ନୀରବ ରହିବାର 5 ବଡ ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ ନୀରବ ରହିବା ଦ୍ଵାରା ଆପଣଙ୍କ ସହ କଣ ହୋଇଥାଏ ?

ନମସ୍କାର ବନ୍ଧୁଗଣ ,  ମଣିଷ ଜନ୍ମ ରୁ କଥା କହିବା ଶିଖିନଥାଏ ନିହାତି ଦୁଇ ବର୍ଷ ପରେ କଥା କହିବା ଆରମ୍ଭ କରିଥାଏ , କିନ୍ତୁ ମଣିଷ କଣ କହିବା ଉଚିତ୍ ଓ କେଉଁ ସମୟରେ ନା କହିବା ଏହି କଥା ଶିଖି ନ ଥାଏ । କୁହାଯାଏ ‘ ଯେଉଁ ବ୍ୟକ୍ତି କମ୍ କଥା ହୋଇଥାଏ ସେ ଜ୍ଞାନୀ ,ବୁଦ୍ଧିମାନ ଅଟେ , ମାତ୍ର ଯିଏ ଅନାଆବଶ୍ୟକ ସ୍ଥାନରେ ନିଜର ମୁଖ କୁ ମେଳାଏ ସେ ବୁଦ୍ଧିହୀନ ହୋଇଥାଏ ।

ଆମ ଚିନ୍ତା ଧାରା ଅନୁଯାୟୀ ଯିଏ ଅଧିକ କଥା ହୁଏ ସିଏ ଜ୍ଞାନବାନ , କିନ୍ତୁ ତାହା ନୁହେ ବିସ୍ତାର କଥାବାର୍ତ୍ତା ଠାରୁ ଅଳ୍ପ ଶ୍ରେଷ୍ଟ ହୋଇଥାଏ । ଆମେ ଅଦରକାରୀ ସମୟରେ କଥା କହିବା ଦ୍ଵାରା ଆମ ମୃତ୍ୟୁ ମଧ୍ୟ ହେଇଥାଏ । ଆସନ୍ତୁ ଆଜି ଆମେ ଆପଣଙ୍କୁ ସୁନ୍ଦର ଐତିହାସିକ କାହାଣୀ ଯାହା ସତ୍ୟ ନିଜର ମୁଖ ରୁ ନିର୍ଗତ ବାକ୍ୟ ହେତୁ ସେ ବ୍ୟକ୍ତି ମୃତ୍ୟୁ ଦଣ୍ଡ ର ପାତ୍ର ହୋଇଥିଲା ।

1825 ମସିହାରେ ନିକୋଲସ ରୁଷ ର ସିଂହାସନ ରେ ବସିଲା ପରେ ରୁଷ ଦେଶରେ ଆଧୁନିକ  ବ୍ୟାପାର ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା , ତେବେ ରାଜା ନିକୋଲସ ବିଦ୍ରୋହୀ ର ନେତାଙ୍କୁ ମୃତ୍ୟୁ ଦଣ୍ଡ ର ଆଜ୍ଞା ଜାରି କରେଇଥିଲେ । ସେହି ଦିନ ଏକ ଚମତ୍କାରୀ ଦୃଶ୍ୟ ଦେଖିବାକୁ ମିଳିଥିଲା , ଯେ ବିରୋଧୀ ନେତାଙ୍କୁ ପାଶି ଦଣ୍ଡ ଦେଲା ସମୟରେ ସେହି ଫାଶୀ ର ଦଉଡି ଟି ସାମାନ୍ୟ କସି ଗଲା ଓ ନେତା ଟି ବଞ୍ଚିଯାଇଥିଲା । 

ମାତ୍ର ବିରୋଧୀ ନେତାର ଅଧିକ କଥା ହେବା ଗୁଣ ଯୋଗୁ କଣ ଘଟିଥିଲା ନା ସେହି ଦେଶ ରେ ନିୟମ ଥିଲା । ଯଦି ଫାଶୀ ଦେବା ସମୟରେ ବ୍ୟକ୍ତି ର ମୃତ୍ୟୁ ହୁଏ ନାହିଁ ତେବେ ଦୋଷୀ କୁ କ୍ଷମା କରାଯାଇ ଛାଡି ଦିଅନ୍ତି । ମାତ୍ର ଯେବେ ଏହି ନେତା ର ଦଉଡି ଟି ଛିଣ୍ଡିଲା ସେ କହିଲା ରୁଷ ଲୋକମାନେ ଦଉଡି ବି ଭଲ ରେ ବାନ୍ଧି ପାରନ୍ତି ନାହିଁ , ଏହା ଶୁଣି ନିକୋଲସ କ୍ଷମା ପତ୍ର କୁ ଫାଡି ହେଇ ମୃତ୍ୟୁ ର ଦଣ୍ଡ କୁ ଜାରି କରିଥିଲେ ।

ତେଣୁ ଯଦି ସେ ବ୍ୟକ୍ତି ନୀରବ ରହିଥାନ୍ତା ତେବେ ସେ ଜୀବିତ ରୁହନ୍ତା , ମାତ୍ର ଅଧିକ କହିବା ଗୁଣ ତାର ଜୀବନକୁ ସେହି ଦିନ ସମାପ୍ତ କରିଥିଲା । ଆସନ୍ତୁ ଜାଣିବା ନୀରବ ରହିବା ର 5 ଟି ଫାଇଦା । 1- ଜଣେ ବ୍ୟକ୍ତି କହୁଥିବା ଅସମୟରେ ଆମେ ନୀରବ ରହି  ତାଙ୍କ କଥା କୁ ଶୁଣିଥାଉ , ତେବେ ସେ ବ୍ୟକ୍ତିର ଦ୍ରୁଷ୍ଟି ରେ ଆମ ର ମୂଲ୍ୟ ବଢିଥାଏ ।

2-  ଆପଣ ଯେବେ ନୀରବ ରହିଲା ପରେ ଯାଇ ନିଜର ମତ କୁ ରଖିଥାନ୍ତି , ତେବେ ଆପଣଙ୍କ କଥା ର ଓଜନ ରହିଥାଏ ।  3- ଆପଣା ନୀରବ ଏଅହି କଥା ଶୁଣିବା ସମୟରେ ଅନ୍ୟ ର ମନ ରେ କଣ ରହିଛି ବା ତାହାର ମନକୁ  ଆପଣ ପଢିପାରିଥାନ୍ତି ।

4- ଆପଣ ଯେବେ କମ୍ କହିଥାନ୍ତି , ସମାଜରେ ଆପଣଙ୍କୁ ସ୍ଵତନ୍ତ୍ର ସ୍ଥାନ କୁ ସୃଷ୍ଟି କରିଥାନ୍ତି । ଆଶା କରେ ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଛି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *