Uric ଏସିଡ ର ଲକ୍ଷଣ କଣ ? 1 ରାତିରେ ହିଁ ଭଲ ହେଇଯିବ, ଜାଣନ୍ତୁ ଘରୋଇ ରାମବାଣ ଉପାୟ (Health Tips)

ବନ୍ଧୁଗଣ, ୟୁରିକ ଏସିଡ ଆଣ୍ଟିଆକ୍ସିଡେଣ୍ଟ ଅଟେ । ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ଆମ୍ଭକୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଏହା ଆମ୍ଭ ଶରୀରରେ ରହିଥାଏ । ମାତ୍ର ୟୁରିକ ଏସିଡ ନର୍ମାଲ ହେବା ଆବଶ୍ୟକ ହୋଇଥାଏ । ଏହାକୁ ୬ ପର୍ଯ୍ୟନ୍ତ ରଖିବାର ଅଛି ଏଭଳି କିଛି ମେଡ଼ିସିନ ର ସେବନ କରନ୍ତୁ ନାହିଁ ଯାହାଦ୍ୱାରା ଏହା ୪ ପର୍ଯ୍ୟନ୍ତ ଆସିଲେ ଆପଣଙ୍କ ଶରୀରର ବହୁତ କ୍ଷତି ହେବ । ଏବେ ଆସନ୍ତୁ ଜାଣିବା ୟୁରିକ ଏସିଡ ହେବାର କାରଣ କଣ ହୋଇପାରେ ?

ଏହାର ପ୍ରଥମ କାରଣ ହେଉଛି ପ୍ୟୁରୀନ, ମାଂସ ତଥା ପାଳଙ୍ଗ ରେ ଏହା ବିଶେଷ ଭାବରେ ରହିଥାଏ । ଦ୍ଵିତୀୟରେ ହେଉଛି କାହାକୁ ଯଦି କୌଣସି ପ୍ରକାରର ଇନଫେକସନ ହୋଇଅଛି ଅଥବା ଅନ୍ୟ କୌଣସି ବିମାରୀ ଗଣ୍ଠି ମାନଙ୍କ ରେ ଗଠିଆ ରୋଗ, ତେବେ ୟୁରିକ ଏସିଡ ର ଔଷଧ ଖାଇବା ଦ୍ଵାରା ଏହା କେବେ ମଧ୍ୟ କମ ହୋଇ ନଥାଏ । କେତେକ ଙ୍କର ଫ୍ୟାଟିଲିଭର ହୋଇଗଲେ ସେମାନଙ୍କୁ ମଧ୍ୟ ୟୁରିକ ଏସିଡ ହୋଇଯାଇଥାଏ ।

ମେଡ଼ିସିନ ତଥା ଆଲ୍କୋହଲ ଯୁକ୍ତ ପାଞ୍ଚ ପାଞ୍ଚଟି ମେଡ଼ିସିନ ଖାଇବାକୁ ଲାଗିଥାନ୍ତି ଏବଂ ରକ୍ତ ପତଳା କରିବା ନିମନ୍ତେ ଔଷଧ ସେବନ କରୁଛନ୍ତି ତେବେ ସେମାନଙ୍କ ୟୁରିକ ଏସିଡ ବଢିଥାଏ । କେତେକ ଙ୍କର ପୁରୁଣା ବିମାରୀ ରହିଥାଏ ସେମାନଙ୍କୁ ମଧ୍ୟ ୟୁରିକ ଏସିଡ ର ସମସ୍ୟା ହୋଇଯାଇଥାଏ । ୟୁରିକ ଏସିଡ ବଢିଗଲେ କେଉଁ କେଉଁ ଲକ୍ଷଣ ମାନ ଦେଖାଯାଇଥାଏ ? ପ୍ରଥମେ ତ ଆପଣଙ୍କୁ ଥକାପଣ ହେବାକୁ ଲାଗିବ ।

ଏହା ସହିତ ଛୋଟ ଛୋଟ ଗଣ୍ଠି ମାନଙ୍କରେ ଦରଦ ସର୍ବ ପ୍ରଥମେ ହେବାକୁ ଲାଗିବ । ଏହାପରେ ଏହା ବଡ ବଡ ଗଣ୍ଠି ମାନଙ୍କରେ ଜମିବାକୁ ଲାଗିଥାଏ । ଏହା ଫଳରେ ଅର୍ଥରାଇଡିସ ଭଳି ସମସ୍ୟା ଦେଖାଯାଇଥାଏ । ଏହି ଦରଦ ଅଣ୍ଟା ବେକ ଭଳି ସ୍ଥାନରେ ମଧ୍ୟ ବଢିବାକୁ ଲାଗିଥାଏ । ଏବେ ଆସନ୍ତୁ ଜାଣିବା ଏହାର ଚିକିତ୍ସ୍ୟା କ’ଣ ଅଟେ ? ଆପଣଙ୍କୁ ସାଧାରଣତ ଏହିସବୁ ଲକ୍ଷଣ ଦେଖାଗଲେ ଏହିସବୁ ଟେଷ୍ଟ କରେଇବାକୁ ହୋଇଥାଏ ଯଥା ESR, CRP । ଏହା ସହିତ ଆପଣ ଧ୍ୟାନ ରଖିବେ ଯେ ଆପଣଙ୍କୁ କୌଣସି ଖାଇବା ପିଇବା ଭଳି ଦ୍ରବ୍ୟ ଠାରୁ ଏଲର୍ଜି ତ ନାହିଁ ନା ?

ତେବେ ଏହିସବୁ ଟେଷ୍ଟ କରିବା ଦ୍ଵାରା ଆପଣଙ୍କୁ ଜଣା ପଡିଯିବ ଯେ ଆପଣଙ୍କୁ ୟୁରିକ ଏସିଡ ଭଳି ସମସ୍ୟା ରହିଅଛି । ଆପଣ ଘରେ ବସି ଏହାର ଔଷଧ ପ୍ରସ୍ତୁତ କରିପାରିବେ । ଆପଣ ସର୍ବ ପ୍ରଥମେ କିଛି ରଶୁଣ ନେଇ ତାହାର ଚୋପା ଛଡାଇ ତାହାକୁ ପେଷ୍ଟ ବନାଇ ଦିଅନ୍ତୁ । ଏହାପରେ ସେହି ପେଷ୍ଟ କୁ ନେଇ ପ୍ରାୟ ୩ ଦିନ ପର୍ଯ୍ୟନ୍ତ ଫ୍ରିଡ୍ଜ ରେ ରଖି ଦିଅନ୍ତୁ । ଏହାପରେ ୧୦ml ଗୋଟିଏ କପ ଗରମ ପାଣି ସହିତ ସେବନ କରି ନିଅନ୍ତୁ ।

ଏହା ଫଳରେ ଆପଣଙ୍କ ୟୁରିକ ଏସିଡ ଏସିଡିଟି ଧୀରେ ଧୀରେ କମିବାକୁ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *