15 ଦିନ ଲଗାତାର ପିଅନ୍ତୁ ଏହି ଜୁସ, Liver କେବେ ବି ହେବ ନାହିଁ ଖରାପ ! (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏକ ଏଭଳି ଜୁଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ଲିଭର କୁ ସୁସ୍ଥ ରଖିବା ନିମନ୍ତେ ଆପଣଙ୍କୁ ବହୁତ ଅଧିକ ସାହାର୍ଯ୍ୟ କରିବ । ଆଜି ଆମ୍ଭେ ଯେଉଁ ଜୁଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ୪ ଟି ଜିନିଷ କୁ ନେଇ ପ୍ରସ୍ତୁତ ହୋଇଥାଏ ଏବଂ ଏହି ଚାରି ବସ୍ତୁ ଆପଣଙ୍କ ଲିଭର ପାଇଁ ବହୁତ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଜୁଷ କୁ ପ୍ରସ୍ତୁତ କରିବା ନିମନ୍ତେ ଗାଜର, ସେଓ, କମଳା, ଏବଂ ପୋଦିନା ପତ୍ରର ଆବଶ୍ୟକ ଅଟେ ।

ଏହି ୪ ଟି ଜିନିଷ ମଧ୍ୟରୁ ଅନେକ ପ୍ରକାରର ନ୍ୟୁଟ୍ରିନ୍ଟ ମିଳିଥାଏ ଏବଂ ବିଶେଷ କରି ଏହା ଲିଭର ର ସେଲ୍ସ କୁ ପ୍ରୋଟେକ୍ଟ ମଧ୍ୟ କରିଥାଏ । ଗାଜର ଆମ୍ଭ ଲିଭର ମଧ୍ୟରେ ହେଉଥିବା ଡାମେଜ କୁ ସଠିକ କରିବାର କାର୍ଯ୍ୟ କରିଥାଏ । ଲିଭର ମଧ୍ୟରେ ଡି-କଞ୍ଜେଷ୍ଟ ହୋଇଯାଇଥିଲେ ତାହାକୁ ଟକ୍ସିସ କରି ଏଲିମିଟେଡ କରିଥାଏ ପୋଦିନା ।

ଏହି ୪ ଟି ଜିନିଷ କୁ ଯେତେବେଳେ ଆମ୍ଭେ ବ୍ୟବହାର କରିବା ତେବେ ସେଥିରୁ ଆମ୍ଭକୁ ଏହି ବେନିଫିଟ ମିଳିବ । ଏହାପରେ ଲିଭର ର ହେଲ୍ଥ ଇମ୍ପୃଭ ନିଶ୍ଚିତ ଭାବରେ ହେବ । ଆସନ୍ତୁ ଏବେ ଜାଣିବା ଏହାକୁ ବନାଇବା କିଭଳି ? ଏହି ଜୁଷ କୁ ବନାଇବା ପାଇଁ ଆପଣଙ୍କୁ ଦରକାର ୪ ଟି ବଡ ବଡ ଗାଜର, ଗୋଟିଏ ସେଓ, ଗୋଟିଏ କମଳା, ଏବଂ ଅଳ୍ପ ପୋଦିନା ପତ୍ର ।

ଏହି ୪ ଟି ଜିନିଷ କୁ ଆପଣ ଏକ ଜୁଷର ମଧ୍ୟରେ ପକାଇ ଦିଅନ୍ତୁ । ଏବଂ ଭଲଭାବରେ ଏହାର ଜୁଷ ବାହାର କରି ନିଅନ୍ତୁ । ଏବଂ ଏହି ଜୁଷ ମଧ୍ୟରେ ଆପଣଙ୍କୁ କିଛି ମଧ୍ୟ ମିଶାଇବାର ନାହିଁ । ନା ସେଥିରେ ଆପଣ ସୁଗାର ମିଶାଇବେ ନା ସେଥିରେ ଲୁଣ ମିଶାଇବେ, ନା ଆପଣ ସେଥିରେ ଅନ୍ୟ କୌଣସି ମସଲା ମିଶାନ୍ତୁ । ଏହାକୁ ପ୍ୟୁର ନିଅନ୍ତୁ ଏବଂ ସକାଳେ ଜଳଖିଆ କରିବା ପୂର୍ବ ରୁ ଆପଣ ଏହାକୁ ନିଶ୍ଚିତ ଭାବରେ ସେବନ କରନ୍ତୁ ।

ସମୁଦାୟ ୭ ରୁ ୮ ଦିନ ମଧ୍ୟରେ ଆପଣଙ୍କୁ ଏହି ଜୁଷ ର ରେଜଲ୍ଟ ମିଳିବା ଆରମ୍ଭ ହୋଇଯିବ । ଯଦି ଆପଣଙ୍କୁ ଭୋକ ହେଉ ନାହିଁ ତେବେ ତାହା ମଧ୍ୟ ବଢିବାକୁ ଲାଗିବ । ଜଣ୍ଡିସ ଥିଲେ ସେଥିରେ ଆପଣଙ୍କୁ ସୁଧାର ଦେଖିବାକୁ ମିଳିବ । ଯଦି ଆପଣଙ୍କ ଲିଭର କମଜୋର ଅଛି ତେବେ ମଧ୍ୟ ଆପଣଙ୍କୁ ସୁଧାର ଦେଖିବାକୁ ମିଳିବ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *