Vastu Shastra- ଏହି 3 ଲୋକଙ୍କ ଡାକ ଭଗବାନ କେବେ ବି ଶୁଣନ୍ତି ନାହିଁ, ସବୁବେଳେ ଏମାନଙ୍କ ଘରେ ରହିଥାଏ ଦରିଦ୍ରତା !

ବନ୍ଧୁଗଣ, ଆମ୍ଭ ଧର୍ମ ରେ ସମୁଦାୟ ୧୮ ଟି ପୁରାଣ ରହିଅଛି । ଏଥି ମଧ୍ୟରୁ ଶିବପୁରାଣ ଏକ ଏଭଳି ପୁରାଣ ଅଟେ ଯେଉଁଥିରେ ମନୁଷ୍ୟ ଜୀବନକୁ ସୁଖକର ବନାଇବା ନିମନ୍ତେ କେତେକ ମନ୍ତ୍ର କୁହାଯାଇଅଛି । ଶିବ ପୁରାଣ ରେ ମାତା ପାର୍ବତୀ ଏବଂ ଭଗବାନ ଶିବ ଙ୍କ ସମବାଦ ସାର ସମ୍ବନ୍ଧରେ ମଧ୍ୟ କୁହାଯାଇଅଛି । ଏହି ପୁରାଣ ରେ ୫ ଟି ଏଭଳି ପାପ ର ବର୍ଣ୍ଣନା ମିଳିଅଛି ଯାହାକୁ ମନୁଷ୍ୟ ଅଜାଣତରେ କରିଥାଏ ଏବଂ ତାହାର ଦଣ୍ଡ ଭୋଗିବାକୁ ପଡିଥାଏ । ଶିବପୁରାଣ ଅନୁଯାୟୀ ମନୁଷ୍ୟ ଙ୍କୁ ଏହିଭଳି ପାପ ଆଦୌ ଭୁଲରେ ମଧ୍ୟ କରିବା କଥା ନୁହେଁ ।

ଏହାକୁ କରିବା ଦ୍ଵାରା ଭଗବାନ ଶିବ ଙ୍କର ଆପଣଙ୍କ ଉପରେ କେବେ ମଧ୍ୟ କୃପା ହୋଇ ନଥାଏ ତେବେ ଆସନ୍ତୁ ଜାଣିବା ଅତହା କଣ ଅଟେ ? ୧;- ସବୁଠାରୁ ପ୍ରଥମ ପାପ ହେଉଛି ମାନସିକ ପାପ । ଶିବ ପୁରାଣ ଅନୁସାରେ କଳିଯୁଗ ମନୁଷ୍ୟ ନୀତିଦିନ ମାନସିକ ପାପ କରିଥାଏ । ମାନସିକ ପାପ ଏହାକୁ କୁହାଯାଇଥାଏ ଯେତେବେଳେ ଆପଣ ନିଜ ମନରେ ଅନ୍ୟ ମାନନ ପ୍ରତି ଖରାପ ଚିନ୍ତାଧାରା ଆଣିଥାନ୍ତି ।

ଯାହା କୌଣସି ସ୍ତ୍ରୀ ସମ୍ବନ୍ଧରେ ହେଉ ଅଥବା ଅନ୍ୟ କୌଣସି ବ୍ୟକ୍ତି ଙ୍କର ଉନ୍ନତି କୁ ଦେଖି ହୋଇଥାଉ । ଅଥବା କାହାର ସୌନ୍ଦର୍ଜ୍ୟ କୁ ଦେଖି ମଧ୍ୟ ହୋଇଥାଉ । ମନରେ ଖରାପ ଚିନ୍ତାଧାରା ଆଣିଥାଏ ଅଥବା ମନ ହିଁ ମନରେ କାମନା କରିଥାଏ ଯେ ଅନ୍ୟର ଅହିତ ହୋଇଯାଉ ଅଥବା ଈଶ୍ଵରଙ୍କୁ ପ୍ରାର୍ଥନା କରିଥାଏ ଯେ କାହାର ଖରାପ ହୋଇଯାଉ ତେବେ ଏହା ବହୁତ ବଡ ପାପ ଅଟେ ।

୨;-  ବାଚିକ ପାପ, ଶିବ ପୁରାଣ ଅନୁସାରେ ମୁଖରୁ ଅନ୍ୟ ମାନଙ୍କୁ ଖରାପ କହିବା ଅଥବା କୌଣସି ବ୍ୟକ୍ତି ଙ୍କୁ ଦୁଃଖ ପହଞ୍ଚାଇବା ନିମନ୍ତେ ଖରାପ ଭାଷା ର ବ୍ୟବହାର କରିବା ବହୁତ ବଡ ପାପ ହୋଇଥାଏ । ଏହାକୁ ବାଚିକ ପାପ କୁହାଯାଇଥାଏ । ମନୁଷ୍ୟ କୁ ସର୍ବଦା ମୁଖ ରୁ ସତ୍ୟଭାଷା କହିବା ଆବଶ୍ୟକ । ଏବଂ ମିଠାବାଣୀର ପ୍ରୟୋଗ କରିବା ଆବଶ୍ୟକ । ଯେଉଁ ଲୋକ ନିଜ ମୁଖରୁ ମିଛ କହିଥାନ୍ତି ତଥା କଟୁ ଶବ୍ଦ ରେ ଅନ୍ୟର ଅପମାନ କରିଥାନ୍ତି ତେବେ ଏହାକୁ ପାପା ମାନାଯାଇଥାଏ । ଏହିଭଳି ଲୋକ ଜୀବନରେ ସର୍ବଦା ଗରିବ ହିଁ ରହିଥାନ୍ତି ।

୩;- ଶାରୀରିକ ପାପ, ଶିବ ପୁରାଣରେ ପ୍ରକୃତି କୁ ଈଶ୍ବରୀୟ ରୂପ ମାନାଯାଇଅଛି ଅତଃ ଆକାରଣରେ ହିଁ ପ୍ରକୃତିକୁ କ୍ଷତି ପହଞ୍ଚାଇବା ପାପ ମାନାଯାଇଅଛି । ଗଛଲତା କୁ କାଟିବା, ପଶୁ ମାନଙ୍କ ହ-ତ୍ୟା କରିବା, ଏହିସବୁ ଶାରିରୀକ ପାପର ଶ୍ରେଣୀରେ ଆସିଥାଏ । ଏହା ସହିତ ପାଦ ତଳେ ମଧ୍ୟ ଅନେକ ଜୀବଜନ୍ତୁ କୁ ଦଳିବା କୁ ହିଁ ପାପ କୁହାଯାଇଅଛି । ଜଣେ ମହାତ୍ମା ପୁରୁଷ ନିଜ ପାଦ ପୃଥିବୀ ମାତା ଉପରେ ରଖିବା ଆଗରୁ କ୍ଷମା ପ୍ରାର୍ଥନା କରିଥାଏ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *