ମୃତ ଲୋକଙ୍କର ଏହି 3 ଜିନିଷ ଭୁଲରେ ବି ନିଅନ୍ତୁ ନାହିଁ, ନଚେତ ମାଡି ଆସେ ମହା ବିପତ୍ତି, ଦେଖନ୍ତୁ ଏନେଇ କଣ କହିଛନ୍ତି ଶ୍ରୀକୃଷ୍ଣ

ନମସ୍କାର ବନ୍ଧୁଗଣ , ଗରୁଡ ପୁରାଣରେ  ଭଗବାନ ଶ୍ରୀ କୃଷ୍ଣ  ଜନ୍ମ ଓ ମୃତ୍ୟୁ ସମ୍ବନ୍ଧରେ  ଗରୁଡଙ୍କୁ କହିଛନ୍ତି । ଜନ୍ମ ଗ୍ରହଣ କରିଥିବା ମଣିଷ କୁ ଦିନେ ଏହି ଜଗତ କୁ ଛାଡିବାକୁ ପଡିଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ  ମୃତ ବ୍ୟକ୍ତିଙ୍କ ତିନୋଟି ଜିନିଷ କୁ କେବେ ବ୍ୟବହାର କରିବା କଥା ନୁହେଁ । ମଣିଷ ଯଦି ଜୀବନରେ ଭଲ କାମ କରିଥାଏ ତେବେ ମୃତ୍ୟୁ ସମୟରେ ତାହାର ପ୍ରାଣ ସହଜରେ ଇଶ୍ଵରଙ୍କ ନିକଟକୁ ଯାଇଥାଏ ।

ମାତ୍ର ଯେଉଁ ଲୋକମାନେ ଜୀବନ କାଳ ରେ ଖରାପ କାମ ରେ ଲୀନ ହେଇରହିଥାନ୍ତି , ତେବେ ସେମାନଙ୍କର ଆତ୍ମା ବହୁତ କଷ୍ଟ ରେ ବାହାର  କୁ ଆସିଥାଏ । ମଣିଷ ପାଇଁ ଜଗତ ସ୍ଥିର ନୁହେଁ କିନ୍ତୁ ସେ ଜଗତରେ ରହିବା ସମୟରେ ସବୁ ଜିନିଷ କୁ ତାହାର କରିଥାଏ ଏବଂ ସେହି ବସ୍ତୁ ସହିତ ତାହାର ଗଭୀର ସମ୍ପକ ରହିଥାଏ । ଯଥା ଯାହାକୁ ସେ ମୃତ୍ୟୁ ପରେ ମଧ୍ୟ ଭୁଲି ପାରିନଥାଏ ।

ଭଗବାନ କହିଛନ୍ତି ଯେ ମଣିଷ ଯେ ପର୍ଯ୍ୟନ୍ତ  ସାଂସାରିକ ମୋହ କୁ ପରିତ୍ୟାଗ କରି ଇଶ୍ଵରଙ୍କୁ ପୂର୍ଣ୍ଣ ମନରେ ଅପେଣାଇ ନାହିଁ । ସ୍ଵେ ପର୍ଯ୍ୟନ୍ତ ମଣିଷ ମୋକ୍ଷ କୁ ପ୍ରାପ୍ତ କରିପାରେ ନାହିଁ । ମଣିଷ ର ଜିଜ୍ଞାସା ଏପରି ରହେ ଯେ ସେ ସାଂସାରିକ ବସ୍ତୁ କୁ ପ୍ରାପ୍ତ କରିବା ପାଇଁ ଏହି ଧାରା ପୁଷ୍ଟରେ ଏଣେ ତେଣେ ଭ୍ରମଣ କରିଥାଏ ।  ଭଗବାନ ଶ୍ରୀ କୃଷ୍ଣ  କୁହନ୍ତି ଯେ ମୃତ ଲୋକମାନଙ୍କ ବସ୍ତୁ କୁ ବ୍ୟବହାର କରିବା ଅନୁଚିତ୍ ।

ଗରୁଡ ପୁରାଣ ରେ ଏହି ତିନୋଟି ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି । କାରଣ ଯେଉଁଲୋକମାଙ୍କ  ର ଅକାଳ ମୃତ୍ୟୁ ଘଟିଥାଏ ସେମାନେ ପ୍ରେତ ଆତ୍ମା ହେଇ ନିଜ ଲୋକମାନଙ୍କୁ କଷ୍ଟ ଦେଇଥାନ୍ତି । ତେଣୁ ଯଦି ଆପଣଙ୍କ ଆତ୍ମୀୟ ଙ୍କର ହଠାତ ମୃତ୍ୟୁ ହୁଏ ତେବେ ଆପଣ ସେମାନେ ବ୍ୟବହାର କରିଥିବା ଜିନିଷ କୁ ତାଙ୍କ ସ୍ମରଣ ରେ ରଖିପାରିବେ କିନ୍ତୁ ତାହାକୁ ନିଜେ ବ୍ୟବହାର କରିବା ଅନୁଚିତ୍ । ଆପଣ ସେହି ବସ୍ତୁ ଗୁଡକୁ ଜଳ ରେ ସମର୍ପଣ କରିବା ଉଚିତ୍ ।

ଆପଣ ଘରେ ମୃତ ବ୍ୟକ୍ତିଙ୍କ ଫଟ କୁ ଏପରି ରଖିବେ ଯେମିତି ଫଟ ରେ ବ୍ୟକ୍ତିଟି ହସୁଥିବ । ଆସନ୍ତୁ ଜାଣିବା କେଉଁ ତିନୋଟି ଜିନିଷ କୁ ଆମେ ବ୍ୟବହାର କରିବା ଅନୁଚିତ୍ ।  ଗରୁଡ ପୁରାଣ ଅନୁସାରେ ମୃତ ଲୋକମାନଙ୍କର ବସ୍ତ୍ର କୁ କେବେ ବି ବ୍ୟବହାର କରିବେ ନାହିଁ । କାରଣ ବସ୍ତ୍ର କୁ ପିନ୍ଧିବା ଦ୍ଵାରା ମରିଯାଇଥିବା ଆତ୍ମା ଜୀବିତ ବ୍ୟକ୍ତିଙ୍କ ଭିତର କୁ ପ୍ରବେଶ କରିଥାଏ ।

ଦ୍ଵିତୀୟରେ ମୃତ ବ୍ୟକ୍ତି ର ଗ୍ରହଣା କୁ ପିନ୍ଧିବା ଉଚିତ୍ ନୁହେଁ  ନଚେତ୍ ମୃତ ଆତ୍ମା ଜୀବିତ ବ୍ୟକ୍ତିକୁ କଷ୍ଟ ଦେଇଥାଏ । ତୃତୀୟ ରେ ମୃତ ବ୍ୟକ୍ତିର ଘଣ୍ଟା କୁ ପିନ୍ଧିବା କଥା ନୁହେଁ । ଏହି ତିନୋଟି ଜିନିଷ ରେ ମୃତ ବ୍ୟକ୍ତି ର  ମୋହ ରହିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *