ରାତିରେ ଭୁଲରେ ବି ଖାଇବା କଥା ନୁହେଁ ଏହି 10 ଜିନିଷ, ପଡି ପାରନ୍ତି ଅସୁବିଧାରେ ! (Health Tips)

ବନ୍ଧୁଗଣ, ଖାଦ୍ୟକୁ ନେଇ ସମସ୍ତଙ୍କର ଅଲଗା ଅଲଗା ସ୍ଵାଦ ରହିଥାଏ ମାତ୍ର କିଛି ଲୋକ ଡେରି କରି ଖାଇଥାନ୍ତି । ଶରୀର ଉପରେ ଏହି ଅଭ୍ୟାସ ଗୁଡିକର ପ୍ରଭାବ ପଡିବା ସହିତ ଆପଣ ରାତିରେ ଯାହା ମଧ୍ୟ ଖାଦ୍ୟ ଖାଇବେ ତାହାର ସିଧା ପ୍ରଭାବ ଆପଣଙ୍କ ନିଦ ଉପରେ ପଡିଥାଏ । ଆୟୁର୍ବେଦ ଅନୁସାରେ କୁହାଯାଇଅଛି ଯେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଅଥବା ତାହାଠାରୁ ଅଧିକ ସମୟ ପୂର୍ବ ରୁ ଖାଦ୍ୟ ଖାଇବା ଆପଣଙ୍କ ଶରୀର ନିମନ୍ତେ ଉଚିତ ରହିଥାଏ । ଖାଇବାର ତୁରନ୍ତ ପରେ ଶୋଇଲେ ସେଥିରେ ମୋଟାପଣ ବଢିଥାଏ ।

ଏହା ସହିତ ଆମ୍ଭର ପାଚନ ତନ୍ତ୍ର ମଧ୍ୟ ଏହାଦ୍ଵାରା ପ୍ରଭାବ ହୋଇଥାଏ । କେତେକ ଲୋକେ ରାତି ଅଧାରେ ପାସ୍ତା ଖାଇ ଶୋଇଯାଇଥାନ୍ତି । ମାତ୍ର ପାସ୍ତା ରେ ବହୁତ ଅଧିକ କାର୍ବୋହାଇଡ୍ରେଟ ଏବଂ ଅନ୍ୟ କେତେ ଏଭଳି ପଦାର୍ଥ ରହିଥାଏ ଯାହାକୁ ଶରୀର ଜଲ୍ଦି ପଚାଇ ପାରି ନଥାଏ ।

ଏହାକୁ ସେବନ କରିବା ଦ୍ଵାରା କବଜ ଅଥବା ଏସିଡିଟି ଭଳି ସମସ୍ୟା ଦେଖାଯାଇପାରେ । ମସଲାଯୁକ୍ତ ଖାଦ୍ୟ, ଏଭଳି ଖାଦ୍ୟ ଶରୀରରେ ପିତ ବଢାଇବା ଭଳି କାର୍ଯ୍ୟ କରିଥାଏ । ଅଧିକ ମିଠା ଖାଇବା ଶରୀର ପାଇଁ କ୍ଷତିକାରକ ଅଟେ । ମିଠା ଖାଇବା ଦ୍ଵାରା ଦାନ୍ତ ଖରାପ ହୋଇଥାଏ । ମୋଟାପଣ ମଧ୍ୟ ବଢିଥାଏ । ଚାଉମିନ ରେ ବହୁତ ଅଧିକ ହାଇକାଲୋରୀ ହୋଇଥାଏ ଏଣୁ ଏହାର ସେବନ ଶୋଇବା ପୂର୍ବରୁ କରିବା ଆଦୌ ଉଚିତ ନୁହେଁ ।

ଯଦି ଆପଣ ରାତିରେ ଫିଟ ରହିବାକୁ ଚାହୁଁଛନ୍ତି ତେବେ ଆପଣ ରାତିରେ କେବଳ ୪୦୦ ରୁ ୫୦୦ କାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ । ଯଦି ଆପଣ ଓଜନ କୁ ନିୟନ୍ତ୍ରିତ କରୁଛନ୍ତି ତେବେ ଆପଣ ୫୫୦ ପର୍ଯ୍ୟନ୍ତ କାଲୋରୀ ଖାଇ ପାରିବେ । ଫିଟ ରହିବା ନିମନ୍ତେ ରାତିରେ ୨୫ ରୁ ୩୫ ଗ୍ରାମ ପ୍ରୋଟିନ ଖାଇବା ଆବଶ୍ୟକ । ଏହାଦ୍ଵାରା ମାଂସପେଶୀ ମଜବୁତ ରହିଥାଏ ।

ଖାଇବା ପ୍ରସ୍ତୁତ କରିବା ସମୟରେ ଆପଣ ମାନଙ୍କୁ ଓଲିଭ oil ର ତେଲ ପ୍ରୟୋଗ କରିବା ଆବଶ୍ୟକ । ଏହା ସହିତ ବାଦାମ ମଧ୍ୟ ସେବନ କରିବା ଆବଶ୍ୟକ । ଏଭଳି କରିବା ଦ୍ଵାରା ଭଲ ନିଦ ଆସିଥାଏ । ଫିଟ ରହିବା ନିମନ୍ତେ ଦିନଯାକ ରେ ୨୫ ଗ୍ରାମ ଫାଇଭର ଫୁଡ ଖାଇବା ଆବଶ୍ୟକ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *