ନମସ୍କାର ବନ୍ଧୁଗଣ , ଗରୁଡ ପୁରାଣରେ ଭଗବାନ ଶ୍ରୀ କୃଷ୍ଣ ଜନ୍ମ ଓ ମୃତ୍ୟୁ ସମ୍ବନ୍ଧରେ ଗରୁଡଙ୍କୁ କହିଛନ୍ତି । ଜନ୍ମ ଗ୍ରହଣ କରିଥିବା ମଣିଷ କୁ ଦିନେ ଏହି ଜଗତ କୁ ଛାଡିବାକୁ ପଡିଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ତିନୋଟି ଜିନିଷ କୁ କେବେ ବ୍ୟବହାର କରିବା କଥା ନୁହେଁ । ମଣିଷ ଯଦି ଜୀବନରେ ଭଲ କାମ କରିଥାଏ ତେବେ ମୃତ୍ୟୁ ସମୟରେ ତାହାର ପ୍ରାଣ ସହଜରେ ଇଶ୍ଵରଙ୍କ ନିକଟକୁ ଯାଇଥାଏ ।
ମାତ୍ର ଯେଉଁ ଲୋକମାନେ ଜୀବନ କାଳ ରେ ଖରାପ କାମ ରେ ଲୀନ ହେଇରହିଥାନ୍ତି , ତେବେ ସେମାନଙ୍କର ଆତ୍ମା ବହୁତ କଷ୍ଟ ରେ ବାହାର କୁ ଆସିଥାଏ । ମଣିଷ ପାଇଁ ଜଗତ ସ୍ଥିର ନୁହେଁ କିନ୍ତୁ ସେ ଜଗତରେ ରହିବା ସମୟରେ ସବୁ ଜିନିଷ କୁ ତାହାର କରିଥାଏ ଏବଂ ସେହି ବସ୍ତୁ ସହିତ ତାହାର ଗଭୀର ସମ୍ପକ ରହିଥାଏ । ଯଥା ଯାହାକୁ ସେ ମୃତ୍ୟୁ ପରେ ମଧ୍ୟ ଭୁଲି ପାରିନଥାଏ ।
ଭଗବାନ କହିଛନ୍ତି ଯେ ମଣିଷ ଯେ ପର୍ଯ୍ୟନ୍ତ ସାଂସାରିକ ମୋହ କୁ ପରିତ୍ୟାଗ କରି ଇଶ୍ଵରଙ୍କୁ ପୂର୍ଣ୍ଣ ମନରେ ଅପେଣାଇ ନାହିଁ । ସ୍ଵେ ପର୍ଯ୍ୟନ୍ତ ମଣିଷ ମୋକ୍ଷ କୁ ପ୍ରାପ୍ତ କରିପାରେ ନାହିଁ । ମଣିଷ ର ଜିଜ୍ଞାସା ଏପରି ରହେ ଯେ ସେ ସାଂସାରିକ ବସ୍ତୁ କୁ ପ୍ରାପ୍ତ କରିବା ପାଇଁ ଏହି ଧାରା ପୁଷ୍ଟରେ ଏଣେ ତେଣେ ଭ୍ରମଣ କରିଥାଏ । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେ ମୃତ ଲୋକମାନଙ୍କ ବସ୍ତୁ କୁ ବ୍ୟବହାର କରିବା ଅନୁଚିତ୍ ।
ଗରୁଡ ପୁରାଣ ରେ ଏହି ତିନୋଟି ବସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି । କାରଣ ଯେଉଁଲୋକମାଙ୍କ ର ଅକାଳ ମୃତ୍ୟୁ ଘଟିଥାଏ ସେମାନେ ପ୍ରେତ ଆତ୍ମା ହେଇ ନିଜ ଲୋକମାନଙ୍କୁ କଷ୍ଟ ଦେଇଥାନ୍ତି । ତେଣୁ ଯଦି ଆପଣଙ୍କ ଆତ୍ମୀୟ ଙ୍କର ହଠାତ ମୃତ୍ୟୁ ହୁଏ ତେବେ ଆପଣ ସେମାନେ ବ୍ୟବହାର କରିଥିବା ଜିନିଷ କୁ ତାଙ୍କ ସ୍ମରଣ ରେ ରଖିପାରିବେ କିନ୍ତୁ ତାହାକୁ ନିଜେ ବ୍ୟବହାର କରିବା ଅନୁଚିତ୍ । ଆପଣ ସେହି ବସ୍ତୁ ଗୁଡକୁ ଜଳ ରେ ସମର୍ପଣ କରିବା ଉଚିତ୍ ।
ଆପଣ ଘରେ ମୃତ ବ୍ୟକ୍ତିଙ୍କ ଫଟ କୁ ଏପରି ରଖିବେ ଯେମିତି ଫଟ ରେ ବ୍ୟକ୍ତିଟି ହସୁଥିବ । ଆସନ୍ତୁ ଜାଣିବା କେଉଁ ତିନୋଟି ଜିନିଷ କୁ ଆମେ ବ୍ୟବହାର କରିବା ଅନୁଚିତ୍ । ଗରୁଡ ପୁରାଣ ଅନୁସାରେ ମୃତ ଲୋକମାନଙ୍କର ବସ୍ତ୍ର କୁ କେବେ ବି ବ୍ୟବହାର କରିବେ ନାହିଁ । କାରଣ ବସ୍ତ୍ର କୁ ପିନ୍ଧିବା ଦ୍ଵାରା ମରିଯାଇଥିବା ଆତ୍ମା ଜୀବିତ ବ୍ୟକ୍ତିଙ୍କ ଭିତର କୁ ପ୍ରବେଶ କରିଥାଏ ।
ଦ୍ଵିତୀୟରେ ମୃତ ବ୍ୟକ୍ତି ର ଗ୍ରହଣା କୁ ପିନ୍ଧିବା ଉଚିତ୍ ନୁହେଁ ନଚେତ୍ ମୃତ ଆତ୍ମା ଜୀବିତ ବ୍ୟକ୍ତିକୁ କଷ୍ଟ ଦେଇଥାଏ । ତୃତୀୟ ରେ ମୃତ ବ୍ୟକ୍ତିର ଘଣ୍ଟା କୁ ପିନ୍ଧିବା କଥା ନୁହେଁ । ଏହି ତିନୋଟି ଜିନିଷ ରେ ମୃତ ବ୍ୟକ୍ତି ର ମୋହ ରହିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।