ଏକାକୀ ରହିବାକୁ ଭଲ ପାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଥାଏ ଏହି 8 ଭଲ ଗୁଣ, ଆପଣଙ୍କ ଠାରେ ଅଛି କି ଏହିସବୁ ଗୁଣ ?

ନମସ୍କାର ବନ୍ଧୁଗଣ , ଜୀବନ ରେ କିଏ କାହା ପାଇଁ ରହିନଥାଏ ମଣିଷ ଏକଲା ପୃଥିବୀ ପୁଷ୍ଟ କୁ ଆସିଥାଏ ଓ ଏକୁଟିଆ ହିଁ ଯିବାକୁ ପଡିଥାଏ । କିନ୍ତୁ ଆମ ସହିତ ସର୍ବଦା ରହିଥିବା ସାଙ୍ଗ , ସାଥି ହେଉଛି ନିଜେ ଆମ ଭିତର ରେ ଥିବା ମୁଁ ଆତ୍ମା ଏହା ଆମ କୁ କେବେ କି ଏକୁଟିଆ ଛାଡି ନଥାଏ । ମଣିଷ କୁ ଏକୁଟିଆ ରହିବାର ଅଭ୍ୟାସ କରିବା ଉଚିତ୍ । ଏହ ଦୁନିଆ ରେ ଏକୁଟିଆ ରହୁଥିବା ବ୍ୟକ୍ତିମାନେ ଭିନ୍ନ ଧାରଣ ର ହୋଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏକୁଟିଆ ରହିବାର ଆଠ ଟି ଉପକାରିତା ବିଷୟରେ କହିବୁ । 1 – ଯେଉଁ ବ୍ୟକ୍ତି ଏକୁଟିଆ ରହେ ସେ ସମସ୍ତଙ୍କ ଠାରୁ ଭିନ୍ନ ( unique )  ଆମ ଭିତରେ ରହିଥିବା କ୍ଷମତା ତେବେ ଜାଣିପାରି ଯେବେ ଆମେ ନିଜ ସହିତ ସମୟ ଅତିବାହିତ କରି ନିଜେ ରୁଲ ଅନୁଶାସନ ରଖି ସେହି ଅନୁସାରେ ଜୀବନ କାଟୁ । 2-  ଏକୁଟିଆ ରହୁଥିବା ବ୍ୟକ୍ତି ସବୁବେଳେ  ସକାରାତ୍ମକ ଊର୍ଜା କୁ ନିଜ ସହ ରଖିଥାଏ ।

କାରଣ ସେ ଅନ୍ୟର କଥା କୁ ନିଜ ଜୀବନରେ ପାଳନ କରେ ନାହିଁ ଜୀବନରେ ଆସୁଥିବା ହାର କୁ ସାମାନ୍ୟ ଭାବରେ ଦେଖି ସଫଳତା ଆଡ କୁ ବଢିଥାଏ । ଏହି ଲୋକାମାନେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରନ୍ତି ନାହିଁ କେବଳ ନିଜ ସହ ସମୟ ଅତିବାହିତ କରି ଅନ୍ୟ ଠାରୁ ନିଜକୁ ଭିନ୍ନ କରୁଥିବା ଗୁଣ କୁ ଅନୁସନ୍ଧାନ କରି କାର୍ଯ୍ୟ ରେ ଲଗେଇଥାନ୍ତି ।

3- ଆତ୍ମସମ୍ମାନ ଏମାନେ  ଏକୁଟିଆ ରହିବା ହେତୁ ଅନ୍ୟମାନଙ୍କ ସହ କଲି ଝଗଡା କରନ୍ତି ନାହିଁ , ଏହି କାରଣ ରୁ ସମାଜ ରେ ନାମ ସମ୍ମାନ ଅର୍ଜନ କରିଥାନ୍ତି । ଏହି ବ୍ୟକ୍ତିମାନଙ୍କୁ ଲୋକମାନେ ଅଧିକ ସମ୍ମାନ ଦେଇଥାନ୍ତି । 4- ଏହି ଲୋକମାନେ ନୂତନ ବିଷୟ କୁ ଆବିଷ୍କାର କରିବାରେ ଲାଗିଥାନ୍ତି , ସମସ୍ତ ଠାରୁ ଭିନ୍ନ  ଚିନ୍ତା ଧାରା ବ୍ୟକ୍ତି ବିଶେଷ ହୋଇଥାନ୍ତି ।

5- ଏକୁଟିଆ ରହିଥିବା ବ୍ୟକ୍ତି ଆତ୍ମନିର୍ଭର ଶୀଳ ହୋଇଥାନ୍ତି । ଏମାନେ କୋଣସି କାମ ପାଇଁ ଅନ୍ୟ ଉପରେ ନିର୍ଭର ହୋଇନଥାନ୍ତି ଏହା ହେଉଛି ଏମାନଙ୍କ ର ବହୁତ ଭଲ ଗୁଣ । 6- ଏମାନେ ଶାରୀରିକ ଓ ମାନସିକ ଦୃଷ୍ଟି ତୁ ବହୁତ ଶକ୍ତିଯୁକ୍ତ ହୋଇଥାନ୍ତି । ଜୀବନରେ ଯେକୋଣସି ସମସ୍ୟା  ଆସିଲେ ମଧ୍ୟ ନିଜର ବୁଦ୍ଧିବଳ ରେ ଶାନ୍ତି ସମାଧାନ କରିବାର କ୍ଷମତା ରଖିଠନ୍ତି ।

7- ଏମାନେ ପରିଶ୍ରମି ଅଟନ୍ତି , ସାଧାରଣତ ଏମାନେ  ଏକୁଟିଆ ରୁହନ୍ତି । ତେଣୁ କରି ଏମାନଙ୍କୁ ମନା କରିବା ପାଇ କେହି ନ ଥାନ୍ତି ସେଥିପାଇ ଏମାନେ ନିଜର best ଦେଇଥାନ୍ତି । 8- ଶେଷ ହେଲା ଏମାନଙ୍କ ଜୀବନରେ ସଫଳତା ଆସିବାର ସମ୍ଭାବନା ଅଧିକ ରହିଥାଏ ଓ ଏମାନେ ସବୁ କ୍ଷେତରେ ରେ ନିଜର ବିଶେଷ ସ୍ଥାନ କୁ ରଖିଥାନ୍ତି ।

ତେଣୁ ଆମ କୁ ମଧ୍ୟ ଏହି ଭିଡ ଜଗତ ରେ ଅନ୍ୟମାନଙ୍କ ସହ ବ୍ୟଥ ସମୟ ଅତିବାହିତ ନ କରି ନିଜ ସହ ସମୟ ଅତିବାହିତ କରି ନିଜର ବିଏଚଜେଏନଏନ ଗୁଣ କୁ ଖୋଜି ତହିରେ କାମ କରି ସମସ୍ତ  ଠାରୁ ଭିନ୍ନ ଓ ସମ୍ମାନ ଯୋଗ୍ୟ କାମ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସଜ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *