Health Tips- ଦବି ଯାଇଥିବା ଶିର, ସାଇଟିକା ମୂଳରୁ ଭଲ ହୋଇଯିବ, ବାସ ପ୍ରତିଦିନ ଖାଆନ୍ତୁ ଏହାର 5-6 ଟି ପତ୍ର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଣ୍ଟାରୁ ଗୋଡର ପଛ ଭାଗ ଦେଇ ଏକ ସ୍ନାୟୁ ଯାଇଛି । ଯାହାକୁ ସିୟାଟୀକା ବୋଲି କୁହାଯାଇଥାଏ । ସେଥିରେ ସ୍ଲିପ ଡିସ୍କ ରହିଥାଏ । ସ୍ଲିପ ଡିସ୍କରେ ଜେଲି ସଦୃଶ ଏକ ପଦାର୍ଥ ରହିଥାଏ । ଯଦି କୌଣସି କାରଣ ବଶତଃ ସେହି ସ୍ନାୟୁ ଉପରେ ପ୍ରେସର ପଡିଥାଏ । ତେବେ ସ୍ଲିପ ଡିସ୍କରେ ରହିଥିବା ଜେଲି ପଦାକୁ ବାହାରି ଚାଲି ଆସିଥାଏ । ଯାହା ଦ୍ଵାରା ଅଣ୍ଟାର ସେହି ଭାଗରୁ ଆରମ୍ଭ ହୋଇ ଗୋଡ ପର୍ଯ୍ୟନ୍ତ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।

ଯାହାକୁ ଯଦି ଠିକ କରିବାରେ ବିଳମ୍ବ ହୋଇଯାଇଥାଏ । ତେବେ ସେଥିରେ ଖରାପ ଅସର ପଡିଥାଏ । ଯାହା ଅଣ୍ଟାର ସେହି ଭାଗରେ ଅସହ୍ୟ ଭାବରେ ଯନ୍ତ୍ରଣା ଓ ଦରଜ ରହିଥାଏ।  ଏହାକୁ ଠିକ କରିବା ପାଇଁ ଆପଣଙ୍କୁ ୨ ଟି ଯୋଗାସନ ନିହାତି ଭାବେ କରିବା ଉଚିତ । ପ୍ରଥମ ହେଉଛି ଭୁଜଙ୍ଗାଶନ ଓ ଅନ୍ୟଟି ମାର୍କଟା ଆସନ ।

ଏହି ଯୋଗାସନକୁ ପ୍ରତିଦିନ ସକାଳୁ ମିୟମିତ ଭାବରେ କରିବା ଦ୍ଵାରା ସିୟାଟୀକା ଭଳି ସମସ୍ଯା ଅଳ୍ପ ଦିନରେ ଦୂର ହୋଇଥାଏ । ଏହି ଅଣ୍ଟା ସମସ୍ଯା ପ୍ରାୟତଃ ସେମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁ ମାନଙ୍କର ବହୁତ ସମୟ ପର୍ଯ୍ୟନ୍ତ ବସିକି କାମ କରିବାର ଅଭ୍ଯାସ ରହିଥାଏ । ଯେଉଁ ମାନେ ଭାରୀ ଜିନିଷ ସବୁବେଳେ ଉଠାଇବାର କାମ କରିଥାନ୍ତି ।

ଯେଉଁ ମାନେ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ କୌଣସି କାମ କରୁଛନ୍ତି । ସେମାନଙ୍କୁ ପ୍ରତି ଘଣ୍ଟାରେ କିଛି ସମୟ ପାଇଁ ନିଜକୁ ରିଲାକ୍ଷ ଦେବା ଉଚିତ । ଯାହା ଦ୍ଵାରା ତାଙ୍କ ଅଣ୍ଟା ଉପରେ ଏହାର ଭଲ ପ୍ରଭାବ ପଡିବ । ବହୁତ ଜୋରରେ ଦୌଦା ଦୋଡି କରିବା ମଧ୍ୟ ଅନୁଚିତ । କାରଣ ଯେତେବେଳେ ବ୍ୟକ୍ତି ଅଧିକ ଜୋରସେ ଦୌଡ଼ି ଥାଏ ।

ଅଣ୍ଟା ଉପରେ ମଧ୍ୟ ତାର ପ୍ରେସର ପଡିଥାଏ । ଏହାକୁ ଠିକ କରିବା ଏକ ରେମିଡି ଜାଣି ରଖନ୍ତୁ । ଆପଣ ଏକ ଗ୍ଳାସ ପାଣିରେ ମେଥି ଭିଯାଇ ରଖି ଦିଅନ୍ତୁ । ସକାଳେ ଖାଲି ପେଟରେ ସେହି ମେଥି ଦାନାକୁ ଖାଇବା ସହ ତାର ପାଣିକୁ ମଧ୍ୟ ପିଇଦିଅନ୍ତୁ । ମେଥିରେ ଆଣ୍ଟିଇନଫ୍ଲାମେଣ୍ଟାରି ଗୁଣ ରହିଥାଏ । ଯାହା ଶରୀରରେ ସୃଷ୍ଟ ଅଣ୍ଟା ଯନ୍ତ୍ରଣାକୁ ଦୂର କରିଥାଏ । ଅଣ୍ଟା ସମସ୍ଯା ପାଇଁ ଅନ୍ୟ ଏକ ରେମିଡି ହେଉଛି ।

ପାରିଜାତ ଗଛର ପତ୍ରରୁ ୭ ରୁ ୮ ଟି ପତ୍ର ଆଣି ତାହାର ପେଷ୍ଟ ପ୍ରସ୍ତୁତ କରି ଏକ ଗ୍ଳାସ ପାଣିରେ ତାହାକୁ ମିଶାଇ ଅଳ୍ପ ଫୁଟାଇ ଦିଅନ୍ତୁ । ସକାଳେ ପୁନଶ୍ଚ ଏହାକୁ ଅଳ୍ପ ଗରମ କରି ତାହାକୁ ଛାଣି ସେବନ କରନ୍ତୁ । ଏପରି କରିବା ଦ୍ଵାରା ସ୍ନାୟୁକୁ ନେଇ ଯେଉଁ ସମସ୍ୟା ରହୁଅଛି । ଏହା ସବୁ ଦୂର ହୋଇଯିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *