ବନ୍ଧୁଗଣ, ଏହି ଉପାୟ ଟି ଆପଣଙ୍କ ଧଳା କେଶ କୁ ସଂପୂର୍ଣ୍ଣ ରୂପେ କଳା କରିବାରେ ସାହାର୍ଯ୍ୟ କରିଥାଏ । ଆମ ଆଖପାଖ ରେ ଏଭଳି ଅନେକ ଗୁଣ ରହିଅଛି ଯେଉଁଥିରେ ପ୍ରକୃତି ନାନା ପ୍ରକାରର ଦିବ୍ୟଗୁଣ ଢାଳି ପାରିଅଛି । କିନ୍ତୁ ଆମ୍ଭେ ତାହା ସମ୍ବନ୍ଧରେ କିଛି ଜାଣି ନଥିବାରୁ ଆମ୍ଭେ ସେହି ଜିନିଷ ଗୁଡିକର ସଠିକ ବ୍ୟବହାର କରିପାରି ନଥାଉ ।
ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ? ସର୍ବ ପ୍ରଥମେ ଆପଣ ୧ ରୁ ୨ ଚାମଚ ଶୁଦ୍ଧ ଅଁଳା ର ତେଲ ନିଅନ୍ତୁ । ଏହାପରେ ସେଥିରେ ସମୁଦାୟ ଅଧ ଚାମଚ ଏଲୋଭେର ଜେଲ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ କଳାଜୀରା ର ତେଲ ମିଶାନ୍ତୁ ।
ଏହା ଆପଣଙ୍କୁ ମାର୍କେଟ ରେ ସହଜରେ ମିଳିଯିବ । ଆପଣ ଅଧ ଚାମଚ କଳାଜୀରା ର ତେଲ ମିଶାନ୍ତୁ । ଏହାପରେ ଆପଣ ସଦାବାହାର ପତ୍ର ତଥା ଫୁଲ କୁ ଛେଚି ଦିଅନ୍ତୁ । ଏହି ଗଛର ସମସ୍ତ ଜିନିଷ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହାର ଗଛଠାରୁ ଆରମ୍ଭ କରି ଫୁଲ ତଥା ପତ୍ର ଏବଂ ଡାଙ୍ଗ ମଧ୍ୟରେ ବହୁତ ଔଷଧୀୟ ଗୁଣ ରହିଅଛି । ଏହା ସମସ୍ତ ପ୍ରକାରର କେଶ ସମ୍ବନ୍ଧିତ ସମସ୍ୟା ର ସମାଧାନ କରିଥାଏ ।
ଆପଣ ସଦାବାହାର ଗଛର ୩ ରୁ ୪ ଟି ପତ୍ର ନିଅନ୍ତୁ ଏହାପରେ ଏହାକୁ ଭଲ ଭାବରେ ପେଷ୍ଟ ବନାଇ ଦିଅନ୍ତୁ । ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ୩୦ ମିନିଟ ପର୍ଯ୍ୟନ୍ତ ଏହାକୁ ସେହିଭଳି ଛାଡି ଦିଅନ୍ତୁ । ଏହାପରେ ଆପଣ ଏହାକୁ ନିଜ କେଶ ର ଜଡ ରେ ରାତିରେ ଲଗାଇ ଦିଅନ୍ତୁ । ଆପଣ ଭଲ ଭାବରେ ଏହାକୁ ନିଜ କେଶରେ ମାଲିସ କରନ୍ତୁ ।
ଏହା ଆପଣ ନୀତିଦିନ ରାତିରେ ଲଗାଇ ସୁଅନ୍ତୁ ଏବଂ ସକାଳେ ନିଜ କେଶ କୁ ଧୋଇ ଦିଅନ୍ତୁ । ଆପଣ ଏହିଭଳି ପ୍ରାଏ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ । ସଦାବାହାର ପତ୍ର ମଧ୍ୟରୁ ଏଭଳି ତତ୍ଵ ମିଳିଥାଏ ଯେ ଯାହା ଆପଣଙ୍କ କେଶ କୁ କଳା ତଥା ମଜବୁତ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ଯେତେବେଳେ ଏହାର ପ୍ରୟୋଗ କରିବେ ତେବେ ଆପଣଙ୍କୁ ବହୁତ ଲାଭ ମିଳିବ ।
ସାଧାରଣତ ନିଜ କେଶ କୁ କଳା କରିବା ନିମନ୍ତେ ଲୋକ ମାନେ ଡାଇ ର ବ୍ୟବହାର କରିଥାନ୍ତି । ଏହାଫଳରେ ଅତି କମ ସମୟରେ ନିଜ କେଶ କୁ ସେମାନେ କଳା କରିଦେଇଥାନ୍ତି । ଏବଂ ଡାଇ ମଧ୍ୟରେ ଅନେକ ପ୍ରକାରର କେମିକାଲ ରହିଥାଏ ଯାହା ଫଳରେ ଆପଣଙ୍କ କେଶ ଅଧିକ ଧଳା ହେବାକୁ ଲାଗିଥାଏ । ଏଣୁ ଆପଣ ଏହି ଘରୋଇ ଏବଂ ପ୍ରାକୃତିକ ଉପାୟ ର ପ୍ରୟୋଗ କରି ଦେଖନ୍ତୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ