Health Tips- ରାତିରେ ପାଣିରେ ଭିଜେଇ ପ୍ରତିଦିନ ଖାଆନ୍ତୁ, ଭଲ ହୋଇଯାଏ ଏହି 10 ରୋଗ, ବାତ, ପିତ୍ତ, କଫ, ନର୍ଭ ପେନ ଓ Joint Pain ପୁରା ଗାୟବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟର ସ୍ଵାସ୍ଥକୁ ନେଇ କିଛି ନା କିଛି ସମସ୍ଯା ରହିଥାଏ । ଆଜି ଆପଣ ମାନେ ଶରୀରରେ କ୍ୟାଲସିୟମର ଅଭାବ ଯୋଗୁ ହେଉଥିବା ହାଡର ଦୁର୍ବଳତା, ଆଣ୍ଠୁ ଗଣ୍ଠି ସମସ୍ଯା ଓ ଆଣ୍ଠୁ ଗଣ୍ଠିରୁ ବାହାରୁ ଥିବା କଟ୍ କଟ୍ ଆବାଜକୁ ଦୂର କରିବା ପାଇଁ ଘରୋଇ ସହଜ ଉପଚାର ବିଷୟରେ ଜାଣିବାକୁ ପାଇବେ । ଯାହାକୁ ଆପଣ ବହୁତ ସହଜ ତରିକାରେ ପ୍ରସ୍ତୁତ କରିପାରିବେ । ଏହି ଉପଚାର କରିବା ପାଇଁ ଆପଣଙ୍କୁ ପ୍ରଥମେ କରଞ୍ଜୀର ଆବଶ୍ୟକତା ରହିଅଛି ।

କରଞ୍ଜୀର ସେବନ ଦ୍ଵାରା କେଶ ମଜଭୁତ ହୋଇଥାଏ, ଡାଇଜେସନ ପାୱାର ବୃଦ୍ଧି ହୋଇଥାଏ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର କରିଥାଏ, ଶରୀରରେ କ୍ୟାଲସିୟମର ଭାବ ଦୂର କରିଥାଏ । ଦିତୀୟରେ ଧଳା ରାଶିର ଆବଶ୍ୟକତା ରହିଅଛି । ଧଳା ରାଶି ମଧ୍ୟ ଶରୀରରେ କ୍ୟାଲସିୟମର  ଅଭାବକୁ ଦୂର କରିଥାଏ । ଯେଉଁ ମାନଙ୍କର ଉଚତା ବଢି ପାରିନାହିଁ ।

ସେମାନେ ଏହାକୁ ସେବନ କରିବା ଉଚିତ । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ତୃତୀୟ ସାମଗ୍ରୀ ହେଉଛି ଅଳସୀ । ଏଥିରେ ମିଳୁଥିବା ସମସ୍ତ ପୋଷକ ତତ୍ଵ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ । ଏହା ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ । ଆପଣ ପ୍ରଥମେ ଗ୍ଯାସରେ ତାୱା ବସାଇ ଅଳସୀ ଧିମା ଆଞ୍ଚରେ ଭାଜି ଦିଅନ୍ତୁ ।

ତାପରେ ଧଳା ରାଶିକୁ ମଧ୍ୟ ସେହିପରି କଢେଇ ବସାଇ ଧିମା ଆଞ୍ଚରେ ଭାଜି ଦିଅନ୍ତୁ । କଞ୍ଚା ରାଶିର ସେବନ କରିବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା କାଶ ସମସ୍ଯା ଆସିଥାଏ । ସର୍ବଦା ଅଳ୍ପ ଭାଜି କରି ଖାଆନ୍ତୁ । ଅଳସୀ ଓ ଧଳା ରାଶିକୁ ଏକ ଛୋଟ ହେମଦସ୍ତାରେ ପକାଇ ଭଲ ଭାବରେ କୁଟି ଦିଅନ୍ତୁ । ଏଥିରୁ ପ୍ରସ୍ତୁତ ହେଉଥିବା ପାଉଡରକୁ ଆପଣ ଗୁଡ ସହିତ ମିଶାଇ ଖାଇପାରିବେ ।

କ୍ଷୀର ସହିତ ମିଳାଇ ମଧ୍ୟ ଏହାର ପାଉଡରର ସେବନ କରିପାରିବେ । ଯେଉଁ ମାନଙ୍କୁ କାଶ ସର୍ଦ୍ଧୀ ଭଳି ସମସ୍ଯା ରହୁଥାଏ । ତେବେ ସେମାନେ ରାତିରେ ମହୁ ସହିତ ଏହି ପାଉଡରକୁ ମିଳାଇ ଖାଇପାରିବେ । ଯଦି ଆପଣ ଡାଇବେଟିସରେ ପୀଡିତ ଥାଏ । ତେବେ କୌଣସି ପ୍ରକାର ମିଠା ସାମଗ୍ରୀର ବ୍ୟବହାର ନକରି ଖାଲି ଖାଇବା ଆପଣଙ୍କ ସ୍ଵାସ୍ଥ ପକ୍ଷେ ହିତକର ରହିବ ।

କରଞ୍ଜୀକୁ ଆପଣ ରାତିରେ ଶୋଇବା ସମୟରେ ପାଣିରେ ବତୁରାଇ ସକାଳେ ଏହାର ସେବନ କରନ୍ତୁ । ଏହା ଆପଣଙ୍କ ଶରୀରରେ ହେଉଥିବା କ୍ୟାଲସିୟମର ଅଭାବକୁ ଦୂର କରିଥାଏ । ଆଣ୍ଠୁ ଗଣ୍ଠିରୁ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ସହିତ ସେଥିରେ ବାହାରୁଥିବା କଟ୍ କଟ୍ ଆବଜକୁ ବନ୍ଦ କରିଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *