Health Tips- Uric Acid ବଢିଗଲେ ତୁରନ୍ତ ଖାଇବା ଛାଡି ଦିଅନ୍ତୁ ଏହି ଜିନିଷ, ନହେଲେ ପରେ ପସ୍ତେଇବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଯଦି ୟୁରିକ ଏସିଡ୍ ର ପରିମାଣ ବଢିଯାଇଥାଏ । ତେବେ ଏହା ଯୋଗୁ ଶରୀରରେ ବିଭିନ୍ନ ସମସ୍ଯା ଦେଖାଯାଇଥାଏ । ୟୁରିକ ଏସିଡ୍ କାର୍ବନ, ହାଇଡ୍ରୋଜେନ, ଅକ୍ସିଜେନ ଓ ନାଇତ୍ରୋଜେନ ଭଳି ତତ୍ଵରୁ ତିଆରି ହୋଇଥାଏ । ୟୁରିଆ ୟୁରିକ ଏସିଡ୍ ରେ ପରିଣତ ହୋଇ ହାଡରେ ଜମା ହୋଇଯାଇଥାଏ । ଯାହାଦ୍ୱାରା ଗଣ୍ଠି ସମସ୍ଯା ସୃଷ୍ଟି ହୋଇଯାଇଥାଏ । ୟୁରିକ ଏସିଡ୍ ଶରୀରରେ ବଢିଯିବା ଦ୍ଵାରା ଆପଣଙ୍କୁ କିଛି ଖାଦ୍ୟ ସାମଗ୍ରୀକୁ ଇଗନୋର କରିବାକୁ ପଡିଥାଏ ।

ୟୁରିକ ଏସିଡ୍ ହୋଇଥିବା ବେଳେ ଦହି, ଭାତ, ଡ୍ରାଏ ଫୃଟ୍, ଡାଲି, ପାଳଙ୍ଗ ଖାଇବାରୁ ନିଜକୁ ନିବୃତ୍ତ କରନ୍ତୁ । ଏହି ଖାଦ୍ୟ ସମଗ୍ରୀରେ ବହୁତ ପରିମାଣରେ ପ୍ରୋଟିନ ରହିଥାଏ । ଯାହା ୟୁରିକ ଏସିଡ୍ ଭଳି ସମସ୍ୟାକୁ ବଢେଇ ଦେଇଥାଏ । ରାତିରେ ଶୋଇଲା ପୂର୍ବରୁ ଭାତ କିମ୍ବା କ୍ଷୀରର ସେବନ କରିବା ଉଚିତ ହୋଇନଥାଏ । ଚୋପା ଛଡା ଡାଳିର ସେବନ ମଧ୍ୟ ଖାଇବା ଉଚିତ ହୋଇନଥାଏ ।

ମାଛ, ମାଂସ, ଅଣ୍ଡା ଖାଇବାକୁ ପସନ୍ଦ କରୁଥିଲେ । ୟୁରିକ ଏସିଡ୍ ବଢିବା ସମୟରେ ଏହି ସବୁ ଆମିଷ ଖାଇବା ବନ୍ଦ କରି ଦିଅନ୍ତୁ । କାରଣ ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଯୋଗୁ ଶରୀରରେ ୟୁରିକ ଏସିଡ୍ ର ପରିମାଣ ଅଧିକ ବଢି ଯାଇଥାଏ । ପାଣି ଆମ ସମସ୍ତଙ୍କ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଖାଦ୍ୟ ଖାଉଥିବା ସମୟରେ ଭୁଲ୍ ରେ ମଧ୍ୟ ପାଣିର ସେବନ କରିବା ଉଚିତ ହୋଇନଥାଏ ।

ଖାଦ୍ୟ ଖାଇବାର ଘଣ୍ଟାଏ କି ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ ହୋଇଥାଏ । ଏହା କରିବା ଦ୍ଵାରା ଶରୀରର ପାଇଁ ବହୁତ ଭଲ ହୋଇଥାଏ ।ୟୁରିକ ଏସିଡ୍କୁ ବଢାଇବା ପାଇଁ ପ୍ୟୁରୀନ୍ ନାମକ ପ୍ରୋଟିନ ସାହାଜ୍ଯ କରିଥାଏ । ସେଥିପାଇଁ ନିଜର ଖାଦ୍ୟରେ ଅନେକ ପ୍ରକାର ପରିବର୍ତ୍ତନ ଆଣିବାକୁ ପଡିବ । ନିଜର ଖାଦ୍ଯରେ ପନିର, ରାଜମା,ମଟନ ଏବଂ ଭାତ ଖାଇବା ଅନୁଚିତ।

ବେଶି ସମୟ ପର୍ଯ୍ୟନ୍ତ ନଖାଇ ରହିବା କିମ୍ବା ଉପବାସ ରହିବା ମଧ୍ୟ ୟୁରିକ ଏସିଡ୍ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଅତ୍ୟଧିକ ମାତ୍ରାରେ ବ୍ଲଡ଼ ପ୍ରେସରର ମେଡ଼ିସିନ ଖାଇବା ଦ୍ଵାରା ମଧ୍ୟ ଶରୀରରେ ୟୁରିକ ଏସିଡ୍ ବଢି ଯାଇଥାଏ । ଆମର ଶରୀରରେ ଯେଉଁ ୟୁରିକ ଏସିଡ୍ କୌଣସି କାରଣରୁ ଉତ୍ପନ ହୋଇଥାଏ । ତାହା ସାଧାରଣ ଭାବରେ ଆମର ୟୁରିନ ଦ୍ଵାରା ଶରୀରରୁ ନିଷ୍କାସିତ ହୋଇଯାଇଥାଏ ।

ୟୁରିକ ଏସିଡ୍ ଅତ୍ୟଧିକ ପରିମାଣରେ ବଢିଯିବା ଦ୍ଵାରା ତାହା ୟୁରିନ ବାଟରେ ନିଷ୍କାସିତ ହୋଇ ମଧ୍ୟ କିଛି ଶରୀରରେ ଜମା ହୋଇକରି ରହିଜାଇଥାଏ । ଯାହାଇ ସ୍ଵାସ୍ଥ ପାଇଁ ଏହା ଆଦ୍ୱା ହିତକର ହୋଇନଥାଏ । ତେଣୁ ଉପରୋକ୍ତ ଆଲୋଚନା କରାଯାଇଥିବା ଖାଦ୍ୟ ସାମଗ୍ରୀକୁ ଯଦି ଆପଣ ୟୁରିକ ଏସିଡ ବଢିବା ସମୟରେ ସେବନ କରନ୍ତି ନାହିଁ । ତେବେ ଏହା ସ୍ଵାସ୍ଥ ପାଇଁ ହିତକର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *