ବନ୍ଧୁଗଣ, କିଛି ବର୍ଷ ପୂର୍ବେ ୟୁରିକ ଏସିଡ ର ସମସ୍ୟା ବହୁତ କମ ଲୋକଙ୍କୁ ହେଉଥିଲା । ସବୁଠାରୁ ବଡ କଥା ଯାହା ସେହି ସମୟରେ ଦେଖିବାକୁ ମିଳୁଥିଲା ଯେ ଏହି ବିମରି କେବଳ ବୃଦ୍ଧାବସ୍ଥା ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା । ଏବଂ ଦ୍ଵିତୀୟ ରେ ଏହି ରୋଗ ଶାରୀରିକ ପରିଶ୍ରମ ନ କରୁଥିବା ଆଳସୀ ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା । ମାତ୍ର ବର୍ତ୍ତମାନ ଏହି ରୋଗ ସମାଜର ସବୁ ବର୍ଗ ର ଲୋକ ମାନଙ୍କୁ ପୀଡିତ କରିବାରେ ଲାଗିଅଛି ।
ଏହି ବିମାରୀ ରେ ପ୍ରାରମ୍ଭିକ ଅବସ୍ଥାରେ ଶରୀରରେ ପୀଡା ଅନୁଭବ ହୋଇଥାଏ । ଏହାପରେ ଛୋଟ ଛୋଟ ଅଙ୍ଗ ମାନଙ୍କରେ ଦରଦ ଆରମ୍ଭ ହୋଇଥାଏ । ଯେବେ ଗଣ୍ଠି ମାନଙ୍କ ରେ ହାଡ ଗୁଡିକ ପ୍ରଭାବିତ ହେବାକୁ ଲାଗିଯାଏ ତେବେ ଚିକିତ୍ସ୍ୟା କରିବା କଷ୍ଟ ହୋଇଯାଇଥାଏ । ଏହା ଯେ କୌଣସି ବର୍ଗ ର ଲୋକ ମାନଙ୍କୁ ହୋଇପାରେ । ଏଥିପାଇଁ ଆପଣ ନିଜ ନୀତିଦିନ ଖାଦ୍ୟପେୟ ରେ ପରିବର୍ତ୍ତନ କରନ୍ତୁ । ଏହି ରୋଗରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଗୋଇଠି ଯନ୍ତ୍ରଣା, ଏବଂ ଆଙ୍ଗୁଠି ମାନଙ୍କରେ ଦରଦ ହେବାକୁ ଲାଗିଥାଏ ।
ଅଧିକାଂଶ ଲୋକଙ୍କୁ ଏହି ରୋଗର ଲକ୍ଷଣ ସମ୍ବନ୍ଧରେ ଜଣା ନଥାଏ । ଅତ୍ୟଧିକ ମୋଟା ହେଲେ ପ୍ୟୁରିନ ଅଧିକ ଭାଙ୍ଗିଥାଏ, ଯାହା ଫଳରେ ୟୁରିକ ଏସିଡ ଅଧିକ ବଢିଥାଏ ଏଣୁ ଆପଣ ନିଜର ଓଜନ ଅଧିକ ବଢିବାକୁ ଦିଅନ୍ତୁ ନାହିଁ । ଓଜନ ବଢିବା ନିମନ୍ତେ ଡାଇଟିଙ୍ଗ ନ କରି ସଠିକ ଏବଂ ସୁଦ୍ଧ ଭୋଜନ କରନ୍ତୁ । ପ୍ରୋଟିନ ଯୁକ୍ତ ଖାଦ୍ୟ ପଦାର୍ଥ କୁ ବନ୍ଦ କରିବା ନିହାତି ଆବଶ୍ୟକ ହୋଇଥାଏ ।
ଶାଗ, ପାଳଙ୍ଗ ଭଳି ପଦାର୍ଥ ମଧ୍ୟ ସେବନ କରିବା ଅନୁଚିତ । ଭିଟାମିନ-ସି ରେ ଭରପୁର ଖାଦ୍ୟପଦାର୍ଥ ଖାଇବା ଉଚିତ । ଏହା ସହିତ ଆମ୍ଭେ କିଛି ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣେଇ ଆପଣ ଏହି ବିମାରୀ ଠାରୁ ସଂପୂର୍ଣ୍ଣ ଭାବରେ ଛୁଟକାରା ପାଇ ପାରିବେ । ଗୋଟିଏ ଚାମଚ ଅଶ୍ଵଗନ୍ଧା ପାଉଡର ରେ ଗୋଟିଏ ଚାମଚ ମହୁ ମିଶାଇ ଏକ ଗ୍ଳାସ ଉଷୁମୁ କ୍ଷୀର ରେ ମିଶାଇ ସେବନ କରିଲେ ଆପଣଙ୍କୁ ଏହି ବିମାରୀ ରେ ରିହାତି ମିଳିବ । ଦ୍ଵିତୀୟ ଉପାୟ ନୀତିଦିନ ରାତିରେ ଶୋଇବା ପୂର୍ବ ରୁ ୩ ଟି ଅଖରୋଟ ସେବନ କରନ୍ତୁ ।
ଏହାଦ୍ୱାରା ମଧ୍ୟ ଆପଣଙ୍କୁ ବହୁତ ଆରାମ ମିଳିବ । ତୃତୀୟରେ ଆଲୋଭେରା ଜୁଷ ରେ ଅଁଳା ରସ ମିଶାଇ ସେବନ କରିବା ଦ୍ଵାରା ମଧ୍ୟ ଆରାମ ମିଳିଥାଏ । ଚତୁର୍ଥ ରେ ନଡିଆ ପାଣି ନୀତିଦିନ ସେବନ କରନ୍ତୁ । ପଞ୍ଚମରେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ଏକ ଚାମଚ ଆଲସୀ ର ବୀଜ ଚୋବାଇ ଖାଇଲେ ଆରାମ ମିଳିବ । ଷଷ୍ଠ ଉପାୟ ଜୁଆଣୀ ମଧ୍ୟ ଶରୀରରେ ହାଇୟୁରିକ ଏସିଡ କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଣୁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଜୁଆଣୀ ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ