ବନ୍ଧୁଗଣ, ଯଦି କୌଣସି ବ୍ୟକ୍ତିର ଶରୀର ରେ ଗ୍ଲୁକୋଜର ମାତ୍ରା ବଢ଼ି ଯାଇଥାଏ, ତାହାକୁ ଆମେ ଡାଇବେଟିସ ବୋଲି କହିଥାଉ । ଶରୀରରେ ଇନସୁଲିନ ର ମାତ୍ରା କମିବା ଫଳରେ ଡାଇବେଟିସ ହୋଇଥାଏ । ଇନସୁଲିନ ଏକ ହରମନ ଅଟେ, ଯାହା ପାଚନ ରୁ ବନିଥାଏ । ଏହା ଗ୍ଲୁକୋଜ ମାତ୍ରା କୁ କଣ୍ଟ୍ରୋଲରେ ରଖିଥାଏ । ଯଦି ଶରୀରରେ ଇନସୁଲିନ ର ମାତ୍ରା କମିବାକୁ ଲାଗିଥାଏ, ତେବେ ଗ୍ଲୁକୋଜର ମାତ୍ରା ବଢ଼ିଯାଇଥାଏ ।
ଏହି ସ୍ଥିତିକୁ ଡାଇବେଟିସ କୁହାଯାଇଥାଏ । ଅଧିକ ମାତ୍ରାରେ ମିଠା ଖାଇବା ଦ୍ଵାରା ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ି ଯାଇଥାଏ ଯାହା ଫଳରେ ଡାଇବେଟିସ ରୋଗ ହୋଇଥାଏ । ଏହା ଛଡା ପାଣି କମ ମାତ୍ରାରେ ପିଇବା ଦ୍ଵାରା, ମୋଟାପଣ, ରାତିରେ ଅନିଦ୍ରା ରହିବା, ଫାଷ୍ଟଫୁଡ ର ଅତ୍ୟଧିକ ସେବନ କରିବା, ଶାରିରୀକ ପରିଶ୍ରମ ନ କରିବା, ମଅଦ ଏବଂ ଧୁଅମ୍ର-ପାଆନ ର ସେବନ କରିବା ଦ୍ୱାରା ଡ଼ାଇବେଟିସ ଭଳି ରୋଗ ହୋଇଥାଏ ।
ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି କାଢା ଘରେ ବନେଇ ପିଇବା ଦ୍ଵାରା ଡାଇବେଟିସ ଭଳି ରୋଗକୁ ଆପଣ ୧ ମାସ ମଧ୍ୟରେ ମୂଳରୁ ଭଲ କରିପାରିବେ । ସକାଳୁ ଖାଲିପେଟରେ ଏହି କାଢା କୁ ସେବନ କଲେ ଆପଣଙ୍କ ଡାଇବେଟିସ ୩୫୦ ହେଉ କି ୪୫୦ କିମ୍ବା ୨୦ ବର୍ଷ ପୁରୁଣା ହେଉ ନା କାହିଁକି ଏହା ନିଶ୍ଚିତ କଣ୍ଟ୍ରୋଲ କୁ ଆଣିଥାଏ । ତେବେ ଆସନ୍ତୁ ଜାଣିବା ଏହି କାଢା କୁ କିଭଳି ବନାଇବା ? ପ୍ରଥମେ ଗୋଟେ ଷ୍ଟିଲର ବାସନ ନିଅନ୍ତୁ, ସେଥିରେ ଗୋଟେ ଗିଲାସ ପାଣି ଭର୍ତ୍ତି କରନ୍ତୁ ।
ଏହି ପାଣିରେ ୫୦ ଗ୍ରାମ ଅର୍ଜୁନ ଗଛର ଛାଲ ପକେଇ ଦେବେ । ଏହି ଅର୍ଜୁନ ଗଛର ଛାଲ ଆପଣଙ୍କ ଶରୀର ପାଇଁ ବହୁତ ହିଁ ହିତକାରୀ ହୋଇଥାଏ । ଏହା ଆପଣଙ୍କୁ ଡାଇବେଟିସ, କୋଲେଷ୍ଟ୍ରୋଲ, ଆସିଡିଟି, ହାର୍ଟ ରୋଗ, ମୋଟପା ଏହି ସବୁ ରୋଗରୁ ରକ୍ଷା କରିଥାଏ । ଏହାଛଡା ଚର୍ମ ରୋଗ ଏବଂ ହାଇ ବ୍ଲଡପ୍ରେସର ରୁ ମଧ୍ୟ ରକ୍ଷା କରିଥାଏ । ଏହାପରେ ଏହି ପାଣିରେ ୨ ଚାମଚ ଗୋଟା ଧନିଆ ପକାନ୍ତୁ । ଗୋଟା ଧନିଆ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢାଇ ଥାଏ ।
ଏହା ଡାଇବେଟିସ କୁ କଣ୍ଟ୍ରୋଲ କରିବା ପାଇଁ ବହୁତ ଗୁଣକାରୀ ମଧ୍ୟ ହୋଇଥାଏ । ଏହା ଆପଣଙ୍କ ଶରୀରରେ ଇନସୁଲିନ ବନେଇଥାଏ ଏବଂ କୋଲେଷ୍ଟ୍ରୋଲ କୁ ମଧ୍ୟ ମୂଳରୁ ଶେଷ କରିଦେଇଥାଏ । ତାହାପରେ ଏହି ପାଣିରେ ଆପଣ ୧୦ ରୁ ୧୨ ରୁ କିସମିସ ପକାନ୍ତୁ । କିସମିସ ଆପଣଙ୍କ ଶରୀରର କମଜୋରି କୁ ଦୂର କରିଥାଏ । ଏବଂ ଶେଷରେ ଏଥିରେ ଚିମୁଟେ ଡାଲଚିନି ଗୁଣ୍ଡ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
ଏହି ପାଣିକୁ ଭଲ ଭାବେ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ । ଯେମିତି ୧ ଗିଲାସ ପାଣି ଅଧ ଗିଲାସ ହୋଇଯିବ, ଏହି ପାଣି ପ୍ରସ୍ତୁତ ହୋଇ ସାରିବା ପରେ ଏହାକୁ ଗରମ ଗରମ ଖାଲି ପେଟରେ ସେବନ କରନ୍ତୁ । ମନେ ରଖନ୍ତୁ ଏହାକୁ ସେବନ କରିବା ପରେ ୩୦ ମିନିଟ ଯାଏଁ କିଛି ଖାଇବେ ନାହିଁ । ଏହି ପାଣିର ୧୦ ଦିନର ସେବନ ପରେ ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ କୁ ଆସି ଯାଇଥାଏ । ଏବଂ ନିୟମିତ ସେବନ ଦ୍ଵାରା କିଛି ମାସ ଭିତରେ ଆପଣଙ୍କ ଡାଇବେଟିସ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଆସିବ ।
ଏହି ପାଣି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇ ଥାଏ । ଏହା ସହ ଶରୀରରେ ଇନସୁଲିନ ନୂଆ ନିର୍ମାଣ କରିଥାଏ । ଏହି କାଢା ଆପଣଙ୍କ ଡାଇବେଟିସ କୁ କଣ୍ଟ୍ରୋଲ କରିବା ସହ ଅନ୍ୟ ରୋଗ କୁ ମଧ୍ୟ ଭଲ କରିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।