ଯେଉଁ ସ୍ତ୍ରୀ ତକିଆ ତଳେ ଏହି 1 ଜିନିଷ ରଖି ଶୋଇଥାଏ, ତା’ର ଘରେ କେବେ ବି ହୋଇନଥାଏ ଧନର ଅଭାବ ! ଦୂର ହୋଇଯାଏ ଦୁଃଖ ଦରିଦ୍ରତା

ବନ୍ଧୁଗଣ, ଶୋଇବା ସମୟରେ ତକିଆ ତଳେ ଆପଣ କେବଳ ଏହି ୧ ଟି ଜିନିଷ ରଖି ଦିଅନ୍ତୁ । ଏହାପରେ ଦେଖିବେ ଆପଣଙ୍କ ଭାଗ୍ୟ କିଭଳି ରାତାରାତି ଭାବରେ ଚମକିଯିବ । ସାଧାରଣତ ରାତିରେ ଶୋଇବା ସମୟରେ ସମସ୍ତଙ୍କୁ ପ୍ରାଏ ତକିଆ ର ଆବଶ୍ୟକ ରହିଥାଏ । ଏହା ଦେଖିବା ନିମନ୍ତେ ସାଧାରଣ ତକିଆ ହେଇଥାଉ ମାତ୍ର ସମସ୍ତ ସାଧାରଣ ଜିନିଷ ସାଧାରଣ ହୋଇ ନଥାଏ । ମାତ୍ର ଏହି ତକିଆ ର ଉଚିତ ଉପଯୋଗ କରିବା ଦ୍ଵାରା ଆପଣ ରାତାରାତି ଧନୀ ହୋଇ ପାରିବେ ।

ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ କେଉଁ ଜିନିଷ ଟିକୁ ତକିଆ ତଳେ ରଖିଲେ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିଯିବ ? ଏହାର ଅର୍ଥ ସକାରାତ୍ମକ ଊର୍ଜା ରେ ପରିପୂର୍ଣ୍ଣ ହୋଇଥାଏ । ଯାହା ବ୍ୟକ୍ତି ବିଶେଷ ଙ୍କୁ ସଫଳ ବନାଇଥାଏ ।

୧;- ପଜେଟିଭ ଊର୍ଜା ରେ ପରିପୂର୍ଣ୍ଣ ଥିବା ମୟୂର ପଙ୍ଖ । ସକାରାତ୍ମକ ଊର୍ଜା ର ପ୍ରାପ୍ତି ନିମନ୍ତେ ଏବଂ କାମିୟାବ ହେବା ନିମନ୍ତେ ଆପଣ ନିଜ ତକିଆ ତଳେ ମୟୁର ପଙ୍ଖ ଅବଶ୍ୟ ରଖନ୍ତୁ । ଏହାର ଆସର ବହୁତ ଲାଭକାରୀ ସିଦ୍ଧ ହୋଇଥାଏ । ତକିଆ ତଳେ ମୟୁର ପଙ୍ଖ ରଖି ଶୋଇବା ଦ୍ଵାରା ବ୍ୟକ୍ତି ର କୁଣ୍ଡଳୀ ରେ ଲାଗିଥିବା ଦୋଷ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ । ଏହିଭଳି ପରିସ୍ଥିତି ରେ ବ୍ୟକ୍ତି ର ଭାଗ୍ୟ ତାହାର ସାଥ ଦେଇଥାଏ । ଦୁର୍ଘଟଣା ରୁ ମଧ୍ୟ ମୟୁର ପଙ୍ଖ ଆପଣଙ୍କୁ ବଞ୍ଚାଇ ଥାଏ । ଯେତେବେଳେ ଆପଣ ସକାଳୁ ଉଠିବେ ସେତେବେଳେ ଆପଣ ମୟୁର ପଙ୍ଖ ର ଦର୍ଶନ ନିଶ୍ଚିତ କରନ୍ତୁ ।

୨;- ତକିଆ ତଳେ ରଖନ୍ତୁ ତୁଳସୀ ପତ୍ର । ରାତିରେ ଶୋଇବା ସମୟରେ ତକିଆ ତଳେ ୪ ରୁ ୫ ଟି ତୁଳସୀ ପତ୍ର ରଖିବା ଦ୍ଵାରା ଆପଣଙ୍କୁ ପଜେଟିଭ ଏନର୍ଜି ପ୍ରାପ୍ତ ହୋଇଥାଏ । ମାତ୍ର ସକାଳେ ଉଠିବା ପରେ ଯଦି ଆପଣ ତୁଳସୀ ପତ୍ର ଖାଇ ନିଅନ୍ତି, ତେବେ ଏଭଳି କରିବା ଦ୍ଵାରା ନକାରାତ୍ମକ ଊର୍ଜା ରୁ ଛୁଟକାରା ମିଳିଥାଏ । ଏହା ସହିତ ଅନ୍ୟାନ୍ୟ ବିମାରୀ ମଧ୍ୟ ଆପଣଙ୍କୁ ଛୁଇଁ ପାରିବ ନାହିଁ । ମାତ୍ର ଧ୍ୟାନ ରଖନ୍ତୁ ଯେ ତୁଳସୀ ପତ୍ର ସନ୍ଧ୍ୟା ସମୟରେ ନ ତୋଳନ୍ତୁ ।

୩;- ତକିଆ ତଳେ ରଖନ୍ତୁ ଏକ କଏନ, ରାତିରେ ଶୋଇବା ସମୟରେ ତକିଆ ତଳେ କଏନ ରଖି ସକାଳେ ଉଠିବା ପରେ ତାହାକୁ କୌଣସି ଗରିବ ବ୍ୟକ୍ତି ଙ୍କୁ ଦାନ କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ର ଅନ୍ତ ହୋଇଯାଇଥାଏ । ଏହା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ଏହିଭଳି ମାସ ଯାକ କରିବା ଦ୍ଵାରା ଧୀରେ ଧୀରେ ବ୍ୟକ୍ତି ଙ୍କର ଦୋଷ କମ ହୋଇଥାଏ । ବ୍ୟକ୍ତି ସଫଳତା ଆଡକୁ ଅଗ୍ରସର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *