3 ପ୍ରକାରେ ମିଳିଥାଏ ଆପଣ କରୁଥିବା କର୍ମ ର ଫଳ, ଦେଖନ୍ତୁ ଏନେଇ କଣ କୁହେ ଶ୍ରୀମଦ ଭାଗବତ ଗୀତା

ନମସ୍କାର ବନ୍ଧୁଗଣ ,  ଶାସ୍ତ୍ର ଅନୁସାରେ କୁହାଯାଏ ବ୍ୟକ୍ତି ଯେପ୍ରକାରର କର୍ମ କରେ ସେହି ରୂପେ ଫଳ ପାଇଥାଏ । ହିନ୍ଦୀ ରେ ସୁନ୍ଦର ଭାବରେ କୁହାଯାଏ ଯେ ଜେସୀ କରନି ୟେସି ବାରନି । କର୍ମ ଅନୁଯାୟୀ ତାହାର ଫଳ ନିର୍ଣ୍ଣୟ କରାଯାଏ ଏହା ହେଉଛି ଇଶ୍ଵରଙ୍କ ବିଧି ।  କିଛି ଲୋକମାନେ ତାହାର ପରିଣାମ କୁ ଜାଣିବା ବେଳେ ବହୁତ ବିଳମ୍ବ ହୁଏ । ଆଜି ଆମେ ଆପଣଙ୍କୁ  ଭାଗବତ ଗୀତା ଅନୁସାରେ କର୍ମ କେତେ ପ୍ରକାରର ଓ ଏହାର ଫଳ ସମ୍ବନ୍ଧରେ କହିବୁ । 

ଆମ ପ୍ରାଚୀନ ଶାସ୍ତ୍ରରେ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି । ସାଧାରଣତ କର୍ମ ତିନି ଭାଗରେ ବିଭକ୍ତ ଯଥା 1- ହେଉଛି କ୍ରିୟମାନ କର୍ମ ଏହି କର୍ମ କୁ ମଣିଷ ସକାଳ ଉଠିଲା ପରେ ଦିନ ସାରା ଯେଉଁ କାମ କରିଥାଏ ତାହାକୁ  ନିତ୍ୟକର୍ମ କୁହାଯାଏ ଏବଂ ମଣିଷ କୁ ଏହା କରିବାକୁ ହିଁ ପଡିଥାଏ । ଯଦି ମଣିଷ ଖାଦ୍ୟ ଗ୍ରହଣ କରିଥାଏ ତେବେ ହିଁ କାମ କରିବାକୁ ଶକ୍ତି ପ୍ରାପ୍ତ କରେ ।

ମାତ୍ର ମଣିଷ ଏହାକୁ କରିବାରେ ଇଛା କରେ ନାହିଁ , ତେବେ ନିଜର କ୍ଷତି ସାଧନ  କରିଥାଏ । ଶରୀର କୁ ସଫା ରଖିବା ପାଇଁ ମଣିଷ କୁ ଗାଧୋଇବା କୁ ପଡିଥାଏ । କିନ୍ତୁ ଯଦି ମଣିଷ ଅଳସୁଆ କୁ ଅପେଣାଇ ନିତ୍ୟକର୍ମ କୁ କରିନଥାଏ । ତେବେ ଏହାର କୁପରିଣାମ ର ସମ୍ମୁଖୀନ ହେବାକୁ ପଡିଥାଏ । 2- ସଞ୍ଚିତ  କର୍ମ  ଏହା ଏଭଳି କର୍ମ ଅଟେ ଯାହା ଆମେ କରିଥାଉ ଆମ ଦୃଷ୍ଟି କୋଣ ରୁ ଏହା ଠିକ ହୋଇଥାଏ ।

 

କିନ୍ତୁ ପ୍ରାକୃତିକ ଦୃଷ୍ଟି ରୁ ଏହା ଭୁଲ ହୁଏ , ମଣିଷ ଯାହା ବି କରେ ଭାବିଥାଏ ଠିକ , କିନ୍ତୁ ଏହି ଆମ ଭାଗ୍ୟରେ ସଞ୍ଚୟ ହୋଇ ରହିଥାନ୍ତି । 3- ପ୍ରାରବ୍ଧ କର୍ମ ଏହା ଆମ କୁ ସେହି ଆଡ କୁ ନେଇଥାଏ , ଯଥା ଯେଉଁ ଠାରେ ଆମ କର୍ମ ର ଫଳ ପ୍ରଦାନ କରାଯାଇଥାଏ । ଏହି ପ୍ରକାରର କର୍ମ ଆମ ଅନ୍ତର ଆତ୍ମାରେ 30 ବର୍ଷ ରୁ ଅଧି ବର୍ଷ ପାଇଁ ଏକତ୍ରିତ ହୋଇକି ରହିଥାନ୍ତି ।  ଯେ ପର୍ଯ୍ୟନ୍ତ ଏକ ଆତ୍ମା ର ବାସ  ରହିଥାଏ  ।

ଏହି କର୍ମମାନଙ୍କ  ରେ ଭଲ ଓ ମଦ ଉଭୟ ସାମିଲ ହେଇକି ରହିଥାଏ । ଯଦି ଆମେ ଭଲ କାମ କରିଥାଉ ତେବେ ଏହା ସଞ୍ଚିତ କର୍ମ ରେ ଯାଇକି ମିଶିଥାନ୍ତି । ଏପରି ଆମେ ଅନେକ ବଡ ଧାରଣ ର କର୍ମ କୁ ସଞ୍ଚୟ କରି ରଖିଥାଉ ।

ଯେବେ ମଣିଷ କର୍ମ ମାଧ୍ୟମରେ ଜ୍ଞାନ ଲାଭ କରିଥାଏ ତେବେ ତା ଜୀବନରେ ପ୍ରାରବ୍ଧ କର୍ମ ସମାପ୍ତ ହେଇଯାଇଥାଏ ଓ ଏଭଳି ଅନୁଭବ ହୁଏ କି ବହୁତ ବର୍ଷ ଯାଏ ଅନ୍ଧକାର ଜୀବନ ଅତିବହୁତ କରିଲା ପରେ ଆଲୁଅ ମଧ୍ୟ କୁ ଆସିଛୁ ।  ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।  

Leave a Reply

Your email address will not be published. Required fields are marked *