୍ତୁ । ଏବେ ଏହାକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଏକ ଗ୍ଳାସ ନ ହୋଇଛି ।
ଏହି ପାଣି ଫୁଟି ଅଧ ଗ୍ଳାସ ରହିବା ପରେ ଛାଣି ନିଅନ୍ତୁ । ପ୍ରଥମ ସପ୍ତାହରେ ପ୍ରଥମ ରେମେଡି କୁ ସେବନ କରିବା ପରେ ଦ୍ଵିତୀୟ ସପ୍ତାହରେ ଏହି ଡ୍ରିଂକ୍ସ କୁ ଖାଲି ପେଟରେ ସେବନ କରନ୍ତୁ । ଯେବେ ଆପଣଙ୍କ ଶରୀରର ଶକ୍ତି ବଢିବାରେ ଲାଗିବ ବା ହାତ ଗୋଡ ଫୁଲା କମ ହେବାରେ ଲାଗିବ ତେବେ ଏହି ଉପଚାର ବହୁତ ଭଲ ରେଜଲ୍ଟ ଦେଲା ବୋଲି ଜାଣିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।