100 ବର୍ଷ ପର୍ଯ୍ୟନ୍ତ ଲିଭର ଖରାପ ହେବ ନାହିଁ, ବାସ ଦିନରେ ଦୁଇଥର ଏହାକୁ ପିଆଇଆଇ ନିଅନ୍ତୁ  

ନମସ୍କାର ବନ୍ଧୁଗଣ, ଲିଭର ଆମ ଶରୀରର ଏକ ପ୍ରମୁଖ କାର୍ଯ୍ୟ କରିବାର ଦାୟିତ୍ଵ ନେଇଛି । ଲିଭର ଆମ ପାଚନ ତନ୍ତ୍ର ଦ୍ଵାରା ହଜମ ହେଉଥିବା ଖାଦ୍ୟ ରୁ ଶୁଦ୍ଧ ଏବଂ ବିଶୁଦ୍ଧର ପରଖ କରିଥାଏ । ଏବଂ ବିଶୁଦ୍ଧ ପଦାର୍ଥକୁ ଆମ ଶରୀରରୁ ବାହାର କରିଦେଇଥାଏ । ଯାହାଫଳରେ ଆମ ଶରୀର ସୁସ୍ଥ ରହିଥାଏ । ଯଦି ଲିଭର ଏହି କାର୍ଯ୍ୟ କରିବା ବନ୍ଦ କରିଦେବ ତେବେ ଶରୀରରେ ବିଶୁଦ୍ଧ ପଦାର୍ଥ ହୋଇ ରୋଗ ନିହାତି ଭାବରେ ସୃଷ୍ଟି କରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଆପଣ କିଭଳି ଭାବରେ ନିଜ ଲିଭରକୁ ସୁସ୍ଥ ରଖିପାରିବେ ।

ଲିଭରରେ ସବୁଠାରୁ ସାଧାରଣ ଭାବରେ ଏକ ସମସ୍ୟା ଦେଖା ଦେଇଥାଏ ତାହା ହେଉଛି ଫ୍ୟାଟି ଲିଭର । ତେବେ ଆପଣଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଆସିପାରେ କି ଫ୍ୟାଟି ଲିଭର କଣ ଅଟେ ? ତେଣୁ ଆମେ ଆପଣଙ୍କୁ ଏହା ଜଣାଇବା ପାଇଁ ଚାହିଁବୁ ନିଶ୍ଚୟ । ଆପଣଙ୍କ ଶରୀର ଯେତେବେଳେ ମୋଟା ଦେଖାଯାଏ ସେତେବେଳେ ଆପଣଙ୍କ ଫ୍ୟାଟ ଅଧିକ ହୋଇଗଲାଣି ବୋଲି କୁହାଯାଏ ।

ସେହିଭଳି ଲିଭରରେ ଯେତେବେଳେ ଫ୍ୟାଟ ଅଧିକ ଜମିଯାଏ ତାହାକୁ ଫ୍ୟାଟି ଲିଭର କୁହାଯାଏ । ଏହା ହେବାର ଏକ ବଡ କାରଣ ହେଉଛି ନିଶା ସେବନ । ଅତ୍ୟଧିକ ନିଶା ସେବନ ଦ୍ଵାରା ଫ୍ୟାଟି ଲିଭର ରୋଗ ହେବ ଏହା ନିଶ୍ଚିନ୍ତ । ଏବଂ ଫ୍ୟାଟି ଲିଭର ହେବା ପରେ ମଧ୍ୟ ଯଦି ଆପଣ ନିଶା ସେବନ କରୁଛନ୍ତି ତେବେ ଆପଣଙ୍କ ଜୀବନ ଯିବା ମଧ୍ୟ ନିଶ୍ଚିନ୍ତ । କାରଣ ଫ୍ୟାଟି ଲିଭର ହେବା ମାତ୍ରେ ଲିଭର ପାଇଁ ଶତ୍ରୁ ହୋଇଯାଏ ନିଶା ।

ତେଣୁ ଡାକ୍ତର ସମ୍ପୂର୍ଣ ଭାବରେ ମନା କରିଥାନ୍ତି ତାଠା ନିଶା ସେବନ ପାଇଁ ବାରଣ କରିଥାନ୍ତି । ଏହା ସହିତ ଅଧିକ ବାହାର ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ଲିଭର ଫ୍ୟାଟି ଲିଭର ସମସ୍ୟା ଦେଖା ଦେଇଥାଏ । ଫ୍ୟାଟି ଲିଭର ହେବାର ଲକ୍ଷଣ ମଧ୍ୟ ଦେଖା ଦେଇଥାଏ । ଆପଣଙ୍କୁ ବହୁତ ହାଲିଆ ଲାଗିଥାଏ, କଳା ଝାଡା ହୋଇଥାଏ, ବହୁତ ଶୀଘ୍ର ଓଜନ କମିବାକୁ ଲାଗିଥାଏ ବିନା କାରଣରେ ।

ଯଦି ଆପଣଙ୍କ ଲିଭର 60 ପ୍ରତିଶତ ଖରାପ ହୋଇଯାଇଥାଏ ତେବେ ଆପଣ ଗରମ ପାଣି ନିଅନ୍ତି । ଆପଣଙ୍କୁ ଏକ ଗ୍ଳାସ ଗରମ ପାଣିରେ ଏକ ଚାମଚ ମହୁ, ଏବଂ ଏକ ଚାମଚ ଆପଲ ସାଇଡର ଭିନେଗାର ଆଉ ଏକ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହି ପାଣିକୁ ଆପଣ ସକାଳେ ପିଇବା ଆବଶ୍ୟକ । ରାତିରେ ଆପଣ ଏକଗ୍ଳାସ ପାଣି ନେଇ ସେଥିରେ ଦୁଇ ରୁ ତିନୋଟି ଅଁଳା ପକାନ୍ତୁ ।

ଏବଂ ଏହାକୁ ଗ୍ରାଇଡିଙ୍ଗ କରିଦିଅନ୍ତୁ । ଏହାପରେ ଆପଣଙ୍କୁ ଏଥିରେ ଅଳ୍ପ ହଳଦୀ ପକାଇବାକୁ ପଡିବ । ଏବଂ ଗୋଲମରୀଚ ଗୁଣ୍ଡା ଅଳପ ପକାଇବେ, ଏକ ଚାମଚ ଲେମ୍ବୁ ରସ ପକାଇବେ । ଏହାକୁ ଆପଣ ରାତିରେ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଲିଭରରେ ହୋଇଥିବା ସମସ୍ୟାକୁ ଏହା ଦୂର କରିବା ପାଇଁ ସଂଘର୍ଷ କରିଥାଏ ଲିଭର ସହ ଆଉ ଶେଷରେ ଦୂର ମଧ୍ୟ କରିଦେଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *