କେତେବି ପୁରୁଣା ଚନ୍ଦାପଣ ହୋଇଥାଉ ନା କାହିଁକି କେଶ ପୁଣି ଉଠିବାକୁ ଲାଗିବ, କେବଳ କରି ଦେଖନ୍ତୁ ଏହି ରାମବାଣ ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ବ୍ୟକ୍ତିର ସୁନ୍ଦରତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେଇଥାଏ। କାରଣ ସୁନ୍ଦର କେଶ ଥିବା ଲୋକ ମାନଙ୍କର ସୁନ୍ଦରତାରେ ଚାରଚାନ୍ଦ ଲାଗିଥାଏ । ବହୁତ ଲୋକଙ୍କର ଯୁବଅବସ୍ତାରୁ ହିଁ କେଶ ଝଡି ଝଡି ଧୀରେ ଧୀରେ କରି ଚନ୍ଦାପଣ ଆସିଯାଇଥାଏ । ଯେଉଁ କାରଣରୁ ସେମାନେ ନିଜକୁ ଅନ୍ୟ ଆଗରେ ତୁଳନା କରିବାକୁ ସରମ କରିଥାନ୍ତି ।

ଯଦି ଚନ୍ଦାପଣ ଥିବା ଲୋକ ମାନେ ଏହି ଉପାୟକୁ ପ୍ରସ୍ତୁତ କରି ନିଜ ମୁଣ୍ଡରେ ଲଗାନ୍ତି । ତେବେ ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଆପଣଙ୍କୁ ଏହି ଉପଚାର କରିବା ପାଇଁ ପ୍ରଥମେ କିଛି ମନ୍ଦାର ପତ୍ର, ପିଆଜ ଓ ନଡିଆ ତେଲର ଆବଶ୍ୟକତା ରହିଛି । ଆପଣ ପ୍ରଥମେ ୧୦୦ ଗ୍ରାମ ନଡିଆ ତେଲ ଏକ ପାତ୍ରରେ ରଖି ଦିଅନ୍ତୁ ।

ତାପରେ ୧୦ ଟି ମନ୍ଦାର ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ସେହି ବଟା ହୋଇଥିବା ମନ୍ଦାର ପତ୍ରକୁ ଛଣା ସାହାଜ୍ଯରେ ଛାଣି ଦିଅନ୍ତୁ । ତାପରେ ନଡିଆ ତେଲରେ ସେହି ମନ୍ଦାର ପତ୍ର ବଟାକୁ ମିଶାଇ ଏକ ଚମତ୍କାରୀ ତେଲ ପ୍ରସ୍ତୁତ କରନ୍ତୁ । ତାପରେ ଆପଣ ଏବେ ଅନ୍ୟ ଏକ ରେମିଡି ପ୍ରସ୍ତୁତ କରନ୍ତୁ ।

ଆପଣଙ୍କୁ ଏଥିପାଇଁ ଗୋଟିଏ ପିଆଜର ଆବଶ୍ୟକତା ରହିଛି । ଆପଣ ଗୋଟିଏ ପିଆଜକୁ ଆଣି ତାହାର ଚୋପା ଛଡାଇ ତାହାକୁ ଗ୍ରାଇଣ୍ଡରରେ ବାଟିଦିଅନ୍ତୁ । ତାପରେ ସେହି ବାଟିଥିବା ପିଆଜକୁ ଛଣା ସାହାଜ୍ଯରେ ଛାଣି ତାହାର ରସ ବାହାର କରି ଦିଅନ୍ତୁ । ଏଲୋପେଶିଆ ବା ଚନ୍ଦାପଣକୁ ଦୂର କରିବା ପାଇଁ  ପିଆଜ ରସ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ ।

ଏବେ ଜାଣି ରଖନ୍ତୁ ଏହି ୨ ତେଲ କୁ ଆପଣ ନିଜ ମୁଣ୍ଡରେ କିପରି ପ୍ରୟୋଗ କରିବେ । ଆପଣ ପ୍ରସ୍ତୁତ କରିଥିବା ମନ୍ଦାର ପତ୍ରରୁ ତେଲକୁ ଦିନବେଳା ସମୟରେ ଭଲ ଭାବେ ଯେଉଁ ଜାଗାରେ ଚୁଟି ଅଧିକ ପରିମାଣରେ ଉପୁଡି ଥିବ , ସେହି ସ୍ଥାନରେ ଲଗାଇ ମାଲିସ କରନ୍ତୁ । ଏହା ସହିତ ରାତି ସମୟରେ ଆପଣ ପ୍ରସ୍ତୁତ କରିଥିବା ଏକ ଚାମଚ ପିଆଜ ରସ ସହିତ ଏକ ଚାମଚ ନଡିଆ ତେଲ ଓ ମନ୍ଦାର ପତ୍ର ତେଲକୁ ମିଶାଇ ମୁଣ୍ଡର ଚନ୍ଦା ଥିବା ଜାଗାରେ ଭଲ ଭାବେ ଚୁଟିର ମୂଳରେ ଲଗାନ୍ତୁ ।

ତାପରେ ସକାଳୁ ଉଠି ମୁଣ୍ଡକୁ ଧୋଇ ଦିଅନ୍ତୁ । ଏହିପରି କିଛି ଦିନ କରିବା ପରେ ଆପଣଙ୍କ ଚୁଟି ଉପୁଡି ଯାଉଥିବା ଜାଗାରେ ପୁନଃ ଚୁଟି ଉଠିବା ଆରମ୍ଭ ହୋଇଯିବ । ଏହା ସହିତ ଆପଣ ଚନ୍ଦାପଣରୁ ମୁକ୍ତି ପାଇବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *