Vastu Shastra- ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 ଖରାପ କାମ, ହେଇଯିବେ ବର୍ବାଦ

ବନ୍ଧୁଗଣ, ଶନିବାର ଦିନ ଆପଣ ଭୁଲରେ ମଧ୍ୟ ଏହି ୬ ଟି କାର୍ଯ୍ୟ କରନ୍ତୁ ନାହିଁ । ଯଦି ଆପଣ ଭୁଲ ବଶତ ଏହିଭଳି କାର୍ଯ୍ୟ କରିଥାନ୍ତି ତେବେ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ଆସନ୍ତୁ ଜାଣିବା ତାହା କଣ ଅଟେ ? ୧- ଶନିବାର ଦିନ ଯଦି ଆପଣ କୌଣସି ପ୍ରକାରର ତେଲ କିଣନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ । ମାନ୍ୟତା ରହିଅଛି ଯେ ଶନିବାର ଦିନରେ ଆପଣ ତେଲ କିଣିଲେ ଘରକୁ ନକାରାତ୍ମକତା ଆସିଥାଏ । ଏଣୁ ଆପଣ ଶନିବାର ଦିନ ତେଲ କିଣନ୍ତୁ ନାହିଁ ।

୨- ଶନିବାର ଦିନ ଆପଣ ଲୁହା ର ଜିନିଷ ଆଦୌ କିଣନ୍ତୁ ନାହିଁ । ଏହାଦ୍ଵାରା ମଧ୍ୟ ଶନିଦେବ କ୍ରୋ-ଧ କରିଥାନ୍ତି । ମାତ୍ର ଲୁହା ରେ ନିର୍ମିତ ବିଶେଷ ବସ୍ତୁ ମାନଙ୍କ ର ଦାନ କରିବା ଏହିଦିନ ଶୁଭ ହୋଇଥାଏ । କିନ୍ତୁ ଏହିଦିନ ଆଦୌ କିଣନ୍ତୁ ନାହିଁ ।

୩- ଶନିବାର ଦିନ କାହାଠାରୁ ଉଦ୍ଧାର ନିଅନ୍ତୁ ନାହିଁ । କାହାକୁ କରଜ ମଧ୍ୟ ଦିଅନ୍ତୁ ନାହିଁ । ଯଦି ଆପଣ କାହାକୁ କରଜ ଦେଇଥାନ୍ତି ତେବେ, ତାହା ଲମ୍ବା ସମୟ ଧରି ଆପଣଙ୍କୁ ଫେରସ୍ଥ ମିଳିବ ନାହିଁ । ଯଦି ଆପଣ ଏହି ଦିନ କରଜ ନେଇଥାନ୍ତି ତେବେ ଆପଣ ଶୀଘ୍ର ଫେରସ୍ଥ ମଧ୍ୟ କରି ପାରିବେ ନାହିଁ ।

୪- ଏହିଦିନ ଆପଣ ଲୁଣ ମଧ୍ୟ କିଣନ୍ତୁ ନାହିଁ । ଶନିବାର ଦିନ ଲୁଣ କିଣିଲେ ଆପଣଙ୍କର କରଜ ବଢିଯାଇଥାଏ ଏବଂ ଆପଣଙ୍କୁ କେତେକ ବିମାରୀ ମଧ୍ୟ ହୋଇଥାଏ ।

୫- ଶନିବାର ଦିନ ତା-ମ-ସି-କ ଭୋଜନ ଆଦୌ କରନ୍ତୁ ନାହିଁ । ଶନିବାର ଦିନ ମାଂ-ସ ମ-ଦି-ରା ର ସେବନ କରିବା ଦ୍ଵାରା ଶନିଦେବ କ୍ରୋ-ଧ କରିଥାନ୍ତି । ଏହା ସହିତ ଆପଣଙ୍କ ଜୀବନରେ ସମସ୍ୟା ବଢିଯାଇଥାଏ ।

୬- ଶନିବାର ଦିନ ଆପଣ କଳାଜୀରା ମଧ୍ୟ କିଣନ୍ତୁ ନାହିଁ । ଏହା ସହିତ କଳା ରଙ୍ଗର ଜୋତା ମଧ୍ୟ ଏହିଦିନ କିଣନ୍ତୁ ନାହିଁ । ଯଦି ଆପଣ ଏହିଭଳି କିଣିବେ ତେବେ ଆପଣଙ୍କ ଜୀବନରେ ଅସଫଳତା ହିଁ ଅସଫଳତା ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣ ଶନିବାର ଦିନ ଏହି ବିଶେଷ କଥା ର ଧ୍ୟାନ ଅବଶ୍ୟ ରଖନ୍ତୁ । କୌଣସି ରାଶିରେ ମଧ୍ୟ ଶନି ଆସିବାର ୩ ମାସ ପୂର୍ବ ରୁ ନିଜର ପ୍ରଭାବ ଦେଖାଇଥାନ୍ତି ।

ସମସ୍ତ ମନୁଷ୍ୟ ର ଜୀବନରେ ଶନି ୩ ରୁ ୪ ଥର ଆସିଥାନ୍ତି । ସମସ୍ତ ମନୁଷ୍ୟ ଙ୍କ ଜୀବନରେ ଶନି ଙ୍କ ପ୍ରଭାବ ତାହାର ଗ୍ରହ ଅନୁସାରେ ପଡିଥାଏ । ଆପଣ ମାନଙ୍କୁ ଶନିଦେବ ଙ୍କର ବକ୍ର ଦୃଷ୍ଟି ରୁ ବଞ୍ଚିବା ଆବଶ୍ୟକ । ଆପଣ ମାନେ ନିଶ୍ଚିତ ଏହି ବିଶେଷ କଥା ପ୍ରତି ଧ୍ୟାନ ଦିଅନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *