ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ ମନ୍ୟୁଷ କାମ କାର୍ଯ୍ୟ କାରଣରୁ ଏତେ ଥକି ଯାଉଛି କି ତାକୁ ନିଜ ପାଇଁ ଟିକେ ସମୟ ମିଳୁନାହିଁ । ଏବଂ ନିଜ ଖାଇବା ପିଇବାରେ ମଧ୍ୟ ଠିକ ଭାବରେ ଧ୍ୟାନ ଦେଉନାହିଁ । ଏହି କାରଣରୁ ତାଙ୍କ ମଧ୍ୟରେ ଦୁର୍ବଳତା ଆସିଯାଉଛି । ଏବଂ ତାହାପରେ ତାଙ୍କ ଶରୀରରେ ପୀଡ଼ା ମଧ୍ୟ ଦେଖା ଦେଉଛି । ଏଥିପାଇଁ ତାଙ୍କୁ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘୋରୋଇ ଉପଚାର ବିଷୟରେ ଜଣାଇବୁ ।
ଯାହାକୁ ପ୍ରୋୟଗ କଲାପରେ ଆପଣ ନିଜର ସମସ୍ତ ପୀଡ଼ା କୁ ଦୂର କରିପାରିବେ । ଏହି ଉପଚାର ପାଇଁ ଅପଣଙ୍କୁ ଦୁଇଟି ସାମଗ୍ରୀର ଆବଶ୍ୟକତା ପଡ଼ିବ । ପ୍ରଥମ ସାମଗ୍ରୀ ହେଉଛି ସୋରିଷ ତେଲ । ଏହା ଆପଣଙ୍କୁ ଅତି ସହଜରେ ଘରେ ମିଳିପାରିବ । ଦ୍ଵିତୀୟ ସାମଗ୍ରୀ ହେଉଛି ଜାଇଫଳ । ଏହାକୁ ଆପଣ କୌଣସି ସଉଦା ଦୋକାନରୁ ଆଣିପାରିବେ ।
ଏହାର ମୂଲ୍ୟ ମାତ୍ର ୫ ଟଙ୍କା । ପ୍ରଥମେ ଆପଣ ଏହି ଜାଇଫଳ କୁ ଭଲ ଭାବେ ପେଶି କରି ପାଉଡର ବନାଇ ଦିଅନ୍ତୁ । ଗୋଟେ ବାଉଲ ରେ ୨ ଚାମଚ ଜାଇଫଳ ପାଉଡର କୁ ନିଅନ୍ତୁ ଏବଂ ଏଥିରେ ୩ ଚାମଚ ସୋରିଷ ତେଲ ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଭଲ ଭାବରେ ମିଶିଗଲା ପରେ ଏହି ମିଶ୍ରଣ କୁ ଆପଣଙ୍କର ପୀଡ଼ା ହେଉଥିବା ଜାଗାରେ ଲଗାନ୍ତୁ ।
ସେମିତି ହିଁ ସେହି ମିଶ୍ରଣ କୁ ଲାଗି ରହିବାକୁ ଦିଅନ୍ତୁ । ଏହି ମିଶ୍ରଣ କୁ ଲଗାଇବା ଦ୍ଵାରା କିଛି ସମୟ ପରେ ଆପଣଙ୍କ ପୀଡ଼ା ଦୂର ହୋଇଯିବ । ଯଦି ଆପଣଙ୍କୁ ପ୍ରତିଦିନ ପୀଡ଼ା ହେଉଛି ତେବେ ଶୋଇବା ପୂର୍ବରୁ ସବୁଦିନ ଲଗାନ୍ତୁ । କିଛି ଦିନ ଏମିତି ଲଗାଇବା ଦ୍ଵାରା ଆପଣଙ୍କ ପୀଡ଼ା ସବୁଦିନ ପାଇଁ ଭଲ ହୋଇଯିବ । ଏହା ଆପଣଙ୍କ ଅଣ୍ଟା ବିନ୍ଧା, ଗୋଡ ବିନ୍ଧା, ହାତ ବିନ୍ଧା ସବୁଦିନ ପାଇଁ ଦୂର କରିଦେବ ।
ଏହାକୁ କେବଳ ଆପଣ ଥରେ ପ୍ରୟୋଗ କରିଲେ ଆପଣ ଏହାର ଲାଭ ଦେଖି ଦେଖିପାରିବେ । ସାଧାରଣତ ବ୍ୟକ୍ତି ଙ୍କର ଟିକିଏ କଣ ହେଲେ ସେ ହଟାତ ଡାକ୍ତରୀ ମେଡ଼ିସିନ ଖାଇବାକୁ ଲାଗନ୍ତି । ମାତ୍ର ଆପଣ ଘରୋଇ ଉପଚାର ଦ୍ଵାରା ହିଁ ବିଭିନ୍ନ ପ୍ରକାରର ଶରୀରର ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।