କେଉଁ ଘରକୁ ମା’ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି ? ଘରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ରଖିବାର ଜାଣି ରଖନ୍ତୁ ଉପାୟ ! Laxmi Mantra 

ନମସ୍କାର ବନ୍ଧୁଗଣ, କୁହାଯାଏ ଘରକୁ ଆସୁଥିବା ଅତିଥିଙ୍କ ଚର୍ଚ୍ଚା ଭଲରେ କରିବା ଉଚିତ । ଠିକ ସେହିଭଳି ମାତା ଲକ୍ଷ୍ମୀ ଘରକୁ ଅତିଥି ଭଳି ଆଗମନ କରିବା ସମୟରେ ଆପଣ ତାଙ୍କର ଏତେ ଆଦର କରନ୍ତୁ କି ଜେଭଳି ସେ ଆପଣଙ୍କ ଘରେ ଆପଣଙ୍କ ସଦସ୍ୟ ହୋଇ ରହିଯିବେ ଆଉ ଆପଣଙ୍କ ଉପରେ ତାଙ୍କ କୃପା ବର୍ଷା କରିବେ । ତେବେ ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରେ ପ୍ରସନ୍ନ କରି ରୋକିବା ପାଇଁ ଆପଣଙ୍କୁ କରିବାକୁ ପଡିବ କିଛି କାର୍ଯ୍ୟ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ମିଳିବା ଏତେ ସହଜ ହୋଇନଥାଏ । କାରଣ ଧନ ହିଁ ସୁଖ ଶାନ୍ତି ଖୁସି ତେଣୁ ଯେଉଁ ମଣିଷ ଭାଗ୍ୟରେ ସୁଖ ଶାନ୍ତି ନଥିବ ତାଙ୍କ ଉପରେ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହେବେ ନାହିଁ । ତେଣୁ ଆପଣଙ୍କୁ ପ୍ରଥମେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିବାକୁ ପଡିଥାଏ । ଆପଣ ଯଦି ଧନ ରୋଜଗାର କରୁଥିବା ପରେ ଆପଣଙ୍କ ହାତରେ ଧନ ରହୁନାହିଁ ତେବେ ଆପଣ ଧନକୁ ଅଟକାଇବା ପାଇଁ ତଥା ମାତା ଲକ୍ଷ୍ମୀଙ୍କୁ ରୋକିବା ପ୍ରୟାସ କରନ୍ତୁ ।

ଆପଣଙ୍କ ଘରେ ତୁଲସୀ ଗଛ ନିହାତି ଲଗାନ୍ତୁ । ଏବଂ ପ୍ରତ୍ୟକ ଦିନ ତୁଲସୀ ଗଛରେ ଜଳ ଚଢାନ୍ତୁ । କାରଣ ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ତୁଳସୀ ଗଛରେ ଜଳ ଚଢାଇବା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ତୁଳସୀ ବୃକ୍ଷରେ ଜଳ ଚଢାଇବା ସମୟରେ ଓମ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଉଚ୍ଚାରଣ ମଧ୍ୟ କରିବା ଉଚିତ ।

ଆପଣଙ୍କୁ ଆପଣଙ୍କ ଘରକୁ ଆସିଥିବା ଅତିଥିଙ୍କ ସମ୍ମାନ ସରଳତା ଭାବରେ କରିବା ଉଚିତ । କାରଣ ଅତିଥି ରୂପରେ ବହୁତ ଥର ସ୍ଵୟଂ ଭଗବାନ ମଧ୍ୟ ଆସିଥାନ୍ତି ଆପଣଙ୍କ ଘରକୁ । ଯଦି ଆପଣ ଅତିଥିକୁ ସାମ୍ନା ଦେବେ ତେବେ ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ନିଜର କୃପା ବର୍ଷା କରିଥାନ୍ତି । ଏବଂ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରକୁ ଧନ ସମ୍ପତ୍ତିର ଆଗମନ ହେବାକୁ ଲାଗିଥାଏ ।

ସର୍ବଦା ଆପଣଙ୍କ ରୋଷେଇ ଘରେ ନିହାତି ଭାବରେ ଏକ ଜଳପୂର୍ଣ ପାତ୍ର ରହିବା ଆବଶ୍ୟକ । ରାତିରେ ଜଳ ଭର୍ତ୍ତି ହୋଇ ରହିବା ଜଳକୁ ଆପଣ ସକାଳେ ବ୍ୟବହାର କରିବା ବହୁତ ଶୁଭ ହୋଇଥାଏ । ଆପଣଙ୍କ ଘରର ଗାଧୁଆ ଘରେ ମଧ୍ୟ ବାଲଟି ହେଉ କିମ୍ବା କୁଣ୍ଡ ସବୁବେଳେ ଜଳ ଭରି ହୋଇ ଗୋଟିଏ ପାତ୍ର ରହିବା ଉଚିତ ।

ଧ୍ୟାନ ରଖିବେ ଘରର ମହିଳା ନିଜ ମୁଣ୍ଡରେ ସବୁବେଳେ ଓଢଣି ଦେବା ଉଚିତ । ଯେଉଁମାନେ ନିଜ ଘରେ ମାତା ଲକ୍ଷ୍ମୀଙ୍କୁ ସଦାସର୍ବଦା ପାଇଁ ଅଟକାଇବା ପାଇଁ ଚାହୁଁଛନ୍ତି ସେମାନେ ଏହାର ପାଳନ ନିଶ୍ଚିନ୍ତ ଭାବରେ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *