Jyotish Shastra- ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି 6 ଟି ନାମର ଲୋକ, ଏମାନଙ୍କ ସହିତ ଶତୃତା ପଡିବ ଭାରି !

ବନ୍ଧୁଗଣ, ଦେବ ଦେବା ମହାଦେବ ଯେତେ ଶୀଘ୍ର ନିଜ ଭକ୍ତ ଦ୍ଵାରା ପ୍ରସନ୍ନ ହୋଇଥାନ୍ତି ସେତେ ଜଲ୍ଦି କ୍ରୋଧିତ ମଧ୍ୟ ହୋଇଥାନ୍ତି । ମାତ୍ର ଅଧିକାଂଶ ସମୟରେ ମହାଦେବ ନିଜ ଭକ୍ତ ଙ୍କ ଉପରେ ପ୍ରସନ୍ନ ଅବସ୍ଥା ରେ ହିଁ ରହିଥାନ୍ତି । ଯେଉଁ ଭକ୍ତ ମହାଦେବଙ୍କ ଆରାଧନା ପ୍ରକୃତ ମନରେ କରିଥାଏ ତାହାକୁ ମହାଦେବ କେବେ ମଧ୍ୟ ନିରାଶ କରି ନଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି 5 ଟି ରାଶିର ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ମହାଦେବ ଙ୍କ ଅଂଶ ବୋଲି ମାନାଯାଇଥାଏ ।

୧;- A ନାମ ଥିବା ବ୍ୟକ୍ତି, ଯେଉଁ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ମହାଦେବ ଙ୍କର ସବୁଠାରୁ ଖାସ ହୋଇଥାନ୍ତି । ମହାଦେବ ସମସ୍ତ ଦୁଷ୍ଟ ଶକ୍ତି ରୁ ଏମାନଙ୍କୁ ରକ୍ଷା କରିଥାନ୍ତି । ଏମାନଙ୍କ ଜୀବନରେ କେତେବେଳେ ଯଦି କୌଣସି ବିପତ୍ତି ଆସିଲେ ମଧ୍ୟ ମହାଦେବ ଏମାନଙ୍କ ସମସ୍ତ ପରିସ୍ଥିତିରେ ରକ୍ଷା କରିଥାନ୍ତି ।

୨;- R ନାମର ବ୍ୟକ୍ତି, ଯେଉଁ ବ୍ୟକ୍ତି ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏହି ଲୋକ ମାନେ ମହାଦେବଙ୍କର ସବୁଠାରୁ ବହୁତ ନିକଟତର ହୋଇଥାନ୍ତି । ଏହି ଲୋକ ମାନଙ୍କର ମହାଦେବ ସମସ୍ତ ପ୍ରକାରର ସାହାର୍ଯ୍ୟ କରିଥାନ୍ତି । ଯଦି ଏହି ଲୋକ ମାନଙ୍କ ସହିତ ଅନ୍ୟ କୌଣସି ବ୍ୟକ୍ତି ଶତ୍ରୁତା କରିଥାଏ ତେବେ ତାହାର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଇଥାଏ ।

୩;- J ନାମ ଥିବା ବ୍ୟକ୍ତି, ଏହି ନାମର ଲୋକ ଙ୍କ ଉପରେ ମହାଦେବ ନିଜର କୃପା ଦ୍ରୁଷ୍ଟି ବନାଇ ରଖିଥାନ୍ତି । ଏମାନଙ୍କ ଉପରେ କୌଣସି ସଙ୍କଟ ମଧ୍ୟ ଆସି ନଥାଏ ।

୪;- P ନାମ ଥିବା ବ୍ୟକ୍ତି, ଏହି ନାମ ର ଲୋକ ମାନଙ୍କ ଉପରେ ମହାଦେବ ସବୁବେଳେ ବହୁତ ଖୁସି ରହିଥାନ୍ତି । ଏହି ନାମର ଲୋକ କେବେ ମଧ୍ୟ ମହାଦେବଙ୍କ ଠାରୁ ଦୂରେଇ ରହିନଥାନ୍ତି । ଏହି ବ୍ୟକ୍ତି ମାନଙ୍କ ମନ ବହୁତ ନିର୍ମଳ ହୋଇଥାଏ । କୌଣସି ପ୍ରକାରର ଛଳ କପଟ ଏମାନଙ୍କ ମଧ୍ୟରେ ନଥାଏ । ଏହି କାରଣରୁ ମହାଦେବ ସବୁବେଳେ ଏମାନଙ୍କ ସହିତ ରହିଥାନ୍ତି ।

୫;- M ଏବଂ N ଅକ୍ଷର ଥିବା ଲୋକ, ଯେଉଁ ଲୋକ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏହିଭଳି ଲୋକ ମାନଙ୍କୁ ମହାଦେବ ସବୁବେଳେ ଖୁସି ରଖିଥାନ୍ତି । ଯଦି କୌଣସି ବ୍ୟକ୍ତି ଏହିଭଳି ଲୋକଙ୍କ ସହିତ ଶତ୍ରୁତା କରିଥାଏ ତେବେ ସେ ମହାଦେବଙ୍କ କ୍ରୋଧ ର ଶିକାର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *